Daily Archives

September 3, 2020

ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ପଛରେ କଣ ରହିଛି ସାଇକୋ ଲେଡିଙ୍କ ଭୂମିକା : କନକ ନ୍ୟୁଜକୁ ସୂଚନା ଦେଲେ ଆଦିତ୍ୟଙ୍କ…

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟଦାସ ମୃତ୍ୟୁ ମାମଲାରେ  ସାଇକୋ ଲେଡିକୁ ନେଇ ଚାଲିଛି ଚର୍ଚ୍ଚା । ଆଦିତ୍ୟଙ୍କ ବାପାଙ୍କ ପରେ ଆଜି କନକ ନ୍ୟୁଜକୁ ଫୋନ ମାଧ୍ୟମରେ ସୂଚନା ଦେଇଛନ୍ତି ଆଦିତ୍ୟଙ୍କ ମାଆ । କହିଛନ୍ତି , ସେହି ରହସ୍ୟମୟୀ ମହିଳା ଜଣକ  ଫୋନ କରି ବାରମ୍ବାର ଆଦିତ୍ୟଙ୍କୁ ଧମକ…

ଭାରତ-ଚୀନ ବିବାଦ ମଧ୍ୟରେ ଲଦାଖ ଗଲେ ସେନାମୁଖ୍ୟ : କଲେ ସ୍ଥିତିର ସମୀକ୍ଷା, ପେଙ୍ଗମ ହ୍ରଦ ନିକଟରେ ମୁହାଁମୁହିଁ…

କନକ ବ୍ୟୁରୋ : ଭାରତ ଚୀନ ସୀମା ବିବାଦ ଭିତରେ ଆଜି ଲଦାଖ ଗସ୍ତ କରିଛନ୍ତି ସ୍ଥଳ ସେନା ମୁଖ୍ୟ ଏମଏମ ନରବଣେ । ଏହି ଗସ୍ତ କାଳରେ ସ୍ଥଳ ସେନାମୁଖ୍ୟ ଦକ୍ଷିଣ ପୋଙ୍ଗୋଙ୍ଗ୍ ଅଂଚଳ ଏବଂ ଏହାର ନିକଟବର୍ତି ସ୍ଥାନର ସ୍ଥିତି ନିରୀକ୍ଷଣ କରିବେ । ଗତ ଜୁନ୍ ମାସରୁ ଭାରତ ଓ ଚୀନ ମଧ୍ୟରେ ଏଲଏସିରେ ଉତେଜନା…

ଆସନ୍ତା ମାସେରୁ ଦେଢ ମାସ ମଧ୍ୟରେ ରାଜ୍ୟରେ କମିପାରେ କରୋନା ସଂକ୍ରମଣ : ସୂଚନା ଦେଲେ ଡିଏମଇଟି ସିବିିକେ ମହାନ୍ତି,…

କନକ ବ୍ୟୁରୋ : ଆସନ୍ତା ମାସେରୁ ଦେଢ ମାସ ମଧ୍ୟରେ ରାଜ୍ୟରେ କମିବ କରୋନା ସଂକ୍ରମଣ । କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଡିଏମଇଟି ସିବିିକେ ମହାନ୍ତି । ପ୍ଲାଜମା ଥେରାପି ଉପରେ ଗୁରୁତ୍ୱ ଦିଆଯାଇଛି । ୫୬୫ ଗୁରୁତର କରୋନା ରୋଗୀଙ୍କୁ ଦିଆଯାଇଛି ପ୍ଲାଜମା । ସେଥିମଧ୍ୟରୁ ୧୪୪ ଜଣ ସୁସ୍ଥ ହୋଇଛନ୍ତି…

ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଫଳ : ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ନେଇ ସୂଚନା ଦେଲେ ଗଶଶିକ୍ଷା…

କନକ ବ୍ୟୁରୋ : ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୪ଟାରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଆଜି ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି…

ହସ୍ତ ଓ ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା : ହୋମ ଆଇସୋଲେସନରେ ଅଛନ୍ତି ମନ୍ତ୍ରୀ ; ସଂସ୍ପର୍ଶରେ ଆସିଥିବା…

କନକ ବ୍ୟୁରୋ : ରାଜ୍ୟରେ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ । ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଂଗରୋଧରେ ରହିବା ସହ…

ରାଜ୍ୟରେ ଆଜି ୩୬ ଶହ ୩୧ ନୂଆ ଆକ୍ରାନ୍ତ ଚିହ୍ନଟ : ୮ ମୃତ, ଲକ୍ଷେ ୧୩ ହଜାର ୪୧୧କୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

କନକ ବ୍ୟୁରୋ :ଆଜି ରାଜ୍ୟରେ ୩୬ ଶହ ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨୨ଶହ ୧୪ ଜଣ ସଂକ୍ରମିତ ଥିବା ବେଳେ ୧୪ଶହ ୧୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତ ସଂଖ୍ୟା ରାଜ୍ୟରେ ଲକ୍ଷେ ୧୩ ହଜାର ୪୧୧ରେ ପହଚିଂଛି । ଖୋର୍ଦ୍ଧାରୁ ସର୍ବାଧିକ ୭୨୨…