Daily Archives

October 26, 2020

ପୁଣି ଚର୍ଚ୍ଚାକୁ ଫେରିଲା କଙ୍ଗନା ରଣାୱତ ବନାମ ମହାରାଷ୍ଟ୍ର ସରକାର ବିବାଦ । କଙ୍ଗନା କହିଲେ, ବଂଶବାଦର ଖରାପ ଉଦାହରଣ…

କନକ ବ୍ୟୁରୋ : କଙ୍ଗନା ରଣାୱତ ବନାମ ମହାରାଷ୍ଟ୍ର ସରକାର । ବେଶ କିଛି ଦିନର ନୀରବତା ପରେ ପୁଣି ଥରେ ଚର୍ଚ୍ଚାତ କଙ୍ଗାନ ଓ ଉଦ୍ଧବ ସରକାରଙ୍କ ବିବାଦ । ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଙ୍ଗନା । ଦଶହରା ରାଲି ସମୟରେ କଙ୍ଗନା ରଣାୱତଙ୍କ ନାଁ ନନେଇ…

ମେହବୁବା ମୁଫତିଙ୍କ ବିବାଦୀୟ ତ୍ରୀରଙ୍ଗା ମନ୍ତବ୍ୟ ପ୍ରସଙ୍ଗ । ଦଳ ଛାଡିଲେ ୩ନେତା । ସେପଟେ ଜମ୍ମୁକଶ୍ମୀରରେ ରାଲି ଓ…

କନକ ବ୍ୟୁରୋ : ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିବାଦୀୟ ତ୍ରୀରଙ୍ଗା ମନ୍ତବ୍ୟକୁ ନେଇ ଜୋରଦାର ହୋଇଛି ରାଜନୀତି । ତାଙ୍କ ମନ୍ତବ୍ୟକୁ ବିରୋଧ କରି ୩ଜଣ ପିଡିପି କର୍ମୀ ଦଳ ଛାଡିଛନ୍ତି । ସେପଟେ ବିଭିନ୍ନ ସ୍ଥାନରେ ତ୍ରୀରଙ୍ଗା ରାଲି କରିବା ସହ ପିଡିପି କାଯ୍ୟାଳୟରେ…

ଶ୍ରୀକ୍ଷେତ୍ରରେ ପଡ଼ିଲା ଚଳିତବର୍ଷର ନାଗାର୍ଜୁନ ବେଶର ମୁଳଦୂଆ । ଆଜିଠାରୁ ଆରମ୍ଭ ହେଉଛି ବେଶ ତିଆରି, କାରିଗର ପ୍ରସ୍ତୁତ…

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ନାଗାର୍ଜୁନ ବେଶ ତିଆରି । ବେଶ କାରିଗରମାନେ ତିଆରି କରିବେ ବେଶ । ନଭେମ୍ବର ୨୭ରେ ମହାପ୍ରଭୁଙ୍କର ନାଗାର୍ଜ୍ଜୁନ ବେଶ ଆରମ୍ଭ ହେବ । ନାଗାର୍ଜୁନ ବେଶ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର ଧରିଛି । ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ବିଜୟା ଦଶମୀ…

ସଫଳ ହେଲା ବିରଳ ଅସ୍ତ୍ରୋପଚାର । ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର । ୧୦ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ…

କନକ ବ୍ୟୁରୋ : ବର୍ଷ ବର୍ଷର କଷ୍ଟରୁ ମିଳିଲା ତ୍ରାହି । ପେଟରୁ ବାହାରିଲା ୫୭କେଜିର ଟ୍ୟୁମର । ସଫଳ ହେଲା ବିରପଳ ଅପରେସନ । କିନ୍ତୁ ଏହି ଅପେରସନ ପାଇଁ ନବରଙ୍ଗପୁରର ମହିଳାଙ୍କୁ ଆସିବାକୁ ପଡିଲା କୁହୁଡି । ଦୀର୍ଘ ୧୦ ବର୍ଷ ହେବ ମହିଳା ଜଣକ ୫୭ କେଜିର ଟ୍ୟୁମର ଧରି କଷ୍ଟ ପାଉଥିଲେ । ବର୍ଷ…

ଖସୁଛି କରୋନା ମିଟର । ରାଜ୍ୟରେ ୧୫ଶହ ତଳକୁ ଖସିଲା ଦୈନିକ ସଂକ୍ରମଣ, ଆଜି ୧୪ ଶହ ୮୦ ଆକ୍ରାନ୍ତ ଚିହ୍ନଟ । ଦେଶରେ…

କନକ ବ୍ୟୁରୋ : ତଳ ମୁହାଁ ହୋଇଛି ରାଜ୍ୟର କରୋନା ମିଟର । ଅଗଷ୍ଟ ୧୧ ତାରିଖ ପରେ ପ୍ରଥମ ଥର ପାଇଁ ୧୫ଶହ ତଳକୁ ଖସିଛି ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୧୪ ଶହ ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୮୫୮ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୬୨୨…

ରାଜଧାନୀରେ ଶହେ ତଳକୁ ଖସିଲା ଆକ୍ରାନ୍ତ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୯୧ ଜଣ ଆକ୍ରାନ୍ତ ଚିହ୍ନଟ । ସେପଟେ ସୁସ୍ଥ ହେଲେ…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୯୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନେକ ଦିନ ପରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ତଳକୁ ଖସିଛି । ୯୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସହ ଆଜି ୨୨୮ଜଣ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ ରହିଛି ସୁସ୍ଥ ସଂଖ୍ୟା…