Daily Archives

September 14, 2020

ପୁଣି ବଢିବ ପନିପରିବା, ଗ୍ରୋସରୀ ଓ ମାଛମାଂସର ଦର । ମହଙ୍ଗା ମାଡରୁ ମିଳିବ ନାହିଁ ନିସ୍ତାର, ଜାଣନ୍ତୁ କେତେ ଦିନ…

କନକ ବ୍ୟୁରୋ : କରୋନା ବେଳେ ଲୋକଙ୍କୁ ଉପରେ ବୋଝ ହେଉଛି ବିଭିନ୍ନ ସାମଗ୍ରୀର ମହଙ୍ଗା । କାରଣ ବିଭିନ୍ନ ସାମଗ୍ରୀର ଦର ଏପରି ଭାବରେ ବଢୁଛି ଯେ, ଚଳିବା ଲୋକଙ୍କ ଉପରେ କଷ୍ଟକର ହୋଇପଡୁଛି । କହିବାକୁ ଗଲେ ସାଧାରଣ ଲୋକଙ୍କ ପାଇଁ ଏବେ ମହଙ୍ଗା ଚିନ୍ତାର କାରଣ ପାଲଟିଛି । ତେବେ ଏହାରି ମଧ୍ୟରେ…

ରାଜଧାନୀର ବହୁ ଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲା, ୪ ଜଣଙ୍କୁ ଜାମିନ । ଜେଲରୁ ମୁକୁଳିବା ପରେ ଶୋଭାଯାତ୍ରାରେ…

କନକ ବ୍ୟୁରୋ : ଖୋଲା ଜିପରେ ବାହାରିଛି ଶୋଭାଯାତ୍ରା । ଶହ ଶହ ଯୁବକ ଏକାଠି ହୋଇ ରାଲି କରୁଛନ୍ତି । ଗାଡିରେ ଅଛନ୍ତି କିଛି ଯୁବକ ଆଉ ବାହାରେ ଶହ ଶହ ଯୁବକ ଜୟ ଜୟ ନାରା ଦେଉଛନ୍ତି । ଏ ଦୃଶ୍ୟ କୌଣସି ନିର୍ବାଚନ ବେଳର ନୁହେଁ । କିମ୍ବା ନିର୍ବାଚନ ଜିତିବା ପରେ ନେତା ଶୋଭାଯାତ୍ରାରେ…

ଭାରତ-ଜାପାନ ମଧ୍ୟରେ ବୁଝାମଣା : ବଢିପାରେ ଚୀନ୍ ଚିନ୍ତା

କନକ ବ୍ୟୁରୋ : ଭାରତ ଓ ଚୀନ୍ ମଧ୍ୟରେ ହୋଇଛି ବୁଝାମଣା । ଏହି ବୁଝାମଣା ପରେ ଏବେ ଚିନ୍ତାରେ ପଡିପାରେ ଚୀନ୍ । ତେବେ ଏହି ବୁଝାମଣା ପରେ ଏବେ ଚୀନ୍ ସୀମାରେ ଆଉ ବାରମ୍ବାର ଉତ୍ତେଜନା ସୃଷ୍ଟି କରିବ ନାହିଁ ବୋଲି କୁହାଯାଉଛି । ଏହା ଦ୍ୱାରା ସାବାଡ୍ ହେବ ଚୀନ୍ । ଭାରତର ରକ୍ଷା ସଚିବ ଅଜୟ…

୧୭ସାଂସଦ କରୋନା ପଜିଟିଭ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପରୀକ୍ଷା ପରେ ମୀନାକ୍ଷି ଲେଖୀ, ଅନନ୍ତ କୁମାର ହେଗଡେ ଓ…

କନକ ବ୍ୟୁରୋ : ୧୭ସାଂସଦ କରୋନା ପଜିଟିଭ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପରୀକ୍ଷା ପରେ ସାଂସଦ ମୀନାକ୍ଷି ଲେଖୀ, ଅନନ୍ତ କୁମାର ହେଗଡେ ଓ ପ୍ରବେଶ ସାହିବ ସିଂଙ୍କ ସମେତ ୧୭ଜଣ ସାଂସଦ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଆଜି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ସାଂସଦଙ୍କ…

ସାବଧାନ ! ସତର୍କ ରୁହନ୍ତୁ, ୨୪ ଘଂଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା

କନକ ବ୍ୟୁରୋ : ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ଏକ ‘ୱେଲ ମାର୍କଡ୍‌ ଲୋ ପ୍ରେସର ଏରିଆ’ରେ ପରିଣତ ହୋଇଛି। ଏହା କ୍ରମଶଃ ଏକ ଘୂର୍ଣ୍ଣିବଳୟରେ ରୂପାନ୍ତରିତ ହୋଇ ଦକ୍ଷିଣ-ପଶ୍ଚିମ ଦିଗକୁ…

ମାଗଣାରେ ପାଠ ପଢିବେ ଗରିବ ଛାତ୍ରଛାତ୍ରୀ : ଅଧାରୁ ଆଉ କାହାର ବନ୍ଦ ହେବ ନାହିଁ ପାଠପଢା , ଛାତ୍ରବୃତ୍ତି ଯୋଜନା ଆରମ୍ଭ…

କନକ ବ୍ୟୁରୋ : ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପଣ କରିଛନ୍ତି ଅଭିନେତା ସୋନୁ ସୁଦ । କରୋନା କାଳରେ ଶତାଧିକ ଲୋକଙ୍କୁ ସାହାଯ୍ୟ କରୁଥିବା ନେଇ ମଧ୍ୟ ପ୍ରତିଦିନ ଖବର ପ୍ରକାଶ ପାଉଛି । ତେବେ ସେବାକୁ ଜୀବନର ଉଦ୍ଦେଶ୍ୟ ରଖି କାମ କରୁଛନ୍ତି ସୋନୁ । ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ…