Daily Archives

September 9, 2020

କେନ୍ଦ୍ରାପଡା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା : ୯୦ ବର୍ଷର ପରମ୍ପରା ନଭାଙ୍ଗୁ ବୋଲି କହିଲେ ପୂଜା କମିଟି : ପୂଜା ପାଇଁ…

କନକ ବ୍ୟୁରୋ : ଆଉ ୫୦ଦିନ ପରେ କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା। କିନ୍ତୁ ମହାମାରୀ କରୋନା ଯୋଗୁଁ ଏଥର ପୂଜା ଧୁମ୍‌ଧାମ୍‌ରେ ପାଳନ ହେବ ନା’ ପ୍ରଶାସନ କଟକଣା ଲଗାଇବ? ପୂର୍ବରୁ ରଜ, ରଥଯାତ୍ରା, ଗଣେଶ ପୂଜା ଭଳି ଗଜଲକ୍ଷ୍ମୀ ପୂଜାକୁ ବି କାଣ୍ଟଛାଣ୍ଟ୍‌ କରି ଆୟୋଜନକୁ ସୀମିତ କରି…

ସଂସଦ ଅଧିବେଶନ ଭଳି ଓଡିଶା ବିଧାନସଭାରେ ରହିନପାରେ ପ୍ରଶ୍ନକାଳ । କରୋନା ସଂକ୍ରମଣ ପାଇଁ କାଂଟଛାଂଟ କରିବାକୁ…

କନକ ବ୍ୟୁରୋ : ସଂସଦୀୟ ଢାଂଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । କେବେ ବସିବ ବିଧାନସଭା ସେନେଇ ଖୁବ ଶ୍ରୀଘର ତାରିଖ ଧାର୍ଯ୍ୟ କରାଯିବ । ତେବେ ବିଧନାସଭା ଅଧିବେଶନରେ ପ୍ରଶ୍ନକାଳ ରହିନପାରେ । କରୋନା ସଂକ୍ରମଣ ବଢୁଥିବାରୁ କାଂଟଛାଂଟ କରି ବିଧାନସଭା ଚାଲିବା ପାଇଁ ନିଷ୍ପତି ହୋଇଛି ।…

ସାର କଳାବଜାରୀ : ସୁବର୍ଣ୍ଣପୁରରେ ତେଜିଲା ଚାଷୀ ଆନ୍ଦୋଳନ

କନକ ବ୍ୟୁରୋ : ସାରର କଳାବଜାରୀକୁ ନେଇ ସୁବର୍ଣ୍ଣପୁରରେ ତେଜିଲା ଚାଷୀ ଆନ୍ଦୋଳନ । ସାର କଳାବଜାରରୀ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୟୁରିଆ ସାରର କଳାବଜାରୀ ଯୋଗୁଁ ଚାଷୀ ୨୬୫ ଟଙ୍କାର ସାରକୁ ୬୫୦ ଟଙ୍କା…

ଦୀର୍ଘଦିନ ପରେ ପୁରୀରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ । ୬ ମାସ ପରେ ଜନଗହଳି ଦିଶିଲା ପୁରୀ ସମୁଦ୍ର କୂଳ

କନକ ବ୍ୟୁରୋ : ପୁଣି ଥରେ ପୁରୀରେ ଦେଖିବାକୁ ମିଳିଲାଣି ପର୍ଯ୍ୟଟକଙ୍କ ଭିଡ । ପୁରୀ ସମୁଦ୍ର ବେଳାଭୂମିରେ ହଜାର ହଜାର ସଂଖ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ମନୋରଂଜନ କରୁଥିବା ଦେଖିବାକୁ ମିଳିଛି । କୋଭିଡେ କଟକଣା ଯୋଗୁ ପୁରୀକୁ କାହାରିକୁ ଆସିବାକୁ ମନା ଥିବା ବେଳେ ଏବେ ଏହି କଟକଣା…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ରହିଛି ଝଡ଼ବର୍ଷା ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା…

ବାଉଁଶ ପୋଲରେ ପ୍ରତିଦିନ ବିପଦଶଙ୍କୁଳ ଯାତ୍ରା । କଂଟାପଡା ଶିରୋସୁନ୍ଦରପୁର ଗାଁର ଅଭାବନୀୟ ଦୃଶ୍ୟ : କେନାଲ ଉପରେ ପୋଲ…

କନକ ବ୍ୟୁରୋ : କେନାଲ ପାରି ହେବାକୁ ପ୍ରତିଦିନ ବିପଦସଙ୍କୁଳ ଯାତ୍ରା । ଏକ ବାଉଁଶ ପୋଲରେ ନୀତିଦିନ ଯିବା ଆସିବା କରୁଛନ୍ତି ପିଲାଠୁ ବୁଢା ସମସ୍ତେ । କଂଟାପଡା ବ୍ଲକ ଗୋବିନ୍ଦପୁର ପଂଚାୟର ଶିରୋସୁନ୍ଦରପୁର ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଶିରୋସୁନ୍ଦରପୁର ଗାଁର ବାରଘରିଆ ସାହିକୁ…