Daily Archives

August 3, 2020

୨ କୋଟି ଟପିଲା ଭାରତରେ କରୋନା ପରୀକ୍ଷା: ଗତକାଲି ରେକର୍ଡ ସଂଖ୍ୟକ ୩ ଲକ୍ଷ ୮୧ ହଜାର ୨୭ଟି ନମୁନା ଟେଷ୍ଟ

କନକ ବ୍ୟୁରୋ: ୨ କୋଟି ଟପିଲା ଭାରତରେ କରୋନା ଭୂତାଣୁ ପରୀକ୍ଷଣ । ଗତକାଲି ୩ ଲକ୍ଷ ୮୧ ହଜାର ୨୭ଟି ନମୁନା ପରୀକ୍ଷା ସହ ଏହି ରେକର୍ଡ ସଂଖ୍ୟକ ପରୀକ୍ଷା ହୋଇଛି । ଏନେଇ ସୂଚନା ଦେଇଛି ଆଇସିଏମଆର । ରବିବାର ସୁଦ୍ଧା ଦେଶରେ ମୋଟ ୨ କୋଟି ୨ ଲକ୍ଷ ୨ହଜାର ୮୫୮ କରୋନା ପରୀକ୍ଷା ହୋଇଛି । ସାରା…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅଙ୍କୁ କରୋନା : କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ରିପୋର୍ଟ…

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅଙ୍କୁ କରୋନା । କରୋନା ଆକ୍ରାନ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ । ତାଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ ନିଜର ପରୀକ୍ଷା…

ଭଉଣୀଙ୍କ ଆହ୍ୱାନ କ୍ରମେ ଲାଲ ସଂଗଠନ ଛାଡିଲେ କ୍ୟାଡର ମାଓବାଦୀ: ଦୀର୍ଘ ୧୩ ବର୍ଷ ପରେ ପୁଲିସ ଉପସ୍ଥିତିରେ ମାଓବାଦୀ ଭାଇ…

କନକ ବ୍ୟୁରୋ: ସଂପର୍କ ଯୋଡିଲା ରକ୍ଷା ବନ୍ଧନ । ବର୍ଷ ବର୍ଷର ଅପେକ୍ଷା ପରେ ଭାଇ ହାତରେ ରାକ୍ଷୀ ବାନ୍ଧିଲା ଭଉଣୀ । ତା ପୁଣି ପୁଲିସ ଉପସ୍ଥିତିରେ ଆତ୍ମସମର୍ପଣ କ୍ୟାମ୍ପରେ । ଭଉଣୀଙ୍କ ଆହ୍ୱାନ କ୍ରମେ ଲାଲ ସଂଗଠନ ଛାଡି ପୁଲିସ ପାଖରେ ଆତ୍ମସମର୍ପଣ କରିଛି କ୍ୟାଡର ମାଓବାଦୀ । ଏବଂ ଦୀର୍ଘ ୧୩…

ଅକ୍ସଫୋର୍ଡ ଭ୍ୟାକ୍ସିନକୁ ଭାରତରେ ପରୀକ୍ଷଣ ପାଇଁ ମିଳିଲା ଅନୁମତି : କୋଭିସିଲଡ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ…

କନକ ବ୍ୟୁରୋ : ଅକ୍ସଫୋର୍ଡ ଭ୍ୟାକସିନ କୋଭିସିଲଡର ଭାରତରେ ହେବ ମାନବ ପରୀକ୍ଷଣ । ଭାରତରେ ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପାଇଁ ଅନୁମତି ଦେଇଛି ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆ ବା ଡିସିଜିଆଇ । ଟିକା ପ୍ରସ୍ତୁତ କରିବା ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ…

ସଂପର୍କୀୟଙ୍କୁ ଶବ ଅଡୁଆ : ଅନ୍ତିମ ସତ୍କାର ପାଇଁ ଜୁଇ ସଜଡା ବେଳେ ଆସିଲା ମୃତ ବ୍ୟକ୍ତିଙ୍କ କରୋନା ପଜିଟିଭ ରିପୋର୍ଟ ;…

କନକ ବ୍ୟୁରୋ : ସମ୍ପର୍କୀୟଙ୍କ ପାଇଁ ଚିନ୍ତା ବଢାଇ ଦେଇଛି ଶବ ସତ୍କାର । ଅନ୍ତିମ ସକ୍ରାର ପାଇଁ ଜୁଇ ସଜଡା ବେଳେ ଆସିଲା ମୃତ ବ୍ୟକ୍ତିଙ୍କ କରୋନା ପଜିଟିଭ ରିପୋର୍ଟ । ଜଗତସିଂହପୁର ବାଲିକୁଦା ବାଲିପାଟଣା ଗାଁରେ ଏଭଳି ଏକ ଘଟଣା ଘଟିଛି । ବ୍ଲକ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି କରୋନା…

ରାଜ୍ୟରେ ୨ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା: ଗୋଟିଏ ଦିନରେ ଆଉ ୧୦ ମୁଣ୍ଡ ନେଲା ଭୂତାଣୁ, ମୃତ୍ୟୁ ସଂଖ୍ୟା ୨୦୭କୁ…

କନକ ବ୍ୟୁରୋ: ରାଜ୍ୟରେ ୨ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ ଆଉ ୧୦ ମୁଣ୍ଡ ନେଲା ଭୂତାଣୁ । ଗଂଜାମରୁ ୩, ରାୟଗଡାରୁ ୩, ଗଜପତି ୨, ଖୋର୍ଦ୍ଧା ଏବଂ କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧି ହୋଇଛି ।…