Daily Archives

August 29, 2020

ଶେଷରେ ଜଳବନ୍ଦୀରୁ ମିଳିଲା ମୁକ୍ତି । ପ୍ରାୟ ୨ ଦିନ ଧରି ଛାତ ଉପରେ ଅଟକି ରହିଥିବା ପରିବାରକୁ ଉଦ୍ଧାର କଲା ଓଡ୍ରାଫ୍…

କନକ ବ୍ୟୁରୋ: ଶେଷରେ ଜଳବନ୍ଦୀରୁ ମିଳିଲା ମୁକ୍ତି । ଯାଜପୁର ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀରେ ବନ୍ୟା ଆସିବାରୁ ଲୋକେ ଜଳବନ୍ଦୀ ହୋଇରହିଛନ୍ତି । ପାଣି ଘେରରେ ରହିଥିବା ଲୋକଙ୍କ ଉଦ୍ଧାର କାମରେ ଲାଗିଛନ୍ତି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ କର୍ମଚାରୀ । ପ୍ରଥମେ ଲଗାଣ ବର୍ଷା ପରେ ବନ୍ୟା ଯୋଗୁଁ…

ସୁସ୍ଥ ହେଲେ ଶାହା: କରୋନାରୁ ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଖୁବଶୀଘ୍ର ହୋଇପାରନ୍ତି ଡିସଚାର୍ଜ,…

କନକ ବ୍ୟୁରୋ : ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ଖୁବ୍ ଶୀଘ୍ର ଘରକୁ ଫେରିବାର ସମ୍ଭାବନା ରହିଛି । ଏମ୍ସ ପକ୍ଷରୁ ଏକ ବିବୃତିରେ କୁହଯାଇଛି ଯେ ଅମିତ ଶାହା ସୁସ୍ଥ ହୋଇଛନ୍ତି ଏବଂ ଅଳ୍ପ ସମୟ ମଧ୍ୟରେ ତାଙ୍କୁ ଡିସ୍‌ଚାର୍ଜ କରାଯିବ।  ଅଳ୍ପ ଦିନ ତଳେ କରୋନା ଭାଇରସ୍…

ଦେଶବାସୀଙ୍କ ପାଇଁ ବଡ ଖବର । ସେପ୍ଟେମ୍ବର ପହିଲାରୁ ବଦଳିପାରେ ୭ଟି ନିୟମ… କ’ଣ ଶସ୍ତା ହେବ କ’ଣ ମହଙ୍ଗା ହେବ?…

କନକ ବ୍ୟୁରୋ : କରୋନା ମହାମାରୀର ପ୍ରଭାବ ସାରା ବିଶ୍ୱ ଉପରେ ପଡିଛି । ଏହାର ପ୍ରଭାବରେ ଭାଙ୍ଗିଯାଇଛି ଆର୍ଥୀକ ମେରୁଦଣ୍ଡ । ହନ୍ତସନ୍ତ ହେଉଛନ୍ତି ଦେଶବାସୀ । ଏଭଳି ସ୍ଥିତିରେ ଆସନ୍ତା ସେପ୍ଟମ୍ବର ଏକ ତାରିଖରୁ କିଛିଟା ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ…

ଦିଲ୍ଲୀ ଦରବାରରେ ବଢିଲା ଆଉ ଜଣେ ଓଡ଼ିଆ କ୍ୟାଡର ଆଇଏଏସଙ୍କ ଦବଦବା । ଓଡ଼ିଆ ବୋହୂଙ୍କ ହାତରେ ପାୱରଫୁଲ ପଦବୀ, ଦେଶର ପ୍ରଥମ…

କନକ ବ୍ୟୁରୋ: ପୁଣି କେନ୍ଦ୍ର କ୍ଷମତା ସ୍ଥଳୀରେ ଆଉ ଜଣେ ଓଡ଼ିଆ କ୍ୟାଡର ଆଇଏଏସଙ୍କ ଦବଦବା । ଓଡିଶା କ୍ୟାଡର ଆଇଏଏସ ଅଫିସର ଉଷା ପାଢ଼ୀଙ୍କୁ ମିଳିଲା ନୂଆ ଦାୟିତ୍ୱ । କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ୱ ମିଳିଛି ।…

ଗ୍ୟାସ୍ ସିଲିଣ୍ଡର ଆଣୁଥିଲେ ସାବଧାନ! ସିଲିଣ୍ଡର ତଳେ ଲୁଚି ଥାଇପାରେ ସାପ!

କନକ ବ୍ୟୁରୋ : ଗ୍ୟାସ୍  ସିଲିଣ୍ଡର ହୋମ ଡେଲିଭରିରେ ନେଉଥିଲେ ସାବଧାନ ହୋଇଯାଆନ୍ତୁ ।  ନିକଟରେ ଜଣେ ବ୍ୟକ୍ତି ଗ୍ୟାସ୍‌ ସିଲିଣ୍ଡରକୁ ଘରକୁ ଆଣୁଥିବା ସମୟରେ ସିଲଣ୍ଡର ତଳେ ପ୍ରାୟ ୩ ଫୁଟର ଏକ ସାପ ଲୁଚି ରହିଥିଲା। ସୌଭାଗ୍ୟବଶତଃ ଏହି ସାପଟି ବିଷଧର ହୋଇ ନଥିବାରୁ କାହାର କୌଣସି କ୍ଷତି…

ସେଲ୍ସରେ ସଫଳତାର ପାଇବାକୁ ୩-‘ସି’ର ଫର୍ମୁଲା । କିଭଳି ବଢାଇବେ ଦକ୍ଷତା, ବିଶେଷଜ୍ଞ ଦେଲେ ପରାମର୍ଶ ।

ସେଲସରେ କ୍ୟାରିୟର କଲେ କିଭଳି ପାଇବେ ସଫଳତା? କିଭଳି ଜଣେ କ୍ଲାଏଂଟଙ୍କ ଠାରୁ ଦକ୍ଷତାର ସହିତ କାର୍ଯ୍ୟ ହାସଲ କରିପାରିବେ? କାହିଁକି ଜଣେ ସେଲସ ଏକଜିକ୍ୟୁଟିଭ ଡିଲ୍ ଫାଇନାଲ କଲା ସମୟରେ, ବେଳେ ବେଳେ ବିଫଳ ହୋଇଯାଆନ୍ତି? ଆଜିର ସମୟରେ ସେଲସକୁ ନେଇ ଅନେକ ଯୁବକ ଯୁବତୀ କ୍ୟାରିୟର କରିବା ପାଇଁ…