Daily Archives

August 12, 2020

ପୁଣି ମଣିଷ ମାରିଲା ମୋବାଇଲ…! ଚାର୍ଜରେ ବସିଥିଲା ବେଳେ ହଠାତ୍ ବିସ୍ଫୋରଣ ହେଲା ମୋବାଇଲ ଫୋନ: ଚାହୁଁ ଚାହୁଁ ଘର…

କନକ ବ୍ୟୁରୋ: ପୁଣି ଜୀବନ ନେଲା ଫୋନ । ମୋବାଇଲରେ ବିସ୍ଫୋରଣ ଘଟି ଜଳିପୋଡି ପାଉଁଶ ହୋଇଗଲା ହସ ଖୁସିର ପୂରା ପରିବାର । ମୋବାଇଲ ଫୋନ ଚାର୍ଜ ବସାଇ ଶୋଇଥିବା ବେଳେ ଘଟିଯାଇଛି ଏଭଳି ଏକ ଲୋହଟାଙ୍କୁରା ଦୁର୍ଘଟଣା । ତେବେ ଘଟଣାଟି ଘଟିଛି ତାଲିମନାଡୁ କରୁର ଜିଲ୍ଲାର ରାୟନୁର ଅଂଚଳରେ । ମୋବାଇଲ…

ସମ୍ପତିକୁ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ: ଏବେ କୌଣସି ବି ସ୍ଥିତିରେ ବାପାଙ୍କ ସଂପତିରେ ରହିବ ଝିଅର…

କନକ ବ୍ୟୁରୋ: ଏଣିକି ପୈତୃକ ସଂପତି ଉପରେ ପୁଅଙ୍କ ଭଳି ଝିଅଙ୍କର ବି ରହିବ ସମାନ ଅଧିକାର । ସେ ବିବାହିତା ହୋଇଥାଆନ୍ତୁ କିମ୍ବା ଅବିବାହିତା ଝିଅଙ୍କୁ ନିଜ ବାପାଙ୍କ ସଂପତିରେ ମିଳିବ ବରାବର ଅଧିକାର । ଏନେଇ ସ୍ପଷ୍ଟ କରିବା ସହ ଐତିହାସିକ ନିଷ୍ପତି ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ…

ଭାଇରାଲ ଅଡିଓ ପ୍ରସାରଣ ମାମଲାରେ ଘରୋଇ ଟିଭି ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ନୋଟିସ : ସଂଧ୍ୟା ୫ଟା ସୁଦ୍ଧା ହାଜର ନହେଲେ…

କନକ ବ୍ୟୁରୋ : ବିବାଦୀୟ ଭାଇରାଲ ଅଡିଓ ପ୍ରସାରଣ ପ୍ରସଙ୍ଗରେ ହାଜର ହେବାକୁ ଘରୋଇ ଟିଭି ଚ୍ୟାନେଲ କର୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କମିଶନରେଟ ପୋଲିସ । ଆଜି ସନ୍ଧ୍ୟା ୫ଟା ସୁଦ୍ଧା କ୍ୟାପିଟାଲ ଥାନାରେ ହାଜର ହେବାକୁ ନୋଟିସରେ କୁହାଯାଇଛି । ସନ୍ଧ୍ୟା ସୁଦ୍ଧା ହାଜର ନହେଲେ ପୁଲିସ…

ରାଜ୍ୟରେ ଦୈନିକ ହେବ ଲକ୍ଷେ କରୋନା ପରୀକ୍ଷା : ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରର ବିଭିନ୍ନ…

କନକ ବ୍ୟୁରୋ : ରାଜ୍ୟରେ ବଢିବ ଦୈନିକ ଟେଷ୍ଟିଂ ସଂଖ୍ୟା । ଦୈନିକ ୧ ଲକ୍ଷ ଟେଷ୍ଟ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଆଂଟିଜେନ ଟେଷ୍ଟ ଆହୁରି ବଢିବ । ଏହା କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି, ଟେଷ୍ଟିଂ ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଛି । ଦିନକରେ ଲକ୍ଷେ…

ଆସିଲା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ: ବିଜ୍ଞାନରେ ପାସ୍ ହାର ୭୦.୨୧%…୩୮ ହଜାର ୩୦୧ ଜଣ ପୁଅ ପାସ୍, ୩୦ହଜାର ୩୭…

କନକ ବ୍ୟୁରୋ: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ୨୦୨୦ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ମୋଟ ୯୭୩୭୭ ଜଣ ପିଲା ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୮୩୭୪ ଜଣ ବା ୭୦.୨୧ ପ୍ରତିଶତ ପିଲା ପାସ କରିଛନ୍ତି । ଗତ ବର୍ଷ ପାସ ହାର ୭୨ ପ୍ରତିଶତ…

ଚିତ୍ରକୋଣ୍ଡାର ବିକଳ ସ୍ଥିତି : କରୋନା କାଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ସ୍ୱାସ୍ଥ୍ୟକର୍ମୀଙ୍କ ଜୀବନ…

କନକ ବ୍ୟୁରୋ : ରାଜ୍ୟର ଉପାନ୍ତ ଅଂଚଳରେ କିପରି ଲୋକଙ୍କ ନିକଟରେ ପହଁଚୁଛି ଚିକିତ୍ସା ସୁବିଧା । ଏ ଚିତ୍ର ଦେଖିଲେ ଆପଣ ସହଜରେ ବୁଝିପାରିବେ । ସ୍ୱାସ୍ଥ୍ୟସେବା ଯୋଗାଇବାକୁ ପ୍ରତ୍ୟକ ଦିନ ଅଂଟେ ପାଣିରେ ପାର ହୋଇ ଯିବାକୁ ପଡୁଛି ସ୍ୱାସ୍ଥ୍ୟକର୍ମୀଙ୍କୁ । ଫେରିବାକୁ ହେଲେ ସେହି ସମାନ ବାଟ ଦେଇ…