Daily Archives

November 2, 2020

ପାଡିକଲଙ୍କ ଅର୍ଦ୍ଧଶତକ । ୧୫୨ ରନ କଲା ବାଙ୍ଗାଲୋର । ଦିଲ୍ଲୀ ଆଗରେ ୧୫୩ ରନ ଟାର୍ଗେଟ 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ପାଡିକଲ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ଫଳରେ ବାଙ୍ଗାଲୋର ଏହି ମ୍ୟାଚରେ ୧୫୨ ରନ କରିବାରେ ସକ୍ଷମ ହୋଇଛି । ଏବେ ଦିଲ୍ଲୀ ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ ବାଙ୍ଗାଲୋର ବୋଲରଙ୍କୁ ସାମ୍ନା କରିବାକୁ…

ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୧ ହଜାର ୫୨୭ ଆକ୍ରାନ୍ତ । ୨ ଲକ୍ଷ ୭୯ ହଜାର ୯୧ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

କନକ ବ୍ୟୁରୋ : ମହାମାରୀ କରୋନା ସଂକ୍ରମଣରୁ ଆଜି ରାଜ୍ୟରେ ମୋଟ୍‌ ୧ ହଜାର ୫୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ୯୧କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଜିଏସଟି ଆଦାୟ, ପେଟ୍ରୋଲ-ଡିଜେଲର ବିକ୍ରି ଓ ଗାଡ଼ି ବିକ୍ରିକୁ ନେଇ ବିଶେଷଜ୍ଞଙ୍କ ଆକଳନ । ଟ୍ରାକକୁ ଫେରୁଛି ଦେଶର…

କନକ ବ୍ୟୁରୋ : କରୋନା ମହାମାରୀର ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା ରାଜ୍ୟ ତଥା ଦେଶର ଅର୍ଥନୀତି । ସବୁଠାରୁ ଅଧିକ ଦିନ ଧରି ଲକ୍ ଡାଉନ ହେବା ଫଳରେ ଶିଳ୍ପ ଓ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ଚାକିରୀଆଙ୍କ ବେତନକାଟ ଯୋଗୁ ଅର୍ଥନୀତି ଏକ ରକମ ସ୍ଥାଣୁ ପାଲଟି ଯାଇଥିଲା । କିନ୍ତୁ ଏବେ…

କୋଭିଡ୍ ଟୀକା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ । ରାଜ୍ୟରେ ୮୯ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି…

କନକ ବ୍ୟୁରୋ : ଟିକାକରଣ ଲାଗି କେନ୍ଦ୍ର ସରକାର ମାଗିଥିବା ଆଗଧାଡ଼ିର ‌କରୋନା ଯୋଦ୍ଧାଙ୍କ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି ଯେ, କେରାନା ଟିକା ପାଇଁ ଏଯାବତ୍‌…

ସାରୁଅ ଜମି ଦୁର୍ନୀତି ମାମଲାରେ ଓଡ଼ିଶା ଇନଫ୍ରାଟେକର ଆଉ ଜଣେ ନିର୍ଦ୍ଦେଶକ ଗିରଫ । ଶିବ ପ୍ରାସାଦ ଶ୍ରୀଚନ୍ଦନଙ୍କୁ ଗିରଫ…

କନକ ବ୍ୟୁରୋ : ଖୋର୍ଦ୍ଧା ସାରୁଅ ଜମି ଦୁର୍ନତି ମାମଲାରେ ଗିରଫ ହୋଇଛନ୍ତି ଆଉ ଜଣେ । ଶିବ ପ୍ରାସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ ଇଓଡବ୍ଲୁ । ଓଡିଶା ଇନଫ୍ରାଟେକ ପ୍ରାଇଭେଟ୍ ଲିମିଟେଡ୍ର ପାୱାର ଅଫ ଆଟର୍ଣ୍ଣି ରହିଛି ଶିବ ପ୍ରାସାଦ ଶ୍ରୀଚନ୍ଦନଙ୍କ ହାତରେ । ସେପଟେ ଗିରଫ…

ପ୍ରଚାର ବେଳେ ସବୁ ଖୋଲା । କରୋନା କଟକଣା ମାନୁନଥିଲେ ନେତା ଓ ଜନତା । ହେଲେ କଡ଼ା କଟକଣା ଭିତରେ ଆସନ୍ତାକାଲି ପଡ଼ିବ ଭୋଟ…

କନକ ବ୍ୟୁରୋ : ଆସନ୍ତାକାଲି ପଡିବ ବାଲେଶ୍ୱର-ତିର୍ତୋଲ ଉପନିର୍ବାଚନ ଭୋଟ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଭୋଟରଙ୍କ…