Daily Archives

August 12, 2020

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଫଳ: ପାସ୍ ହାର ୭୦ ଦଶମିକ ୨୧ ପ୍ରତିଶତ; ଫାଷ୍ଟ ଡିଭିଜନରେ ୫ ହଜାରରୁ ଅଧିକ ପିଲା…

କନକ ବ୍ୟୁରୋ: ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ପାସ୍ ହାର ୭୦ ଦଶମିକ ୨୧ ପ୍ରତିଶତ ରହିଛି । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର କମ୍ ହୋଇଛି । ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟରେ ଝିଅଙ୍କୁ ପଛରେ ପକାଇଛନ୍ତି ପୁଅ । ପୁଅ ୩୯ ପ୍ରତିଶତ ଏବଂ ଝିଅ ୩୧ ପ୍ରତିଶତ…

ଋଷିଆର କରୋନା ଟିକା ଘୋଷଣା କରିବା ପରେ ସର୍ତ୍ତ ରଖିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : କହିଲା, ବ୍ୟବହାର ପୂର୍ବରୁ…

କନକ ବ୍ୟୁରୋ : କରୋନା ଟୀକାର ବ୍ୟବହାରିକ ପଞ୍ଜିକରଣ ପରେ ଏବେ ସାରା ବିଶ୍ୱର ନଜର ଏବେ ଋଷ ଉପରେ । କରୋନାରୁ ବଂଚିବା ପାଇଁ ସାରା ବିଶ୍ୱ ଏବେ ଟୀକା ଅପେକ୍ଷାରେ ରହିଛି । ବିଶ୍ୱର ଅନେକ ଦେଶ ଏବେ ଟୀକା ପ୍ରସ୍ତୁତିରେ ଲାଗିପଡିଛନ୍ତି । ବର୍ତମାନ ଯାଏ କେବଳ ଅକ୍ସଫୋର୍ଡ ଟୀକା ଉପରେ ଆଲୋଚନା…

ଆଜି ଆଉ ୯ ଜୀବନ ନେଲା କରୋନା: ଗଞ୍ଜାମରୁ ସର୍ବାଧିକ ୪, ରାୟଗଡ଼ାରୁ ୨, ଅନୁଗୁଳ, ବାଲେଶ୍ୱର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ…

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ମହାମାରୀ । ଦିନ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପ୍ଧମଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ଆଜି ମଧ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ରହିଛି । ଗତ ୨୪ ଘଂଟା ଭିତରେ ସାରା ରାଜ୍ୟରେ…

ଦେଶରେ ଉପରମୁହାଁ କରୋନା ଗ୍ରାଫ୍ : ଗତ ୨୪ ଘଂଟାରେ ପୁଣି ଚିହ୍ନଟ ହେଲେ ୬୦ ହଜାର ୯୬୩ ନୂଆ ଆକ୍ରାନ୍ତ ; ସଂକ୍ରମଣରେ ଆଉ…

କନକ ବ୍ୟୁରୋ : ଦେଶରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ସାରା ଦେଶରେ ପୁଣି ଚିହ୍ନଟ ହୋଇଛନ୍ତି ୬୦ ହଜାର ୯୬୩ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୮କୁ ଛୁଇଁଛି । ସେହିପରି ଗତ ୨୪ ଘଂଟାରେ ସାରାଦେଶରେ କରୋନା ଭୂତାଣୁ…

୩୦ଟି ଜିଲ୍ଲାରୁ ୧୮୭୬ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୧୧୮୨, ସ୍ଥାନୀୟ ଅଞ୍ଚଳରୁ ୬୯୪ । ରାଜ୍ୟରେ ମୋଟ…

କନକ ବ୍ୟୁରୋ : ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦ ହଜାର ଟପିଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ୧୮୭୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୫୦,୬୭୨ରେ ପହଞ୍ଚିଛି ।ଏହି ୧୮୭୬ଟି ମାମଲା ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ମଧ୍ୟରୁ…

କୋଭିଡ୍ ଭ୍ୟାକସିନ ପାଇଁ ଗଠିତ ବିଶେଷଜ୍ଞଙ୍କ ସମିତିର ଆଜି ବସିବ ବୈଠକ । ନୀତି ଆୟୋଗର ଡକ୍ଟର ଭିକେ ପଲଙ୍କ ଅଧ୍ୟକ୍ଷତାରେ…

କନକ ବ୍ୟୁରୋ: ଆଜି କୋଭିଡ ଭ୍ୟାକସିନ ପାଇଁ ଗଠିତ ବିଶେଷଜ୍ଞ ସମିତିର ବୈଠକ ହେବ । ନୀତି ଆୟୋଗର ଡକ୍ଟର ଭିକେ ପଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ । କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ବୈଠକରେ ଭ୍ୟାକସିନ କିଣା, ବିକା ଓ ଯୋଗାଣ ଉପରେ ବିଚାର ବିମର୍ଶ କରାଯିବ ।…