Daily Archives

November 3, 2020

ତାଲା ଖୋଲିଛି, ବ୍ୟବସାୟ କମିଛି : କଟକରେ ଖାଁ ଖାଁ ହୋଟେଲ, ବସଷ୍ଟାଣ୍ଡ ଏବଂ ପରିବା ବଜାର

କନକ ବ୍ୟୁରୋ : ତାଲାବନ୍ଦ ଖୋଲିବା ପରେ ମଧ୍ୟ ବ୍ୟବସାୟ ଯେଉଁ ଗତିରେ ଦୌଡିବା କଥା ସେମିତି ଦୌଡି ନାହିଁ । ଯାହାର ନଜିର ଦେଖିବାକୁ ମିଳିଛି କଟକ ସହରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ବସଷ୍ଟାଣ୍ଡ ଏବଂ ପରିବା ବଜାରରେ । ଦେଶ ଅର୍ଥନୀତିର ଗତି କୁଆଡେ । ତାଲା ବନ୍ଦ ହଟିବା ପରେ ସବୁ…

ଆଜି ଭୋଟ୍ ଦେଉଛି ଆମେରିକା : ବିଶ୍ୱର ପୁରଣା ଗଣତନ୍ତ୍ର ଆମେରିକାରେ ଚାଲିଛି ବଡ଼ ଲଢ଼େଇ

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ପୁରୁଣା ଗଣତନ୍ତ୍ରରେ ବର୍ଷ ୨୦୨୦ର ସବୁଠାରୁ ବଡ ଲଢେଇ ଜାରି ରହିଛି । ସୁପର ପାୱାର ଆମେରିକାର ସର୍ବୋଚ୍ଚ ନେତା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମହାମାରୀ କରୋନାର ସଂକଟ କାଳରେ ଏହି ମହାମୁକାବିଲାର ଗୋଟିଏ ପଟରେ ଅଛନ୍ତି ରିପବ୍ଲିକାନ ଡୋନାଲ୍ଡ…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଲା ବିହାର । ୯୪ଟି ବିଧାନସଭା ଆସନ ପାଇଁ ମତ ସାବ୍ୟସ୍ତ କଲେ ଭୋଟର

କନକ ବ୍ୟୁରୋ : ବିହାରର ୯୪ଟି ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୪୯.୭୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମହାମେଟଂର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ,…

କାମ ନାହିଁ ତ’ ଭୋଟ୍ ନାହିଁ : ଦାବି ପୂରଣ ନହେଲେ ଭୋଟ ଦେବେ ନାହିଁ କହିଲେ ଗାଁ ଲୋକ

କନକ ବ୍ୟୁରୋ : ଉଭୟ ବାଲେଶ୍ୱର ଏବଂ ତିର୍ତୋଲ ନିର୍ବାଚନ ମଣ୍ଡଳୀର କିଛି ଗାଁରେ  ଲୋକେ ଭୋଟ ବର୍ଜନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା, ରାସ୍ତା ଖଣ୍ଡେ ହୋଇପାରୁନି , ଆମେ ଭୋଟ ଦେବୁ କାହିଁକି । ବାରମ୍ବାର ବିଧାୟକଙ୍କୁ ଏନେଇ ଜଣାଇ ଦିଆଯାଇଛି, ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଅବଗତ…

ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୧ ହଜାର ୪୬୨ ଆକ୍ରାନ୍ତ । ୨ ଲକ୍ଷ ୮୦ ହଜାର ୫୫୩ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

କନକ ବ୍ୟୁରୋ : ରାଜ୍ୟରେ ଆଜି ୧ ହଜାର ୪୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୦ ହଜାର ୫୫୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା…

ଭୋଟ୍ ଦେଲେ ଜନତା, ଇଭିଏମରେ ସିଲ ହେଲା ନେତାଙ୍କ ଭାଗ୍ୟ । କୋଭିଡ୍ କଟକଣା ଭିତରେ ବାଲେଶ୍ୱର ଓ ତିର୍ତୋଲ ଉପ-ନିର୍ବାଚନ…

କନକ ବ୍ୟୁରୋ : ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ଜନତା । ଆଉ ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । କୋଭିଡ କାଳରେ ହୋଇଥିବା ମତଦାନରେ ବିପୁଳ ପରିମାଣରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ରାଜ୍ୟ ନିର୍ବାଚନ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ସଂଧ୍ୟା ୬ଟା…