Daily Archives

August 2, 2020

ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଭବ୍ୟ ଭୂମି ପୂଜନ ସମାରୋହ ପାଇଁ ସଜେଇ ହେଉଛି ଅଯୋଧ୍ୟା । ମନ୍ଦିର ନଗରୀର ଗଳି…

କନକ ବ୍ୟୁରୋ : ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିରର ଭୂମି ପୂଜନ ସମାରୋହ ଅନୁଷ୍ଠିତ ହେବ । ହେଲେ ଆଜିଠାରୁ ଆରମ୍ଭ ହୋଇଗଲାଣି ଅଯୋଧ୍ୟାରେ ରାମନାମ । ମନ୍ଦିର ନଗରୀର ଗଳି କନ୍ଦିରେ ରାମଙ୍କ ଛବି ଥିବା ଗେରୁଆ ପତାକା ଉଡୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ପ୍ରତିରୋଧକ ଶକ୍ତି ବଢାଉଛି ବିସିଜି ଟୀକା । ବିଶେଷଜ୍ଞ କହିଲେ, କରୋନା ସଂକ୍ରମଣର ଜଟିଳ ପରିସ୍ଥିତିରୁ ବଞ୍ଚାଇଦେଉଛି…

କନକ ବ୍ୟୁରୋ : କରୋନା ମହାମାରୀ ଦିନକୁ ଦିନ ବ୍ୟାପୁଥିବା ବେଳେ ବିସିଜି ଟୀକା ପ୍ରତିଶେଧକ ଶକ୍ତି ବଢାଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜାତୀୟ ଟୀକାକରଣ କାର୍ଯ୍ୟକ୍ରମରେ ଭାରତ ଏବଂ ଚୀନରେ ବିସିଜି ଟୀକା ଦିଆଯାଇଥିବାରୁ ଏଠାରେ କରୋନାରେ ମୃତ୍ୟୁହାର ଯଥେଷ୍ଟ କମ୍ ରହିଛି । କରୋନା…

ଚାଷୀଙ୍କ ପାଇଁ ଖୁସି ଖବର, ବର୍ଷା ଆଣିବ ଆଶ୍ୱସ୍ତି । ଆସନ୍ତା ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା,…

କନକ ବ୍ୟୁରୋ: ସ୍ୱାଭାବିକ୍ ଠାରୁ କମ୍ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଉଥିବା ବେଳେ ପାଣିପାଗ ବିଭାଗର ଆକଳନ ଚାଷୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି । ଆସନ୍ତା ୪ ତାରିଖରେ ଉତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର…

ସିନେପ୍ରେମୀଙ୍କ ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ବିଗ୍ ବି’, ରିପୋର୍ଟ ନେଗେଟିଭ୍ ଆସିବାପରେ ହସ୍ପିଟାଲରୁ ହେଲେ…

କନକ ବ୍ୟୁରୋ: ବଲିଉଡ ଓ ସିନେମାପ୍ରେମୀଙ୍କ ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ବଲିଉଡର ସେହେନ୍ସା ଅମିତାଭ ବଚ୍ଚନ  । ରିପୋର୍ଟ ନେଗେଟିଭ ଆସିବା ପରେ ଘରକୁ ଫେରିଲେ ବିଗ୍ ବି । ‘ବିଗ୍ ବି’ଙ୍କ ପୁତ୍ର ଅଭିଷେକ ବଚ୍ଚନ ଏ ଖବର ଟୁଇଟର୍‌ରେ ସେୟାର୍‌ କରି ଲେଖିଛନ୍ତି, ଆଶ୍ବସ୍ତିର କଥା,…

ଶାହା ସଂକ୍ରମିତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରୋନା । ନମୁନା ପରୀକ୍ଷା ପରେ ପଜିଟିଭ ଚିହ୍ନଟ । ଟ୍ୱିଟ୍…

କନକ ବ୍ୟୁରୋ: ଶାହାଙ୍କୁ କରୋନା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରୋନା । ନମୁନା ପରୀକ୍ଷା ପରେ ପଜିଟିଭ ଚିହ୍ନଟ । କରୋନା ନେଇ ନିଜେ ଟୁଇଟ୍ କରି ସୂଚନା ଦେଲେ ଶାହା । ତେବେ ଟ୍ଵିଟରରେ ସେ ଲେଖିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ ।…

ରାକ୍ଷୀ କିଣିଥିଲା ଭଉଣୀ. ଭାଇକୁ ଟାଣିନେଲା କୁମ୍ଭୀର । ଜଗା ଭାଇକୁ ହରାଇ ବାହୁନି କାନ୍ଦୁଛି ଭଉଣୀ ସୁଭଦ୍ରା । କହୁଛି,…

କନକ ବ୍ୟୁରୋ: ରାକ୍ଷୀ ଅଛି, ରୁଦ୍ର ନାହିଁ... ଭଉଣୀ ଅଛି ଭାଇ ନାହିଁ... ଭାଇଭଉଣୀ ସମ୍ପର୍କର ସୂତାଖିଅ ଆଜି ଶେଷ ସ୍ମୃତି ପାଲଟିଛି । ଆଉ ଆଖିରେ ଆଖିଏ ଲୁହ ନେଇ ଅଫେରା ରାଇଜକୁ ଚାଲିଯାଇଥିବା ଭାଇର ବାଟକୁ ଭଉଣୀ ଚାହିଁ ବସିଛି । ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା । କୁନି ଭାଇ ହାତରେ…