Daily Archives

October 22, 2020

ଓଡ଼ିଶାରେ ବନ୍ଦ ହେବନି ପ୍ଲାଜମା ଥେରାପି ଓ ରେମଡେସିିଭିର । ଆଇସିଏମଆରରୁ ଲିଖିତ ନିର୍ଦ୍ଦେଶ ନଆସିବା ଯାଏଁ ଜାରି ରହିବ…

କନକ ବ୍ୟୁରୋ : ରାଜ୍ୟରେ ଚାଲୁ ରହିବ ପ୍ଲାଜମା ଥେରାପି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ଆଇସିଏମଆର ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାଇନାହିଁ, ସେ ଯାଏଁ ଜାରି ରହିବ…

ଅବପାତ ପ୍ରଭାବରେ ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୪ଟି ଜିଲ୍ଳାକୁ ରେଡ଼ ୱାର୍ଣ୍ଣିଂ ଜାରି କଲା ପାଣିପାଗ…

କନକ ବ୍ୟୁରୋ : ସମୁଦ୍ର ଭିତରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇ ସାରିଛି । ଆଗାମୀ ୨୪ ଘଂଟାରେ ଆହୁରି ସକ୍ରିୟ ହୋଇ ଗଭୀର ଅବପାତର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେବେ ବାତ୍ୟା ଆଶଙ୍କା ନାହିଁ…

ଡିନାମାଇଟରେ ବନ୍ଧ ଭାଙ୍ଗିବା ଘଟଣାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ । ବିଜେପି…

କନକ ବ୍ୟୁରୋ : ବନ୍ଧକୁ ଡିନାମାଇଟ ଲଗାଇ ଭାଙ୍ଗିବା ଘଟଣାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ଜଣଙ୍କୁ ଲୋକାୟୁକ୍ତ ନୋଟିସ କରିବା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବିଜେପି କହିଛି, ଧର୍ମଶାଳା ବିଧାୟକ ଓ ଇଞ୍ଜିନିୟର ନରେନ ଜେନାଙ୍କ ନାଁରେ ଜାତୀୟ ସୁରକ୍ଷା ଆଇନରେ ମାମଲା…

କେମିତି ବିପଦ ଆଣେ ଇଂଟରନେଟର ଖେଳ । ବିଦେଶୀ ୱେବସାଇଟକୁ ଯାଇ ଅସ୍ତ୍ରଶସ୍ତ୍ର ସର୍ଚ କରିବାରୁ ଘଟିଲା ବଡ଼ ଘଟଣା ।…

କନକ ବ୍ୟୁରୋ : ଆପଣ ଇଂଟରନେଟରେ କଣ ସର୍ଚ୍ଚ କରୁଛନ୍ତି, ତା ଉପରେ ଟିକିଏ ନଜର ରଖନ୍ତୁ । ନହେଲେ ଦିଲ୍ଳୀରୁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି- ଏନଆଇଏର ଟିମ୍ ପହଞ୍ଚିଲା ଭଳି ପରିସ୍ଥିତି ସୃଷ୍ଟି ହେବ । ଯଦି ବାହାର ଦେଶର ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଏଜେନ୍ସି ସହ ଭୁଲ କ୍ରମେ ଆପଣ…

ବାଲେଶ୍ୱର ଉପନିର୍ବାଚନରେ ଅନୁକମ୍ପାକୁ ଅସ୍ତ୍ର କରିଛନ୍ତି ବିଜେପି ପ୍ରାର୍ଥୀ ମାନସ ଦତ । ବିଜେଡି ନେତାଙ୍କ ମନ୍ତବ୍ୟ…

କନକ ବ୍ୟୁରୋ : ଉପନିର୍ବାଚନରେ ଦେଖିବାକୁ ମିଳୁଛି ନୂଆ ନୂଆ ଦୃଶ୍ୟ । ବାଲେଶ୍ୱର ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବାବେଳେ ମଇଦାନରେ ବେଶ ଭାବପ୍ରବଣ ହୋଇ ଉଠିଛନ୍ତି ବିଜେପି ପ୍ରାର୍ଥୀ ମାନସ ଦତ । ମନ୍ତ୍ରୀ ପ୍ରତାପ ଜେନାଙ୍କ ଏକ ମନ୍ତବ୍ୟ ଉପରେ ପ୍ରତିକ୍ରୟା ଦେଇ ସୋସିଆଲ ମିଡିଆରେ ପୋଷ୍ଟ…

ବିହାର ନିର୍ବାଚନରେ ପ୍ରସଙ୍ଗ ବନିଲା କୋଭିଡ ଟିକା । ଘୋଷଣାପତ୍ର ଜାରି କରି ବିଜେପି କହିଲା, ଭୋଟ ଦେଲେ ମିଳିବ ମାଗଣା…

କନକ ବ୍ୟୁରୋ : ବିହାର ନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ବିହାରରେ ମାଗଣା କରୋନା ଟିକା ଦେବା ପାଇଁ ବିଜେପି, ନୂଆ ଘୋଷଣା ପତ୍ର ଜାରି କରିବା ପରେ ବିବାଦ ଦେଖାଦେଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା ପତ୍ର ଜାରି କରି କହିଛନ୍ତି, ଏନଡିଏ କ୍ଷମତାକୁ ଆସିଲେ ସମସ୍ତଙ୍କୁ…