Daily Archives

August 7, 2020

ଗୋଟିଏ ଦିନରେ ସଂକ୍ରମଣ ମାମଲାରେ ଗଂଜାମକୁ ଟପିଗଲା ଖୋର୍ଦ୍ଧା : ଆଜି ଖୋର୍ଦ୍ଧାରେ ୨୯୮ ପଜିଟିଭ ଚିହ୍ନଟ, ଗଂଜାମରେ ୨୭୯…

କନକ ବ୍ୟୁରୋ : ଗଞ୍ଜାମ ପରେ ଚିନ୍ତା ବଢାଇଛି  ଖୋର୍ଦ୍ଧା ।  ଗଞ୍ଜାମରେ ୨୭୯ ଜଣ  ଓ ଖୋର୍ଧାରେ ୨୯୮ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ କମୁଥିବାବେଳେ ବେଳେ ବଢୁଛି ଖୋର୍ଦ୍ଧା ।  ଚଳିତ ସପ୍ତାହରେ  ଗଞ୍ଜାମରେ ଲଗାତାର ସଂକ୍ରମିତଙ୍କ ସଂଖ୍ୟା କମୁଛି ।  ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨…

ସର୍ବାଧିକ ୧୨ ଜଣଙ୍କ ଜୀବନ ନେଲା କରୋନା: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୪୭କୁ ବୃଦ୍ଧି; ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୩…

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ମହାମାରୀର ଗ୍ରାଫ୍ । ରାଜ୍ୟରେ ଗୋଟିଏ ଦିନରେ  ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି । ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ସର୍ବାଧିକ ୧୮୩୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ…

୨୯ଟି ଜିଲ୍ଲାରୁ ସର୍ବାଧିକ ୧୮୩୩ ପଜିଟିଭ; ସଂକ୍ରମିତଙ୍କ ମାମଲାରେ ଗଂଜାମକୁ ଟପିଲା ଖୋର୍ଦ୍ଧା; ଗଂଜାମରୁ ୨୭୯ ଏବଂ…

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ମହାମାରୀର କାୟା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଇତି ମଧ୍ୟରେ ଆଜି ବି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତ ୨୪ ଘଂଟା ଭିତରେ…

ଦିନକରେ ସର୍ବାଧିକ ୬୨ ହଜାର ୫୩୮ ପଜିଟିଭ ଚିହ୍ନଟ, ୮୮୬ମୃତ । ଦେଶରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧ ହଜାର…

କନକ ବ୍ୟୁରୋ: ଅଗଷ୍ଟ ୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୦,୨୭,୦୭୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆଜି ସବୁ ଦିନର ରେକର୍ଡ ଭାଙ୍ଗିଛି କରୋନା। ଏହି ଭୂତାଣୁ ଦ୍ବାରା କବଳିତ ହୋଇ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ରିୟାଙ୍କ ଆବେଦନକୁ ଖାରଜ କଲା ଇଡି; ହାଜର ହେବାକୁ ଅଧିକ ସମୟ ମାଗିଥିଲେ…

କନକ ବ୍ୟୁରୋ: ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ରିୟା କରିଥିବା ଆବେଦନକୁ ଖାରଜ କରିଦେଇଛି । ଆଜି ହାଜରେ ହେବାକୁ ଇଡି ରିୟା ଚକ୍ରବର୍ତିଙ୍କୁ ସମନ ଜାରି କରିଥିଲା । ହେଲେ ରିୟା ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ସେ ଅଧିକ ସମୟ ମାଗିଥିଲେ । ସୁପ୍ରିମକୋର୍ଟରେ ଅବେଦନର…

ଲଗାଣ ବର୍ଷା ଯୋଗୁଁ ପିପିଲିର ୪ଟି ପଂଚାୟତର ୭ଟି ଗାଁରେ ବନ୍ୟା ପରିସ୍ଥିତି : ଚାଷ ଜମିରେ ଲହଡି ଭାଙ୍ଗୁଛି ପାଣି, ଶହ ଶହ…

କନକ ବ୍ୟୁରୋ : ଲଗାଣ ବର୍ଷା ଆଣିଦେଲା ଦୁଃଖ । କୁତ୍ରିମ ବନ୍ୟା ଯୋଗୁଁ ଉଜୁଡିବାକୁ ବସିଲାଣି ହଜାର ହଜାର ହେକ୍ଟର ଧାନ ଫସଲ । ଚାଷ ଜମିରେ ପାଣି ଲହଡି ଭାଙ୍ଗୁଥିବାବେଳେ କେନାଲରେ ବି ବର୍ଷା ପାଣି ଠିକ ଭାବେ ନିଷ୍କାସନ ହୋଇପାରୁନାହିଁ । ଫଳରେ ପୁରୀ ପିପିଲି ବ୍ଲକ ୪ଟି ପଂଚାୟତର ୭ଟି ଗାଁରେ…