Daily Archives

August 29, 2020

କରୋନା ପାଇଁ କଳା ଉପରେ କଟକଣା, ହେଲେ ହାରିନି କଳାକାର । ଅଭିନେତା ପରି ବୃତି ବଦଳାଇଛି, ବିକଳ୍ପ ବାଛିଚି । ଜୀବନ…

କନକ ବ୍ୟୁରୋ: ଶୁଣିଥିଲି ସମୟ ସବୁକିଛି ବଦଳାଇଦିଏ । ସମୟ କେତେବେଳେ କାହାକୁ କେଉଁଭଳି ସଜାଇଦିଏ ତାହା କେହି କେବେ କଳ୍ପନା କରିନଥିବେ । ନାଟକର ଅଭିନେତା ନିର୍ଦ୍ଦେଶକର କଥାରେ ନାଚିବା ପରି ସମୟର ଇସାରାରେ ନାଚେ ମଣିଷ । ଏଇ ଯେମିତି ମୁଁ... ରଙ୍ଗମଞ୍ଚ ଛାଡି, ମୁହଁର ରଙ୍ଗ ପାଉଡର ଲିଭାଇ…

ଜନ୍ମଦିନରେ ଜୀବୀକା ଦେଲେ, ରୋଜଗାର ଯୋଗାଇଲେ… ଅଭାବୀ, ଅସହାୟଙ୍କ ଦୁଃଖ ଦେଖି ରହି ପାରିଲେନି ଦରଦୀବନ୍ଧୁ । ନିଜ…

କନକ ବ୍ୟୁରୋ: ଜନ୍ମଦିନରେ ଜୀବୀକା ଯୋଗାଇଲେ, ନୂଆ ଜୀବନ ଜିଇଁବାକୁ ବାଟ ଖୋଲିଦେଲେ । ନିଜ ଜନ୍ମଦିନରେ ଅଭାବୀ, ଅସହାୟଙ୍କୁ ସାହଯ୍ୟ କରି ସବୁଦିନ ପାଇଁ ସ୍ମୃତିମୟ କଲେ ଯୁବକ । ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ଆଜିର ଯୁବପୀଢୀ ବିଭିନ୍ନ ପନ୍ଥା ଆପଣଉଛନ୍ତି । କିଏ କେକ୍ କାଟି ସେଲିବ୍ରେସନ…

ବାଙ୍କିରେ ଧସିଲା ମହାନଦୀ ବନ୍ଧ : ଭଜିପୁର ନିକଟରେ ମହାନଦୀ ବନ୍ଧରେ ୧୫ ଫୁଟରୁ ଅଧିକ ଓସାରର ଘାଇ, ୫ରୁ ଅଧିକ ପଂଚାୟତରେ…

କନକ ବ୍ୟୁରୋ : ବାଙ୍କିରେ ଧସିଲା ମହାନଦୀ ବନ୍ଧ । ଭଜିପୁର ନିକଟ ଗୟଳବାଙ୍କ ଠାରେ ମହାନଦୀ ବନ୍ଧରେ ୧୫ ଫୁଟରୁ ଅଧିକ ଓସାରର ଘାଇ ହୋଇଛି । ଧୀରେ ଧୀରେ ଘାଇ ବଢିବାରେ ଲାଗିଛି । ତ୍ରିଶୁଳିଆ ବାଙ୍କି ରାସ୍ତା ଉପରକୁ ପାଣି ଆସିଲେ କଟକ ଓ ବାଙ୍କି ଯୋଗ ଯୋଗ ବିଛିନ୍ନ ହୋଇଯିବ । ବର୍ତମାନ…

ଯାଜପୁର ବରୀରୁ ଆସିଲା ବନ୍ୟାର ବିକଳ ଚିତ୍ର : ଛାତ ଉପରେ ସାରା ରାତି ବନ୍ଦି ଗୋଟିଏ ପରିବାରର ୧୫ ଜଣ, ସାଙ୍ଗରେ ଅଛନ୍ତି…

କନକ ବ୍ୟୁରୋ : ବରି ଅଂଚଳରେ ବନ୍ୟା ଜଳ ଗାଁରେ ପ୍ରବେଶ କରିବାରୁ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି ଗୋଟିଏ ପରିବାର । ବରୀ ବ୍ଲକର ଠାକୁରପାଟଣାରେ ଘର ଛାତ ଉପରେ ଫସିରହିଛନ୍ତି ୧୫ ଜଣ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନକୁ ଆକୁଳ ନିବେଦନ କରୁଛନ୍ତି । ଏ ଚିତ୍ର ଗତକାଲି ରାତିର ।…

ଜାତୀୟ କ୍ରୀଡା ଦିବସରେ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରସ୍କାର । ଭିସି ମାଧ୍ୟମରେ ପୁରସ୍କାର ପ୍ରଦାନ…

ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଭିନ୍ନ କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରାଯାଇଛି । କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ କରାଯାଇଥିଲା । ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ ୯ଟି କ୍ରୀଡ଼ା ପ୍ରାଧିକରଣରୁ ରାଷ୍ଟ୍ରପତି…

ବନ୍ୟା ସ୍ଥିତି ମୁକାବିଲା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ୱ : ୬ ଜିଲ୍ଲାର ସ୍ଥିତି ପରଖିବେ ଏହି ୬ ଆଇଏଏସ୍ , ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ବନ୍ୟା ସ୍ଥିତିର ତଦାରଖ ପାଇଁ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନର୍ଦ୍ଦେଶକ୍ରମେ ଅଧିକାରୀଙ୍କୁ ଏହି ସ୍ୱତନ୍ତ୍ର ଦାୟିତ୍ୱ ମିଳିଛି । ଆଇଏଏସ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା, ଡିକେ ସିଂଙ୍କୁ କଟକ, ରାଜସ୍ୱ ସଚିବ ବିଷ୍ଣୁ…