Daily Archives

August 22, 2020

ଖୋର୍ଦ୍ଧାର ୪ ବ୍ଲକରେ ବଢୁଛି ସଂକ୍ରମଣ । ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବାରୁ ରେଡ୍ କାଟାଗୋରୀ ରଖିଲା ପ୍ରଶାସନ, ପଢନ୍ତୁ…

କନକ ବ୍ୟୁରୋ: ଖୋର୍ଦ୍ଧାର ଦିନକୁ ଦିନ ବଢୁଛି ପଜିଟିଭ୍ ସଂଖ୍ୟା । ଜିଲ୍ଲାର ୪ ବ୍ଲକରେ ବଢୁଛି ସଂକ୍ରମଣ ହାର । ଏହି ୪ ବ୍ଲକ ଗୁଡ଼ିକ ହେଉଛି-: ବାଣପୁର, ବାଲୁଗାଁ, ଟାଙ୍ଗି ଏବଂ ବୋଲଗଡ଼ । ତେବେ ବର୍ତ୍ତମାନ ସୁଦ୍ଧା ଏହି ବ୍ଲକରେ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଏହି ଗାଁ ଗୁଡ଼ିକୁ…

ପୁଣି ସାରା ରାଜ୍ୟବାସୀଙ୍କୁ ବେହାଲ କରିବ ବର୍ଷା । ୨୪ରେ ଉତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା : ଆଜିଠାରୁ ୨୭…

କନକ ବ୍ୟୁରୋ : ପୁଣି ବର୍ଷା କରିବ ବେହାଲ । ଆଗାମୀ ୨୪ ତାରିଖରୁ ରାଜ୍ୟରେ ବର୍ଷାର ମାତ୍ରା ବଢିବ ବୋଲି ପୂବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ତାରିଖରେ ଉତର ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବ । ଲଘୁଚାପ ପ୍ରଭାବରେ ଆଜିଠୁ ୨୭ ତାରିଖ ଯାଏ ରାଜ୍ୟର ବର୍ଷା ହେବ ।…

ଖୋର୍ଦ୍ଧା ପାଇଁ ଆଶ୍ୱସ୍ତିକର ଖବର: ଗତ ୧୪ ଦିନ ମଧ୍ୟରେ ଜିଲ୍ଲାର ୭୪ ପ୍ରତିଶତ ଗାଁରୁ କୌଣସି ପଜିଟିଭ୍ ଚିହ୍ନଟ…

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ପାଖାପାଖି ୧୫ଶହ ଟେଷ୍ଟିଂ କରାଯାଉଛି । ଆଉ ସେଥିପାଇଁ ସଂକ୍ରମଣ ହାର ବଢ଼ିଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ଆରୋଗ୍ୟ ହାର ମଧ୍ୟ ବଢୁଛି । କିନ୍ତୁ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୪ ଜଣ କରୋନା ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି ବୋଲି ସାମ୍ବାଦିକ…

ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ବିଭାଗ ମାଗିଲେ ଲୋକାୟୁକ୍ତ । ବଡ ବଡ ଦୁର୍ନୀତିର ତଦନ୍ତ ଦାୟିତ୍ୱ ଭିଜିଲାନ୍ସକୁ…

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ବିଭାଗ ମାଗିଲେ ଲୋକାୟୁକ୍ତ । କାରଣ ଅନେକ ସମୟରେ ଆସୁଥିବା ଅନେକ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଭିଜିଲାନ୍ସର ସହାୟତା ଲୋଡୁଛନ୍ତି ଓଡିଶା ଲୋକାୟୁକ୍ତ । ତେଣୁ ଏହାକୁ ସିଧାସଳଖ ନିଜ ଅଧିନକୁ ନେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ବାର୍ଷିକ…

ବଗଲାକୁ ନେଇ ବଡ ଖବର । ପୁରୀ ଜିଲ୍ଲା ପ୍ରଶାସନ କହିଲା, ଘରୋଇ ଲଜ ମାଲିକଙ୍କୁ ବିକ୍ରି ହୋଇନି ବଗଲା ଜମି : ମେଘନାଦ…

କନକ ବ୍ୟୁରୋ : ପୁରୀ ବଗଲା ଧର୍ମଶାଳାକୁ ନେଇ ଆସିଲା ବଡ ଖବର । ଧର୍ମଶାଳ ଜମି ବିକ୍ରି ନେଇ ଅଭିଯୋଗ ହେବା । ପରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ପକ୍ଷରୁ ରାଜ୍ୟ ଓ ପୁରୀ ଜିଲ୍ଲା ପ୍ରଶାସନକୁ ଭର୍ତ୍ସନା କରାଯାଇଛି । ଆଉ ଏତିକି ବେଳେ ବଗଲା ଧର୍ମଶାଳା ପ୍ରସଙ୍ଗରେ ଏକ ବଡ…

ଆଦିବାସୀ ମହିଳାଙ୍କୁ ମଶାଣୀ ମନା, ତଥାପି ମହାମାରୀ ବେଳେ ଶ୍ମଶାନ ଗଲା ସ୍ତ୍ରୀ । ସଂକ୍ରମଣ ସନ୍ଦେହରେ ସାହିଭାଇ ନଛୁଇଁବା…

କନକ ବ୍ୟୁରୋ: କାନ୍ଧରେ କୋକେଇ, କୋକେଇରେ ସ୍ୱାମୀ । ସ୍ୱାମୀଙ୍କ ଶେଷଯାତ୍ରାରେ ସାମିଲ ହୋଇ ଶେଷ ବିଦାୟ ଦେଉଛି ସ୍ତ୍ରୀ । ଆକାଶରୁ ବର୍ଷା ଝରୁଛି, ଆଖିରୁ ଲୁହ ଝରୁଛି । ଲଗାଣ ବର୍ଷା ପରି ବନ୍ଧବାଡ ମାନୁନି ଅମାନିଆ ଲୁହ । ପିପିଇ କିଟ୍ ଭେଦି ସିନା କରୋନା ଭିତରକୁ ପଶି ପାରିବନି ହେଲେ କାନ୍ଦକୁ…