Daily Archives

August 7, 2020

ତାଳଚେରର ସୁନ୍ଦରୀ ୪୨୦…ରୂପର ଯାଦୁ ଦେଖାଇ କରୁଛନ୍ତି ଠକେଇ । ସୁନ୍ଦରତାର ମାୟାଜାଲରେ ଡାକ୍ତରଙ୍କୁ ଫଶାଇ…

କନକ ବ୍ୟୁରୋ : ରୁପର ଯାଦୁ ଦେଖାଇ ଠକେଇ । ତାଲଚେରର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ରୁପର ଯାଦୁରେ ଫସେଇ ଲକ୍ଷାଧିକ ଠକେଇ କଲେ ସୁନ୍ଦରୀ ଯୁବତୀ । ଏନେଇ ଥାନାରେ ଅଭିଯୋଗ ହେବା ପରେ ସୁନ୍ଦରୀ ଯୁବତୀଙ୍କୁ ଜେଲ ଯିବାକୁ ପଡିଛି । ସୂଚନା ଅନୁସାରେ , ତାଳଚେର ବାଘୁଆବୋଲ ଅଂଚଳରେ ଅବସରପ୍ରାପ୍ତ…

ମୋଦି ଦେବେ ମାସକୁ ୩ ହଜାର…୪୪ ଲକ୍ଷ ଶ୍ରମିକ ଏବଂ କର୍ମଚାରୀଙ୍କୁ ପ୍ରତିମାସ ୩୦୦୦ ଟଙ୍କା ପେନସନ ଦେବେ କେନ୍ଦ୍ର…

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ୪୪ ଲକ୍ଷ ଶ୍ରମିକଙ୍କୁ ଏବେ ପ୍ରତି ମାସ ମିଳିବ ୩ ହଜାର ଟଙ୍କା । ତେବେ ଏହି ଅର୍ଥରାଶି ଶ୍ରମିକଙ୍କୁ ପେନସନ ଆକାରରେ ଦିଆଯିବ । କେନ୍ଦ୍ର ସରକାର ଅସଂଗଠିତ କ୍ଷେତ୍ର ପାଇଁ ତିନୋଟି ପେନସନ ଯୋଜନା ନିକଟରେ ଆରମ୍ଭ କରଥିଲେ । ଯେଉଁଥିରେ କୃଷକ,…

ମାଟି ଖୋଳି ପୁଲିସ ଜବତ କଲା ଚୋରି ହୋଇଥିବା ସୁନା: ଦୁଇ ଅଭିଯୁକ୍ତ ଗିରଫ; ଚତୁର୍ଥୀ ଦିନ ସୁନା ଲୁଟ କରି ଫେରାର…

କନକ ବ୍ୟୁରୋ: ମାଟି ତଳୁ ବାହାରିଲା ଚୋରି ହୋଇଥିବା ସୁନା । ଚୋରି ଅଭିଯୋଗ ପରେ ନିଆଳି ପୁଲିସ ଅଭିଯୁକ୍ତକୁ ଧରିବା ସହ ମାଟି ତଳେ ପୋତା ଯାଇଥିବା ସୁନାକୁ ମଧ୍ୟ ଉଦ୍ଧାର କରିଛି । ସୂଚନା ଅନୁସାରେ ଚତୁର୍ଥୀ ଦିନ ନବବଧୂଙ୍କ ଠାରୁ ସୁନା ଲୁଟ କରି ଖସି ଯାଇଥିଲା ଲୁଟେରା । ଏନେଇ ନିଆଳି ଥାନାରେ…

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ରିୟା । ସୁଶାନ୍ତଙ୍କ ସହ ସଂପର୍କ ଓ ଅର୍ଥ କାରବାର ନେଇ ହେବ ପଚରାଉଚରା

କନକ ବ୍ୟୁରୋ: ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ରିୟା ଚକ୍ରବର୍ତି । ଏବେ ଇଡି ଅଧିକାରୀ ରିୟାଙ୍କୁ ପଚରା ଉଚରା କରୁଛନ୍ତି । ସୁଶାନ୍ତଙ୍କ ସହ ସଂପର୍କ ଓ ଆର୍ଥିକ କାରବାର ନେଇ ପଚରାଉଚରା କରାଯାଉଛି । ରିୟାଙ୍କ ସଂପତି, ଆୟର ସ୍ରୋତ, ବ୍ୟବସାୟିକ କାରବାର, ଖର୍ଚ୍ଚ ବିବରଣୀ ସହ…

ଦେଶରେ ନୂଆ ଶିକ୍ଷା ନୀତି ନେଇ ମତ ରଖିଲେ ପ୍ରଧାନମନ୍ତ୍ରୀ । ବର୍ଷକୁ ଦୁଇ ଥର ହେବ ପରୀକ୍ଷା । ବହିର ବୋଝ କମାଇବାକୁ ହେବ…

କନକ ବ୍ୟୁରୋ : ଦେଶରେ ନୂଆ ଶିକ୍ଷା ନୀତି ସଂପର୍କରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ କନଫରେନ୍ସକୁ ସମ୍ବୋଧନ କରିଛନ୍ତି ନରେନ୍ଦ୍ର ମୋଦି । କହିଛନ୍ତି ଦୀର୍ଘ ୩୪ ବର୍ଷ ପରେ ଆସିଛି ନୂଆ ଶିକ୍ଷା ନୀତି । ତିନି ଚାରି ବର୍ଷ ବିଚାର ବିମର୍ଶ…

ସମ୍ପୂର୍ଣ୍ଣ ସୁସ୍ଥ ନୁହଁନ୍ତି କରୋନାମୁକ୍ତ ବ୍ୟକ୍ତି । କରୋନାରୁ ସୁସ୍ଥ ୯୦% ବ୍ୟକ୍ତିଙ୍କ ଫୁସଫୁସ୍ ଖରାପ୍ । ଚାଲିବାରେ…

କନକ ବ୍ୟୁରୋ : ସମ୍ପୂର୍ଣ୍ଣ ସୁସ୍ଥ ନୁହଁନ୍ତି କରୋନାମୁକ୍ତ ବ୍ୟକ୍ତି । କରୋନା ଭାଇରସର କେନ୍ଦ୍ରସ୍ଥଳ ବୁହାନରୁ ଆସିଲା ସାଂଘାତିକ ଖବର । ବୁହାନର ମୁଖ୍ୟ ହସ୍ପିଟାଲରୁ ଠିକ ହୋଇଥିବା ୧୦୦ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ନିଆଯାଇଥିବା ନମୂନା ସଂଗ୍ରହ କରାଯାଇ ଏକ ଅଧ୍ୟୟନ ହୋଇଥିଲା । ଆଉ ଏହି…