Daily Archives

September 3, 2020

ପାଣି ପାଟିରେ ପଶିଗଲା ଘର, ଅକାତ କାତ ଜଳରେ ବୁଡିଗଲା ସାଇତା ସମ୍ପତ୍ତି । ବନ୍ୟାର ଭୟଙ୍କର ଆଁରୁ ବର୍ତ୍ତିବାକୁ ଜୀବନ…

କନକ ବ୍ୟୁରୋ: ପୋଲ ଉପରେ ମଣିଷ, ପାଲ ତଳେ ଜୀବନ । ପାଣି ପାଟିରୁ ବର୍ତ୍ତିଯିବା ପରେ ପୋଲ ପାଲଟିଛି ସବୁକିଛି । ଆଉ ବେସାହାରା ବନ୍ୟା ବିପନ୍ନଙ୍କୁ ସାହାରା ଦେଇଛି ଏ ପାଲ-ପୋଲ । ଭୟଙ୍କର ବନ୍ୟା ଯେତେବେଳେ ସବୁକିଛି ଉଜାଡି ଦେଲା, ଅକାତ କାତ ପାଣିରେ ଘରଦ୍ୱାର, ଜମିବାଡି ବୁଡିଗଲା ଆଉ ସୁସୁ…

ପୁରୀ ବେଳାଭୂମିର ନୂଆ ଚେହେରା : ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ପୁରୀ ବିଚକୁ ମନୋନୀତ କରିବା ପରେ ବଦଳୁଛି ରୂପରେଖ; ଅଧିକ…

କନକ ବ୍ୟୁରୋ : ବଦଳୁଛି ପୁରୀ ବେଳାଭୂମିର ରୂପରେଖା । ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ମନୋନୀତ ହେବା ପରେ ଦେଶର ସବୁଠୁ ସୁନ୍ଦର ବେଳାଭୂମି ଭାବେ ଗଢି ତୋଳିବାକୁ ବଦଳି ଦିଆଯାଇଛି ପୁରୀ ବେଳାଭୂମିର ଚେହେରା । ପୁରୀ ପାନ୍ଥ ନିବାସ ବେଳାଭୂମି ପଛପଟେ ଏହି ବ୍ଲୁ ଫ୍ଲାଗ ବିଚ୍ କାର୍ଯ୍ୟ ଚାଲିଛି ।…

ଅଧା ଦାମରେ ମିଳୁଛି ଟିଭି, ଫ୍ରିଜ ଓ ୱାସିଂ ମେସିନ । ଲାପଟପ ଓ ଏସି ଉପରେ ମିଳୁଛି ୪୦ ପ୍ରତିଶତ ରିହାତି, ରୋଷେଇ ଉପକରଣ…

କନକ ବ୍ୟୁରୋ : ଅଧା ଦାମରେ ମିଳିବ ଟିଭି, ଫ୍ରିଜ ଓ ୱାସିଂମେସିନ । ଆଜ୍ଞା ହଁ ବିଶ୍ୱାସ ହେଉନଥିଲେ ବି ସତ । କେବଳ ଏତିକି ନୁହେଁ ଅନେକ ଘରକରଣା ସାମଗ୍ରୀ ଏବେ ଅଧା ଦାମରେ ମିଳିବ । ତେବେ ଆଦୌ ବିଳମ୍ବ ନକରି ଯଥାଶୀଘ୍ର ଅର୍ଡର କରିନିଅନ୍ତୁ ଆପଣଙ୍କ ମନପସନ୍ଦ ଜିନିଷ । ଅର୍ଡର କରିବାର କିଛି ଦିନ…

ସରକାର ନୁହେଁ ବରଂ ଆପଣଙ୍କ ପସନ୍ଦରେ ନୋଟ ଓ ଖୁଚୁରା ତିଆରି ହେବ । କେମିତି ନୋଟ୍ ଆକର୍ଷଣୀୟ ହେବ ! ସେନେଇ ମତାମତ ଦେବେ…

କନକ ବ୍ୟୁରୋ : ଏଣିକି ଗ୍ରାହକଙ୍କ ପସନ୍ଦରେ ନୋଟ ତିଆରି କରିବ ଆରବିଆଇ । ଆଉ ସରକାର ନୁହେଁ ବରଂ ଲୋକମାନଙ୍କ ମତାମତ ନେବା ପରେ ନୋଟ୍ ତିଆରି କରିବେ ସରକାର । କେମିତି ନୋଟ ତିଆରି ହେବ ଓ କେମିତି ତାହାର ରୂପ ରେଖ ରହିବ ସେନେଇ ନିଷ୍ପତ୍ତି ନେବେ ଆପଣ । ଆପଣ କେଉଁ ପ୍ରକାରର ନୋଟ୍ ପସନ୍ଦ…

ବାଇକ ଚାଳକଙ୍କ ପାଇଁ ବଡ ଖବର । ଗାଡି କିଣିବାକୁ ଇଚ୍ଛା ରଖିଥିଲେ ଏହାକୁ ନିଶ୍ଚୟ କିଣନ୍ତୁ, କାରଣ ମାତ୍ର ୧୧ ସେକେଣ୍ଟରେ…

କନକ ବ୍ୟୁରୋ : ବାଇକ ଚଢିବା, ଘେରେ ବୁଲି ଆସିବାକୁ କାହାକୁ ବି ଭଲ ଲାଗେ ନାହିଁ । ଯୁବପୀଢିଠାରୁ ବୟସ୍କମାନେ ସମସ୍ତେ ସକାଳୁ ସଂଜ ପର୍ଯ୍ୟନ୍ତ ବାଇକ ଉପରେ ନିର୍ଭରଶୀଳ । ଘରୁ ବାହାରିଲେ ହିଁ ବାଇକ ଦରକାର । ତେବେ ଯଦି କୌଣସି ସ୍ପିଡ ବାଇକ ବଜାରକୁ ଆସିଲା ତେବେ କଥା ସରିଲା । କେମିତି ତାକୁ…

ଛାତରୁ ଖସି ରାସ୍ତା ଉପରେ ପଡିଲେ ଯୁବକ : ସିସିଟିଭିରେ କଏଦ ହେଲା ଦୃଶ୍ୟ, ଅଳ୍ପକେ ବର୍ତ୍ତିଗଲା ଜୀବନ; ଭୁବନେଶ୍ୱର ଘରୋଇ…

କନକ ବ୍ୟୁରୋ : ଛାତରୁ ଖସିପଡିଲେ ଯୁବକ । ଭୁବନେଶ୍ୱର ରସୁଲଗଡ ଅଂଚଳରେ ଛାତରୁ ଜଣେ ଯୁବକ ଖସିପଡୁଥିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଯୁବକ ଜଣକ ପୁରୀ ଜିଲ୍ଲା କାକଟପୁର ବ୍ଲକ ବେଲାରୀଝାଟିଆ ଗାଁର ନବଘନ ବାରିକ ବୋଲି ଜଣାପଡିଛି । ସେ ଜଣେ ଘରୋଇ କଂଟ୍ରାକ୍ଟରଙ୍କ ପାଖରେ କାମ କରୁଥିଲେ ।…