Daily Archives

September 16, 2020

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରେମଡେସିଭର୍‌ ଏବଂ ଫାବିପାରିଭିରର ବ୍ୟବହାର ଅନୁମୋଦିତ: ସୁପ୍ରିମ୍‌ କୋର୍ଟ

କନକ ବ୍ୟୁରୋ :  ଦେଶରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ରେମଡେସିଭର୍‌ ଏବଂ ଫାବିପାରିଭିର ଔଷଧର ବ୍ୟବହାର ଅନୁମୋଦିତ ଏବଂ ଏହାକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବା ଉଚିତ ନୁହେଁ ବୋଲି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌…

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: ୨ମୃତ, ୧ ଗୁରୁତର

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ଚାରିଛକ-ହରଭଙ୍ଗା ପୂର୍ତ୍ତ ରାସ୍ତାରେ ବୁଧବାର ଅପରାହ୍ନରେ ଏକ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ଗୁରୁତର ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ…

ଭାରତରେ କାମ କରୁନି ବୟକଟ : ଗୋଟିଏ ଦିନରେ ଭାରତରେ ୧.୩୦ ଲକ୍ଷ ଟଙ୍କାର ଫୋନ ବିକ୍ରି କଲା ଚୀନ୍ ର ଏହି କମ୍ପାନୀ

କନକ ବ୍ୟୁରୋ : ଭାରତରେ ବୟକଟ ସତ୍ତ୍ୱ ବିକ୍ରି ହେଉଛି ଚାଇନା ପ୍ରଡକ୍ଟ । କାମ କରୁନି ବୟକଟ ଫର୍ମୁଲା । ଗୋଟିଏ ଦିନରେ ଚାଇନାର Xiaomi କମ୍ପାନୀ ୧.୩୦ ଲକ୍ଷ ଟଙ୍କାର ଫୋନ ବିକ୍ରି କରିଛି । ତେବେ ଏହି ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଭାରତରେ ଚାଇନା ମୋବାଇଲର ଚାହିତା କେତେ । Xiaomiର ସବ…

ଭୁବନେଶ୍ୱରରେ ଆଜି ୩୬୨ ପଜିଟିଭ, ସୁସ୍ଥ ହେଲେ ୪୦୬ ଜଣ ଆକ୍ରାନ୍ତ

କନକ ବ୍ୟୁରୋ : ଆଜି ରାଜଧାନୀ ଭୁବନେଶ୍ୱରରୁ ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୭୬ ଜଣ ଥିବା ବେଳେ ଅନ୍ୟ ୨୮୬ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ,…

ଭାରତକୁ ଋଷ ଦେବ କରୋନା ଟିିକା : ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡିକୁ ମିଳିବ ‘ସ୍ପୁଟନିକ ଭି’ର ୧୦ କୋଟି ଡୋଜ୍ :…

କନକ ବ୍ୟୁରୋ : ଭାରତ ଆସିବ ବିଶ୍ୱର ପ୍ରଥମ କରୋନା ଟିକା । ଋଷ ଏହି ଟିକା ଭାରତକୁ ଯୋଗାଇଦେବ । ଭାରତର ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡିକୁ ଋଷ ସରକାର ‘ସ୍ପୁଟନିକ-ଭି’ ଟିକାର ୧୦ କୋଟି ଡୋଜ୍ ଯୋଗାଇଦେବେ । ତେବେ ଏଥିପାଇଁ ବିଶେଷଜ୍ଞ କମିଟିର ଅନୁମୋଦନ ଆବଶ୍ୟକ । ଯଦି ସବୁ କିଛି ଠିକ୍ ରହେ…

ଏବର୍ଷ ଭବାନୀପାଟଣାରେ ଭକ୍ତଙ୍କ ବିନା ଆୟୋଜନ ହେବ ଛତରଯାତ୍ରା; ପଶୁବଳି ମଧ୍ୟ ନିଷେଧ

କନକ ବ୍ୟୁରୋ : ଜନସମାଗମ ଓ କରୋନାଭାଇରସ୍ ସଂକ୍ରମଣ ବିସ୍ତାର ରୋକିବାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ କଟକଣା ମଧ୍ୟରେ ପ୍ରସିଦ୍ଧ ଛତରଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଏ ସଂକ୍ରାନ୍ତରେ ଆଜି ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି ଯେ, କୋଭିଡ୍-୧୯ ମହାମାରୀ କାରଣରୁ ଏ…