ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ଏଯାବତ୍ ଦିନକରେ ସର୍ବାଧିକ  ୧ ହଜାର ୧୧୯ କରୋନା ଆକ୍ରାନ୍ତ ସୁସ୍ଥ । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨୩ ହଜାର ୭୩କୁ ବୃଦ୍ଧି ।

1,617

କନକ ବ୍ୟୁରୋ: ଓଡ଼ିଶାକ କରୁଛି କରୋନା ମୁକାବିଲା, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଓଡ଼ିଶା ପାଇଁ ଖୁସି ଖବର । ଦିନକରେ ସର୍ବାଧିକ କରୋନାରୁ ସୁସ୍ଥ ହେଲେ ୧ ହଜାର ୧୧୯ ଜଣ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨୩ ହଜାର ୭୩କୁ ବୃଦ୍ଧି ।  ଏନେଇ ସୂଚନା ଦେଇଛନନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ।

ତେବେ ସୁସ୍ଥଙ୍କ ମଧ୍ୟରେ କେଉଁ ଜିଲ୍ଲାରୁ କେତେ ଜଣ ଅଛନ୍ତି ଦେଖନ୍ତୁ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ପୂରା ତାଲିକା…

ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୨୩ ହଜାର ୭୩ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

Comments are closed.