Daily Archives

August 22, 2020

ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ବିଭାଗ ମାଗିଲେ ଲୋକାୟୁକ୍ତ । ବଡ ବଡ ଦୁର୍ନୀତିର ତଦନ୍ତ ଦାୟିତ୍ୱ ଭିଜିଲାନ୍ସ କରୁଥିବାରୁ…

କନକ ବ୍ୟୁରୋ: ବଡ଼ ବଡ଼ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ଓଡ଼ିଶା ଲୋକାୟୁକ୍ତ, ନିଜ ଅଧିନରେ ଏକ ତଦନ୍ତକାରୀ ସଂସ୍ଥା ରଖିବାକୁ ନିଜ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଆଉ ଏହିକ୍ରମରେ ଭିଜିଲାନ୍ସ ବିଭାଗକୁ ସିଧାସଳଖ ନିଜ ଅଧିନକୁ ନେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି…

ଭୁବନେଶ୍ୱରରେ ଶୀର୍ଷକୁ ଛୁଉଁଛି କରୋନା ସଂକ୍ରମଣ । ସତର୍କ ରହିବାକୁ ବିଏମସି କମିସନରଙ୍କ ପରାମର୍ଶ । କହିଲେ, ଅଧିକରୁ…

କନକ ବ୍ୟୁରୋ: ଏବେ ସଂକ୍ରମଣର ଶୀର୍ଷରେ ରହିଛି ରାଜଧାନୀ । ଏଭଳି ସୂଚନା ଦେଇଛନ୍ତି ବିଏମସି କମିଶନର । ଭୁବନେଶ୍ୱରରେ ଅଧିକରୁ ଅଧିକ ଟେଷ୍ଟ କରିବାକୁ ଦିଆଯାଉଛି ଗୁରୁତ୍ୱ । ବର୍ତମାନ ଦିନକୁ ପ୍ରାୟ ୩ ହଜାରରୁ ଅଧିକ ଟେଷ୍ଟ କରାଯାଉଛି । ତେବେ ସହରରେ ହୋଇଥିବା ସେରୋ ସର୍ଭେ ଅନୁସାରେ ରାଜଧାନୀରେ…

ଦ୍ୱନ୍ଦ୍ୱ ବଢ଼ାଉଛି କରୋନା ରିପୋର୍ଟ । ଭିଡିଓ ବାର୍ତ୍ତା ଜାରି କରି ଅଭିଯୋଗ ଆଣିଲେ ବାଲେଶ୍ୱର ବାସିନ୍ଦା, ରିପୋର୍ଟ ଆଜି…

ବାଲେଶ୍ୱର ଜିଲ୍ଲାର ଏହି ବ୍ୟକ୍ତିଙ୍କ ବୟାନରୁ ହିଁ ସ୍ପଷ୍ଟ ଜଣା ପଡୁଛି ଯେ, ନେଗେଟିଭ୍ ଓ ପଜିଟିଭ୍ ରିପୋର୍ଟର ଗୋଲକ ଧନ୍ଦା ଭିତରେ କେମିତି ଛନ୍ଦି ହେଉଛନ୍ତି ସାଧାରଣ ଜନତା । ଏହି ବ୍ୟକ୍ତି ଜଣକ ଅସୁସ୍ଥ ଅନୁଭବ କରିବାକୁ ମେଡିକାଲ ଯାଇ ନମୂନା ପରୀକ୍ଷା କରିଥିଲେ । ଏହାର ତିନିଦିନ ପରେ ତାଙ୍କ…

ବିଜେପି ତେଜିଲା ବଗଲା ଜମି ବିବାଦ । ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଲେ, ଦାନ ଜମି ବିକ୍ରି କରିବା ବେଆଇନ,…

କନକ ବ୍ୟୁରୋ : ବଗଲା ଧର୍ମଶାଳା ବିବାଦକୁ ଆହୁରି ଆଗକୁ ବଢ଼ାଇଛି ବିଜେପି । ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଦିଲ୍ଲୀରୁ ଆସି ପହଁଚିଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର । ପୁରୀ ଯାଇ ବଗଲା ଧର୍ମଶାଳା ଅଂଚଳ ବୁଲି ଦେଖିବା ପରେ ସରକାରଙ୍କ ଉପରେ ବର୍ଷିଛନ୍ତି ସମ୍ବିତ…

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୨୯୫ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୫୩, ଲୋକାଲରୁ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୨୯୫ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୫୩ଟି ପଜିଟିଭ୍ କେସ୍ ଆସିଥିବାବେଳେ ୧୪୨ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ…

ଆକାଶ ମାର୍ଗରୁ ଆସିଲା ମାଲକାନଗିରି ମୋଟୁ ବନ୍ୟାଂଚଳର ଚିତ୍ର । ବିପଦ ସଂକେତ ଉପରେ ବହୁଛି ସାବେରୀ ଓ ସିଲେରୁ ନଦୀ :…

କନକ ବ୍ୟୁରୋ : ଆକାଶ ମାର୍ଗରୁ ଆସିଲା ମାଲକାନଗିରି ଜିଲ୍ଲା ମୋଟୁ ଭୟଙ୍କ ବନ୍ୟାଂଚଳର ଚିତ୍ର । ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସାବେରୀ ଓ ସିଲେରୁ ନଦୀ । ଚାରିଆଡେ ପାଣି ଭର୍ତି ହୋଇ ରହିଛି । ବର୍ତମାନର ସ୍ଥିତି ଏଭଳି ରହିଛି କେଉଁଠି ରାସ୍ତା, କେଉଁଠି ପୋଖରୀ, କେଉଁଠି ଚାଷ ଜମି…