Daily Archives

September 14, 2020

ଦୈନିକ ସଂକ୍ରମଣ ହାରରେ ଭାରତର ପୁଣି ଅଲୋଡା ରେକର୍ଡ: ପ୍ରତି ଦିନ ହେଉଥିବା ୩ଟି ସଂକ୍ରମଣ ମଧ୍ୟରୁ ଗୋଟିଏ କେବଳ ଭାରତୀୟ;…

କନକ ବ୍ୟୁରୋ: ଦୈନିକ ସଂକ୍ରମଣ ହାରରେ ପୁଣି ଭାରତର ଅଲୋଡା ରେକର୍ଡ । ପ୍ରତି ଦିନ ସାରା ବିଶ୍ୱରେ ହେଉଥିବା ୩ଟି ସଂକ୍ରମଣ ମଧ୍ୟରୁ ଗୋଟିଏ କେବଳ ଭାରତୀୟ । ଗତ ୨୪ଘଂଟାରେ ସାରା ବିଶ୍ୱରେ ମୋଟ ୩ଲକ୍ଷ ୭ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଗତ ୨୪ଘଂଟାରେ ଭାରତରେ ୯୨ହଜାର ୭୧ଟି ନୂଆ…

ଲୋକାୟୁକ୍ତରେ ହାଜର ହେଲେ ଆଇଏଏସ ହେମନ୍ତ ଶର୍ମା । ମାସ୍କ କିଣା ଦୁର୍ନୀତି ମାମଲାରେ ଥାନାରେ ହୋଇଥିଲା ଏତଲା

କନକ ବ୍ୟୁରୋ : ଲୋକାୟୁକ୍ତରେ ହାଜର ହେଲେ ବରିଷ୍ଠ ଆଇଏଏସ ହେମନ୍ତ କୁମାର ଶର୍ମା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପିପିଇ କିଟ୍୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ତାଙ୍କୁ ହାଜର କରାଯାଇଛି । ଆଇଏଏସ ହେମନ୍ତ ଶର୍ମା ତକ୍ରାଳୀନ କ୍ରୟ କିମିଟିର ଅଧ୍ୟକ୍ଷ ରହିଥିଲେ । ତାଙ୍କ ସହ ରାଜ୍ୟ ଔଷଧ ନିଗମ…

ପଞ୍ଚଭୂତରେ ଲୀନ ହେଲେ ଅଜିତ । ସତ୍ୟନଗର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ଦିଆଗଲା ଗାର୍ଡ ଅଫ ଅନର

କନକ ବ୍ୟୁରୋ : ପଞ୍ଚଭୂତରେ ଲିନ ହେଲା ଓଲିଉଡ ଅଭିନେତା ଅଜିତ ଦାଶଙ୍କ ପାର୍ଥିବ ଶରୀର । ଅଜିତ ଦାଶଙ୍କ ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର ଶେଷ ହୋଇଛି । ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ…

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେବ ବିଜେଡି, ନିତିଶଙ୍କ ଫୋନକଲ…

କନକ ବ୍ୟୁରୋ : ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଘୋଷଣା କଲା ବିଜେଡି । ସମର୍ଥନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଡିୟୁ ସାଂସଦ ହରିବଂଶଙ୍କୁ ଏନଡିଏ ପ୍ରାର୍ଥୀ କରିଛି । ଏହି ପଦବୀ ପାଇଁ ନିର୍ବାଚନ ହେବ । ହରିବଂଶଙ୍କୁ ସମର୍ଥନ…

ଲାଲବାହିନୀର ଇସାରାରେ ଚାଲୁଛନ୍ତି ଗାଁ ଲୋକେ : ଡ୍ରୋନ କ୍ୟାମେରାରେ କଏଦ ହେଲା ମାଓବାଦୀ ଓ ଗାଁ ଲୋକଙ୍କ ଗତବିଧି,…

କନକ ବ୍ୟୁରୋ : ଆକାଶ ମାର୍ଗରୁ କଏଦ ହେଲା ମାଓବାଦୀ ଓ ଗ୍ରାମାବାସୀଙ୍କ ଗତିବିଧି । ଗ୍ରାମବାସୀମାନେ ମାଓବାଦୀଙ୍କ ସହ ମିଶି ରାସ୍ତା କାଟିବାକୁ ବାହାରି ପଡିଛନ୍ତି । ସୁରକ୍ଷା ବାହିନୀର ଡ୍ରୋନ୍ କ୍ୟାମେରାରେ ସେହି ସମୟର ଏହି ଦୃଶ୍ୟ କଏଦ ହୋଇଛି । ଏହା ହେଉଛି ମାଲକାନଗିିରି ସୀମାବର୍ତ ଛତିଶଗଡ…

ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି: ୨୪ ଘଂଟାରେ ୪ ହଜାର ୧୯୮ ଆକ୍ରାନ୍ତ, ୧୧ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୭୫୮ଚିହ୍ନଟ

କନକ ବ୍ୟୁରୋ: ରାଜ୍ୟରେ ରେକର୍ଡ ଉପରେ ରେକର୍ଡ ଭାଙ୍ଗୁଛି କରୋନା ଗତି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ଚିହ୍ନଟ ହୋଇଛନ୍ତି ସର୍ବାଧିକ ଆକ୍ରାନ୍ତ । ରାଜ୍ୟରେ ଗୋଟିଏ ଦିନରେ…