କନକ ବ୍ୟୁରୋ : ଛାତରୁ ଖସିପଡିଲେ ଯୁବକ । ଭୁବନେଶ୍ୱର ରସୁଲଗଡ ଅଂଚଳରେ ଛାତରୁ ଜଣେ ଯୁବକ ଖସିପଡୁଥିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଯୁବକ ଜଣକ ପୁରୀ ଜିଲ୍ଲା କାକଟପୁର ବ୍ଲକ ବେଲାରୀଝାଟିଆ ଗାଁର ନବଘନ ବାରିକ ବୋଲି ଜଣାପଡିଛି । ସେ ଜଣେ ଘରୋଇ କଂଟ୍ରାକ୍ଟରଙ୍କ ପାଖରେ କାମ କରୁଥିଲେ ।
ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ଯୁବକ ଜଣ ଛାତରୁ ଖସଶ ରାସ୍ତା ଉପରେ ପଡୁଥିବା ସମୟର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି ।