Daily Archives

November 4, 2020

ଫିଟିବ ସ୍କୁଲ ଫାଟକ, ପ୍ରସ୍ତୁତ ହେଉଛି ନିର୍ଦ୍ଦେଶାବଳୀ । ସ୍କୁଲ ଖୋଲିବା ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ସଙ୍କେତ, ନବମରୁ…

କନକ ବ୍ୟୁରୋ : ସାତ ମାସ ପରେ ଓଡିଶାରେ ସ୍କୁଲ ଖୋଲିବାକୁ ଯାଉଛି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେବା ପରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ମନ୍ତ୍ରୀ କହିଛନ୍ତି ସ୍କୁଲ ଖୋଲିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ବା ଏସଓପି ପ୍ରସ୍ତୁତ କରାଯାଉଛି ।…

ଏକାମ୍ର କାନନ ଜମିରେ କ’ଣ କରିବାକୁ ଚାହୁଁଛନ୍ତି ସରକାର ? ଜମି ହସ୍ତାନ୍ତର ନେଇ ତେଜିଲା ରାଜନୀତି, କଂଗ୍ରେସ ପରେ…

କନକ ବ୍ୟୁରୋ : ରାଜଧାନୀର ପରିବେଶକୁ ପ୍ରଦୂଷଣରୁ ଅନେକ ମାତ୍ରାରେ ରକ୍ଷା କରୁଥିବା ଏକାମ୍ରକାନନ ଫାର୍ମରେ ସରକାର ନିର୍ମାଣ କାମ କରିବେ ବୋଲି ଜଣାପଡିବା ପରେ ପ୍ରତିବାଦ ତେଜିବାରେ ଲାଗିଛି । ସବୁଠାରୁ ବଡ ପ୍ରଶ୍ନ ହେଉଛି, ଏତେ ମୂଲ୍ୟବାନ ଜଙ୍ଗଲ ସମ୍ପତ୍ତିକୁ ସଫା କରି ସରକାର କରିବେ କ’ଣ ।…

ଜନନୀ ଯନ୍ତ୍ରଣାର ହୃଦୟ ବିଦାରକ ଘଟଣା । ଆସିଲାନି ଆମ୍ବୁଲାନ୍ସ, ୨ କିଲୋମିଟର ବାଟ ଚାଲିଲେ ଗର୍ଭବତୀ, ନଦୀ ପାର ହେବା…

କନକ ବ୍ୟୁରୋ : ଜନନୀ ଯନ୍ତ୍ରଣା କେତେ କଷ୍ଟ ଦାୟକ ହୋଇପାରେ ତାହା କୋରାପୁଟର ଏହି ଘଟଣା ଦେଖିଲେ ଆପଣ ସହଜରେ ବୁଝିପାରିବେ । ଗର୍ଭ ଯନ୍ତ୍ରଣାରେ ଛଟପଟ ଜଣେ ମହିଳା ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିନଥିଲା । ଆଉ ତାପରେ ଯାହା ଘଟିଗଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଜନନୀ…

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା । ଡିସେମ୍ବର ୧୫ରୁ ଜାନୁଆରୀ ୧୫ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ…

କନକ ବ୍ୟୁରୋ : ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଆଶଙ୍କା । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ସର୍ତକ କରାଇଲେ ସରକାର । ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି । ଖାସକରି ଡିସେମ୍ବର ୧୫ରୁ ଜାନୁଆରୀ ୧୫ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ…

ଚାନ୍ଦିପୁରରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ୪୪ ସେକେଣ୍ଡରେ ଏକାଥରେ ଲକ୍ଷ୍ୟଭେଦ କଲା ୬ଟି ରକେଟ୍ ।

କନକ ବ୍ୟୁରୋ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଆଜି ପୂର୍ବାହ୍ନ ୧୦ଟା୨୩ ସମୟରେ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ‘ପିନାକ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ମଲଟି ବ୍ୟାରେଲ୍‌ ରକେଟ୍‌ ଲଞ୍ଚରରୁ ଉତକ୍ଷେପଣ ହେବା ପରେ ‘ପିନାକ୍‌’…

ଆରମ୍ଭ ହେଲା ମହିଳା ଟି-୨୦ ଚ୍ୟାଲେଞ୍ଜ । ଉଦଘାଟନୀ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭେଲୋସିଟି ଟିମ୍

କନକ ବ୍ୟୁରୋ : ଆରମ୍ଭ ହେଲା ମହିଳା ଟି-୨୦ ଚ୍ୟାଲେଞ୍ଜ । ଆଜିର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ସୁପନୋଭାସ ଓ ଭେଲୋସିଟି ଟିମ । ଏହି ମ୍ୟାଚରେ ଭେଲୋସିଟି ଟିମ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ଆସିବ ସୁପରନୋଭାସ ଦଳ । ସୁପରନୋଭାସ ଦୁଇ ଓପନର ପାଳି ଆରମ୍ଭ…