Daily Archives

October 3, 2020

ବିରାଟଙ୍କ ଦମଦାର ଅର୍ଦ୍ଧଶତକ । ୮ ୱିକେଟରେ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

କନକ ବ୍ୟୁରୋ : ବିରାଟ କୋହଲି ଓ ଦେବଦତ୍ତ ପାଡିକଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୮ ୱିକେଟରେ ବିଜୟୀ ହୋଇଛି ବାଙ୍ଗାଲୋର ଟିମ୍ । ଫଳରେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚରେ ପରାଜୟର ଶିକାର ହୋଇଛି । ଏହି ବିଜୟ ସହ ଏବେ ବାଙ୍ଗାଲୋର ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଏହି ମ୍ୟାଚରେ ରାଜସ୍ଥାନ ଟସ୍…

ଉପନିର୍ବାଚନ ପାଇଁ ‘ହାତ’ ତୟାର । ତିର୍ତ୍ତୋଲ ପାଇଁ ପିସିସି ପ୍ରସ୍ତୁତ, ପଢ଼ନ୍ତୁ ବ୍ଲକୱାରୀ ଓ ଦଳୀୟ ପ୍ରଚାର ପାଇଁ…

କନକ ବ୍ୟୁରୋ: ଉପନିର୍ବାଚନ ପାଇଁ ‘ହାତ’ ତୟାର । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦେଶ କଂଗ୍ରେର ବ୍ଲକୱାରୀ ଓ ନିର୍ବାଚନ ପ୍ରଚାର ପାଇଁ ଦାୟିତ୍ୱ ବଣ୍ଟନ । ନିର୍ବାଚନରେ ବାଜି ମାରିବାକୁ ପ୍ରଦେଶ କଂଗ୍ରେସ କମିଟି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକ ପାଇଁ…

ଟସ୍ ଜିତି କୋଲକାତା ନାଇଟ ରାଇଡର୍ସର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ ।

କନକ ବ୍ୟୁରୋ : ଆଜିର ଆଇପିଏଲ ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଦିଲ୍ଲୀ କ୍ୟାପିଟାଲ ଦଳ । ଦିଲ୍ଲୀର ଦୁଇ ଓପନ ବ୍ୟାଟିଂ ଆରମ୍ଭ କରିବେ । ଏହି ମ୍ୟାଚ ଉଭୟ ଦଳ ପାଇଁ…

ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ଏସସିବି ମେଡିକାଲରେ ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ : କରୋନା ଆକ୍ରାନ୍ତ ପାଇଁ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ଏସସିବି ମେଡିକାଲର ପ୍ଲାଜମା ସେଣ୍ଟରରେ ପହଞ୍ଚି ସେ ପ୍ଲାଜମା ଦାନ କରିଛନ୍ତି । ଆଜି ପ୍ଲାଜମା ଦାନ ପାଇଁ ସେ ଘୋଷଣା କରିଥିଲେ । କରୋନାରୁ ଆରୋଗ୍ୟ ହୋଇଥିବାରୁ ସେ ପ୍ଲାଜମା ଦାନ…

ସରକାରୀ କ୍ଷମତାର ଅପବ୍ୟବହାର: ଆଲବମ୍ ହିରୋ ସାଜିଲେ ଚିତ୍ରକୋଣ୍ଡା ବିଡିଓ । ସରକାରୀ ବାସଭବନରେ ହେଲା ଆଲବମ୍ ସୁଟିଂ ।…

କନକ ବ୍ୟୁରୋ: ବିଡିଓଙ୍କ ହିରୋ ନିଶା । ସ୍ୱାଭିମାନ ଅଂଚଳରୁ ଆସିଲା ସରକାରୀ ବାବୁଙ୍କ କ୍ଷମାତାର ଅପବ୍ୟବହାର ରି ଚିତ୍ର । ଏହି ଭିଡିଓ ଆଲବମରେ ନାୟକ ଭାବେ ଅଭିନୟ କରୁଥିବା ହିରୋ ଜଣକ ହେଲେ ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲ । ଗତ ଅଗଷ୍ଟ ୨୦୧୮ରେ ଚିତ୍ରକୋଣ୍ଡା ବିଡିଓ ଭାବେ ଯୋଗ ଦେଇଛନ୍ତି…

ଚହଲଙ୍କ ଚମତ୍କାର । ୧୫୪ ରନରେ ଅଟକିଲା ରାଜସ୍ଥାନ ରୟାଲ୍ସ । ବାଙ୍ଗାଲୋର ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ । 

କନକ ବ୍ୟୁରୋ : ୟୁଜବେନ୍ଦ୍ର ଚହଲଙ୍କ ଚମତ୍କାର ବୋଲିଂ । ଫଳରେ ୧୫୪ରନରେ ଅଟକିଲା ରାଜସ୍ଥାନ ରୟାଲ୍ସ । ଏହାସହ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ ରହିଛି । ଏବେ ବାଙ୍ଗାଲୋରର ଦୁଇ ଓପନ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ଏହି ମ୍ୟାଚରେ ରାଜସ୍ଥାନ ଟସ୍…