Daily Archives

August 3, 2020

ସଂକ୍ରମଣ ବେଳେ ଭାଇ-ଭଉଣୀ ସମ୍ପର୍କରେ ସେତୁ ସାଜିଲା ସୋସିଆଲ ମିଡିଆ । ଦୂରରେ ଥିବା ଭାଇକୁ ଭିଡିଓ କଲ କରି ରାକ୍ଷୀ…

କନକ ବ୍ୟୁରୋ: ଭାଇ ହାତ ଦେଖା, ମୁଁ ରାକ୍ଷୀ ବାନ୍ଧିବି... ମଥା ଦେଖା ମୁଁ ଚନ୍ଦନ ନାଇ ଦେବି ଆଉ ଆଁ କର ମିଠା ଖୁଆଇ ଦେବି... ଦୂରରେ ଥିବା ଭାଇ ହାତରେ ସମ୍ପର୍କର ସୂତା ବାନ୍ଧିବାକୁ ସୋସିଆଲ ମିଡିଆକୁ ମାଧ୍ୟମ କରିଛି ଭଉଣୀ । ଆଉ ଥାଳିରେ ଚାଉଳ, ଚନ୍ଦନ, ମିଠା ଧରି ଭିଡିଓ କଲରେ ଭାଇ ହାତରେ…

ଆସନ୍ତା ୫ ତାରିଖରୁ ଖୋଲିବ ଜିମ୍ ଓ ଯୋଗ କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ନୂଆ ଗାଇଡଲାଇନ୍,…

କନକ ବ୍ୟୁରୋ: ଯୋଗ ପ୍ରତିଷ୍ଠାନ ଓ ଜିମ୍ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଅନଲକ ୩.୦ରେ ଆସନ୍ତା ୫ତାରିଖରୁ କେତେକ କଟକଣା ଭିତରେ ଯୋଗକେନ୍ଦ୍ର ଓ ବ୍ୟାୟାମଶାଳା ଖୋଲିବାକୁ ଅନୁମତି ଦିଆଯାଇଛି । କୋଭିଡ ୧୯ର ସଂକ୍ରମଣ ରୋକିବା ଦୃଷ୍ଟିରୁ ସଦସ୍ୟ, କର୍ମଚାରୀ ଏବଂ ଭ୍ରମଣକାରୀ…

କୂଅରେ ପଡ଼ି ଛଟପଟ ହେଉଥିଲା ଛୁଆ । ଚିଆଁଚିଆଁ ଶବ୍ଦ କରି ଚିତ୍କାର କଲା ମାଙ୍କଡ଼ ମା’ । ପଶୁ ବୋଲି କେହି ବୁଝିଲେନି ମା’ର…

କନକ ବ୍ୟୁରୋ: ମା’ର ରୂପ ଅନେକ ହେଲେ ମମତା ଏକ । ମା’ ଶବ୍ଦରେ ହିଁ ଥାଏ ମମତା, ମା ଶବ୍ଦରେ ଭରି ରହିଥାଏ ମାପି ହେଉନଥିବା ଶକ୍ତି । ଯେତେବେଳେ ନିଜ ଛୁଆ ଉପରେ କିଛି ବିପତ୍ତି ମାଡ଼ିଆସେ ସେତେବେଳେ ମା’ ସାଜିଥାଏ ସିଂହବାହିନୀ ଆଉ ତା ଛୁଆର ଜୀବନ ପାଇଁ ନଜି ଜୀବନକୁ ବି ପାଣି ଛଡ଼ାଇଦିଏ । ସବୁ…

ଦିନେ ସାଇକେଲ୍ ଦୋକାନରେ କରୁଥିଲେ ପମ୍ପଚର ମାରିବାର କାମ । ସାଙ୍ଗର ସଂଘର୍ଷ ସାମ୍ନାରେ ସାହସର ବାଡ ହୋଇ ଛିଡା ହେଲେ…

କନକ ବ୍ୟୁରୋ : ସାଙ୍ଗ..ଗୋଟେ ସରୁନଥିବା ସମ୍ପର୍କର ନାଁ, ନିସ୍ୱାର୍ଥପର ଭଲପାଇବାର ନିର୍ଭୁଲ ଠିକଣା । ଆମେ ଦେହ ହେଲେ, ସାଙ୍ଗ ଆମ ଛାଇ, ଆମ ଶରୀରରେ ବହୁଥିବା ନିଶ୍ୱାସର ନଈ । ଆଜି ଆମେ ଆପଣଙ୍କୁ ସେମିତି ଏକ ବନ୍ଧୁତାର କାହାଣୀ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ବି କହିବେ, ସାଙ୍ଗ ହେବ ତ…

ସୁଶାନ୍ତ ସିଂହ ମାମଲାରେ ବଢ଼ିଲା ବିହାର ମୁମ୍ବାଇ ପୋଲିସ ବିବାଦ: ପାଟନା ଏସପିଙ୍କୁ ବିଏମସି ଅଧିକାରୀ ଜୋର ଜବରଦସ୍ତ…

କନକ ବ୍ୟୁରୋ: ସୁଶାନ୍ତ ସିଂହ ମାମଲାରେ ମୁମ୍ବାଇ ତଦନ୍ତ କରିବାକୁ ଯାଇଥିବା ବିହାର ପାଟନା ଏସପିଙ୍କୁ ବିଏମସି ଅଧିକାରୀ କ୍ୱାରେଟିନରେ ରଖିବାକୁ ନେଇ ତେଜିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ଦୁଇ ରାଜ୍ୟର ସରକାର । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯାହା ହୋଇଛି ଠିକ୍…

ଆସିଲା ରାଜଧାନୀର ସେରୋ ସର୍ଭେ ରିପୋର୍ଟ: ଭୁବନେଶ୍ୱରର ମାତ୍ର ୧.୪% ଲୋକଙ୍କଠାରେ ଆଂଟିବଡି ଠାବ; ସେପଟେ ଆଜିଠାରୁ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାତ୍ର ୧ ଦଶମିକ ୪ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି ହୋଇଛି । ଅର୍ଥାତ ୧ ଦଶମିକ ୪ ପ୍ରତିଶତ ଲୋକ ଅଜାଣତରେ କରୋନା ଆକ୍ରାନ୍ତ ହୋଇ ଭଲ ହୋଇଯାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା କମ୍ୟୁନିଟି ସେରୋ ସର୍ଭେରୁ ଏହା ଜଣାପଡିଛି । ହାଇରିସ୍କ ସେରୋ…