କନକ ବ୍ୟୁରୋ: ଓଡ଼ିଶାକ କରୁଛି କରୋନା ମୁକାବିଲା, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଓଡ଼ିଶା ପାଇଁ ଖୁସି ଖବର । ଦିନକରେ ସର୍ବାଧିକ କରୋନାରୁ ସୁସ୍ଥ ହେଲେ ୧ ହଜାର ୧୧୯ ଜଣ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨୩ ହଜାର ୭୩କୁ ବୃଦ୍ଧି । ଏନେଇ ସୂଚନା ଦେଇଛନନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ।
ତେବେ ସୁସ୍ଥଙ୍କ ମଧ୍ୟରେ କେଉଁ ଜିଲ୍ଲାରୁ କେତେ ଜଣ ଅଛନ୍ତି ଦେଖନ୍ତୁ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ପୂରା ତାଲିକା...
Odisha achieves another milestone with the recovery of a record 1119 #COVID19 patients today!
We salute the dauntless spirit of our Covid Warriors. 🙏
The total recovered cases of Odisha now stand at 23073.
354 from Ganjam
97 from Khurdha
83 from Gajapati
70 from Jajpur— H & FW Dept Odisha (@HFWOdisha) August 3, 2020
ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୨୩ ହଜାର ୭୩ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।