Daily Archives

September 16, 2020

କଳିଙ୍ଗ ଷ୍ଟାଡିୟମ ବିକାଶ ପାଇଁ ଖର୍ଚ୍ଚ ହେବ ୧୨ କୋଟି : ୪ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର…

କନକ ବ୍ୟୁରୋ : ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ବିକାଶ ପାଇଁ ୧୨.୦୨ କୋଟି ଟଙ୍କା ଖର୍ଚ୍ଚ ହେବ। ୪ ବର୍ଷ ମଧ୍ୟରେ ଏ ସମ୍ପର୍କିତ ସମସ୍ତ କାର୍ଯ୍ୟ ଶେଷ ହେବ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିକୁ ଏହି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ…

ବାବରି ମସଜିଦ ଭଙ୍ଗା ଘଟଣା : ସେପ୍ଟେମ୍ବର ୩୦ରେ ମାମଲାର ହେବ ଶୁଣାଣି : ବିଜେପିର ବରିଷ୍ଠ ନେତା ସମେତ ୩୨ ଜଣଙ୍କ ଉପରେ…

କନକ ବ୍ୟୁରୋ : ବାବରି ମସଜିଦ ଭାଙ୍ଗିବା ପ୍ରସଙ୍ଗରେ ସେପ୍ଟେମ୍ବର ୩୦ ତାରିଖରେ ରାୟ ଶୁଣାଇବେ କୋର୍ଟ । ଏହି ମାମଲାର ରାୟ ଶୁଣାଇବେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ଏହି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ବିଜେପି ନେତା ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ ଏବଂ ଉମା…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ; ୨୦ ଓ ୨୧ରେ ଅତି ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ଗତ ସେପ୍ଟେମ୍ବର ୧୩ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ଦୁର୍ବଳ ହୋଇଯାଇଛି। ଅନ୍ୟପଟେ ମୌସୁମୀ ଏବେ ରାଜ୍ୟରେ ଦୁର୍ବଳ ଅବସ୍ଥାରେ ରହିଛି। ତେଣୁ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ…

ଦୁର୍ଗାପୂଜା ମୂର୍ତୀ ଉଚ୍ଚତା ପ୍ରସଙ୍ଗ : ମାମଲାର ଶୁଣାଣି କଲେ ହାଇକୋର୍ଟ । ଆଜି ସନ୍ଧ୍ୟା ସୁଦ୍ଧା ମୂର୍ତୀର ଉଚ୍ଚତା…

କନକ ବ୍ୟୁରୋ : କଟକରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୂଜା କମିଟି ମୂର୍ତିର ଉଚତା ନେଇ ଡିସିପିଙ୍କୁ ଜଣାଇବେ । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ପ୍ରତ୍ୟେକ କମିଟି ସେମାନେ କରିଥିବା ମୂର୍ତିର ଉଚତା…

କୋଭିଡ୍ କେୟାର ସେଂଟର ବନ୍ଦ ଓ ରୋଗୀଙ୍କୁ ଭୁବନେଶ୍ୱର ଆଣିବା ପ୍ରସଙ୍ଗରେ ଜୋର ଧରିଲା ରାଜନୀତି: କଂଗ୍ରେସ କହିଲା, ବଢୁଛି…

କନକ ବ୍ୟୁରୋ: ଗୁରୁତର କରୋନା ରୋଗୀଙ୍କୁ ବାହାର ଜିଲ୍ଲାରୁ ଭୁବନେଶ୍ୱର ଓ କଟକ ସ୍ଥାନାନ୍ତର ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସରକାର । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଗୁରୁତର ରୋଗୀଙ୍କୁ ଭୁବନେଶ୍ୱର-କଟକ ଆଣିବାକୁ ସରକାର ମନା କରିନାହାଁନ୍ତି । ଏହା ଉପରେ କୌଣସି…

କରୋନା ବଢାଉଛି ମାନସିକ ଚିନ୍ତା । ଭାରତରେ ପ୍ରତି ୨ଜଣରେ ଜଣେ ଭୂତାଣୁ ପାଇଁ ଚିନ୍ତିତ । ୪ ଜଣରେ ଜଣଙ୍କୁ ଆବଶ୍ୟକ ପଡୁଛି…

କନକ ବ୍ୟୁରୋ: କରୋନା ବିଗାଡୁଛି ମାନସିକ ସ୍ଥିତି । ଏହି ଭୟଙ୍କର ଭୂତାଣୁ ପାଇଁ ଦୁଶ୍ଚିନ୍ତା ବଢିବାରେ ଲାଗିଛି । ଆଉ ଭାରତରେ ସ୍ଥିତି ଗୁରୁତର । ଭାରତରେ ପ୍ରତି ୨ଜଣରେ ଜଣେ ଭୂତାଣୁ ପାଇଁ ଚିନ୍ତିତ । ଏପରିକି ପ୍ରତି ୪ ଜଣରେ ଜଣଙ୍କୁ ଡାକ୍ତରୀ ପରାମର୍ଶ ଆବଶ୍ୟକ ପଡୁଛି । କରୋନା ମନ ଭିତରେ…