Daily Archives

October 3, 2020

କରୋନାର ଭୟଙ୍କର ରୂପ । ସଂଗରୋଧ କେନ୍ଦ୍ରରେ ଚାଲିଗଲା ୭୦୦ରୁ ଅଧିକ ଜୀବନ, ସଂକ୍ରମିତ ହେଲେ ୧୮ ହଜାରରୁ ଅଧିକ ଲୋକ ।…

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ କାୟା ମେଲାଉଥିବା ବେଳେ ଅନେକ ଦେଶ ଲକଡାଉନ୍, ସଟଡାଉନ୍ ଏବଂ ସଂଗରୋଧ ବ୍ୟବସ୍ଥାକୁ ଆପଣେଇଛନ୍ତି । କରୋନା ନିୟନ୍ତ୍ରଣ ପାଇଁ ବିଶ୍ୱରେ କେତେକ ଦେଶ ପ୍ରଂଶସିତ ହୋଇଥିବା ବେଳେ କରୋନା ନିୟନ୍ତ୍ରଣରେ ଅସଫଳ ହୋଇଥିବା କେତେକ ଦେଶ…

ଶୁଣିଲେନି ବାବୁ, ଶୁଣିଲେନି ନେତା… ଜୀବନ ପାଇଁ କର୍କଟ ପୀଡିତା ସଞ୍ଜୁଲତାଙ୍କ ସଙ୍ଘର୍ଷ ସହିପାରିଲେନି ରାନୀ ।…

କନକ ବ୍ୟୁରୋ: ସବୁ ଗୁହାରୀ ସରକାର ଶୁଣନ୍ତିନି, ସବୁ ସମସ୍ୟା ବି ସରକାର ସମାଧାନ କରନ୍ତିନି । ଯେଉଁ ନେତାଙ୍କୁ ଭୋଟ ଦେଇ ଆମେ ଜିତାଇଥିଲୁ, ବିଧାୟକ ମନ୍ତ୍ରୀ କରିଥିଲୁ ସେମାନେ ବି ଜିତିଗଲା ପରେ ଗରିବକୁ ଅଣଦେଖା କରିବାର ଅନେକ ନଜିର ରହିଛି । ଆଉ ଠିକ ଏତିକି ବେଳେ ଦାରିତ୍ରତା ପାଇଁ ଦାରୁଣ…

ଆଜି ଭୁବନେଶ୍ୱରରୁ ଆଉ ୩୨୯ ପଜିଟିଭ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୦, ଲୋକାଲ କଣ୍ଟାକ୍ଟ ୨୧୯ । ସେପଟେ ସୁସ୍ଥ…

କନକ ବ୍ୟୁରୋ : ଆଜି ଭୁବନେଶ୍ୱରରୁ ୩୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୦ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟରୁ ୨୨୯ ଜଣ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ଏକ ଭଲ ଖବର ମଧ୍ୟ ଆସିଛ । ଆଜି ଭୁବନେଶ୍ୱରରୁ ୩୪୧ ଜଣ ସୁସ୍ଥ ହୋଇଛନ୍ତି । ଆଜି…

ରାତି ଅଧରେ କେବେ ଏକୁଟିଆ ସୁରକ୍ଷିତ ବୁଲିପାରିବ ନାରୀ ? କେବେ ବଦଳିବ ମଣିଷର ମାନସିକତା ? ହାଥରସ ଘଟଣା ପରେ ଏବେ ହଜାରେ…

କନକ ବ୍ୟୁରୋ: ଯେଉଁଦିନ ମଧ୍ୟରାତ୍ରରେ ନାରୀଟିଏ ଏକୁଟିଆ ରାସ୍ତାରେ ସୁରକ୍ଷିତ ଭାବେ ଯାଆ ଆସ କରିପାରୁଥିବ ସେହିଦିନ ହିଁ ଆମେ ପ୍ରକୃତ ସ୍ୱାଧୀନତା ପାଇବା... ନୂଆ ଭାରତ ନେଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏହାହିଁ ଥିଲା ବିରାଟ ସ୍ୱପ୍ନ । ନାରୀ ସୁରକ୍ଷା ନେଇ ଗାନ୍ଧୀଙ୍କ ଏହି…

ହାଥରସ୍ ଗଣଦୁଷ୍ମର୍ମ ମାମଲା: କଟକଣା ହଟାଇଲେ ଯୋଗୀ ସରକାର, ରାହୁଲ-ପ୍ରିୟଙ୍କାଙ୍କ ସମେତ ୫ ଜଣକୁ ହାଥରସ୍ ଯିବାକୁ…

କନକ ବ୍ୟୁରୋ: ଗଣମାଧ୍ୟମ ପରେ ଏବେ ନେତାଙ୍କ ଉପରୁ ହଟିଲା କଟକଣା । ହାଥରସ୍ ଗଣଦୁଷ୍ମର୍ମ ମାମଲାରେ ରାହୁଲ-ପ୍ରିୟଙ୍କାଙ୍କ ସମେତ ୫ ଜଣଙ୍କୁ ହାଥରସ୍ ଯିବାକୁ ଅନୁମତି । ବହୁବାଦ ବିବାଦ ପରେ ହାଥରସ୍ ଯିବାକୁ ମଞ୍ଜୁରି ଦେଲେ ଉତ୍ତରପ୍ରଦେଶ ସରକାର । ତେବେ ହାଥରସ ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ…

ଗୃହରେ କୋଭିଡ ପରିଚାଳନା ଅବ୍ୟବସ୍ଥା ଅଭିଯୋଗ ପ୍ରସଙ୍ଗ । ଘରୋଇ ଓ ସରକାରୀ ହସ୍ପିଟାଲ ଯାଞ୍ଚ କରିବାକୁ ବାଚସ୍ପତିଙ୍କ…

କନକ ବ୍ୟୁରୋ : ଯାଞ୍ଚ ହେବ କୋଭିଡ ହସ୍ପିଟାଲର ସ୍ଥିତି । କେମିତି ଚାଲିଛି କୋଭିଡ ପରିଚାଳନା । ବିଭାଗୀୟ ମନ୍ତ୍ରୀ ଏକ ଟିମ୍ ଗଠନ କରି ସ୍ଥିତି ଯାଂଚ କରିବା ପାଇଁ ବିଧାନସଭାରେ ରୁଲିଂ ଦେଇଛନ୍ତି ବାଚସ୍ପତି । ବିଧାନସଭାରେ କୋଭିଡ ହସ୍ପିଟାଲ ପରିଚାଳନା ଅବ୍ୟବସ୍ଥା ବାରମ୍ବାର ଅଭିଯୋଗ କରିଥିଲେ…