Daily Archives

August 2, 2020

୨ରୁ ୬ ଯାଏ ପ୍ରବଳ ବର୍ଷିବ : ଆଜି ୧୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା; ୧୧ ଜିଲ୍ଲା ପାଇଁ ୟେଲୋ…

କନକ ବ୍ୟୁରୋ :  ବର୍ଷା ଆଣିବ ଆଶ୍ୱସ୍ତି । ବର୍ଷାଭାବ ଯୋଗୁଁ ରାଜ୍ୟରେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀଙ୍କୁ ଆଶ୍ୱସ୍ତ କରିବ । ଆସନ୍ତା ୫ ତାରିଖ ଯାଏଁ କେମିତି ରହିବ ପାଣିପାଗର ସେ ସମ୍ପର୍କରେ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଆଜି…

ସ୍ତ୍ରୀକୁ ବଞ୍ଚାଇବାକୁ ଧାଇଁ ଧାଇଁ ଧଇଁସଇଁ ହେଇଗଲେ ସରକାରୀ ଡାକ୍ତର । ହେଲେ ମେଡ଼ିକାଲକୁ ପଶେଇ ଦେଲାନି ସିକ୍ୟୁରିଟି…

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ ସମ୍ମାନ ନୁହେଁ ସହଯୋଗ ଆବଶ୍ୟକ । ମହାମାରୀ ସମୟରେ ଯୋଦ୍ଧାଙ୍କ ସ୍ତ୍ରୀଙ୍କୁ ମାରିଦେଲା ସନ୍ଦେହ । ହାତରେ ଥାଏ ସ୍ତ୍ରୀର କରୋନା ନେଗେଟିଭ୍ ରିପୋର୍ଟ । କାନ୍ଦ କାନ୍ଦ ହୋଇଯାଉ ଗୋଡ଼ହାତ ଧରିପକାଉ ଥାଆନ୍ତି କରୋନା ଯୋଦ୍ଧା । ଏ ମେଡ଼ିକାଲରୁ ସେ ମେଡ଼ିକାଲରୁ…

କରୋନା କାଳରେ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା ! ମହାମାରୀ ସଂକଟରେ ଆଉ ରହିବନି ଶିକ୍ଷାଦାନର ସମସ୍ୟା । ଅନଲାଇନରେ…

କନକ ବ୍ୟୁରୋ: କରୋନା ପାଇଁ ଦୋହଲିଯାଇଛି ଶିକ୍ଷା ବ୍ୟବସ୍ଥା । ଦେଶବ୍ୟାପୀ ମହାମାରୀ ମହାସଂକଟ ଜାରି ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ସେହିଭଳି କରୋନା କାଳରେ ପିଲାଙ୍କ ପାଠପଢାରେ ଯେଭଳି…

ଚାଷୀଙ୍କ ପାଇଁ ଆସୁଛି ଭଲ ଖବର: ୪ ଓ ୫ ତାରିଖରେ ବର୍ଷା ସମ୍ଭାବନା; ସାରା ଓଡିଶାରେ ହେବ ବର୍ଷା, କେତେକ ସ୍ଥାନରେ…

କନକ ବ୍ୟୁରୋ: ଚାଷୀଙ୍କ ପାଇଁ ଆସୁଛି ଭଲ ଖବର । ଲଘୁଚାପ ଆଣିବ ବର୍ଷା । ଆସନ୍ତା ୪ ତାରିଖରେ ଉତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ସମ୍ଭାବନା ଉଜ୍ଜଳ ହୋଇଛି । ଉତର-ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ । ଜୁଲାଇ ମାସରେ ବର୍ଷା ନ ହେବାରୁ ଉପକୂଳ ଓଡିଶାରେ ସାଂଘାତିକ ମରୁଡି…

ଖଟିଆରେ ବୁହା ହେଲେ ରୋଗୀ । ରାସ୍ତା ନାହିଁ ବୋଲି ଆସିପାରିଲାନି ଆମ୍ବୁଲାନ୍ସ । ପ୍ରାୟ ୨ କିଲୋମିଟର ବାଟ ଖଟିଆରେ ବୁହା…

କନକ ବ୍ୟୁରୋ: ରାସ୍ତା ନାହିଁ । ଖଟିଆରେ ବୁହା ହେଲେ ରୋଗୀ । ପ୍ରାୟ ୨ କିଲୋମିଟର ବାଟ ଖଟିଆରେ ବୁହା ହୋଇ ଆସିଲେ ରୋଗୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକରୁ । ଚମ୍ପୁଆ ବ୍ଲକର ବସିରା ଗାଁର ଚତୁରି ସାହିର ସୁନାରାମ ମୁଣ୍ଡା ନିଶ୍ୱାସ ପ୍ରଶ୍ୱାସ…

ଚାଷୀର ଭାତ ହାଣ୍ଡିକୁ ଦଇବ ଭରସା : ବର୍ଷା ଅଭାବରୁ ଜମି ଫାଟି ଆଁ, ଶୁଖିଲା ଜମିରେ ତଳି ରୋଇଲା ଚାଷୀ; ନିଆଳିରେ ଶହ ଶହ…

କନକ ବ୍ୟୁରୋ : ଚାଷୀର ଭାତ ହାଣ୍ଡିକୁ ଦଇବ ଭରଷା । ଶ୍ରାବଣ ସରିଲା ଖରିଫ ଧାନ ପାଇଁ ଚାଷୀ ପାଣି କିଣିଲା ଭଗବାନ ଭରଷାରେ ସୁଖିଲା କ୍ଷେତରେ ଧାନ ରୁଆ କାମ ଆରମ୍ଭ କରିଛନ୍ତି ଚାଷୀ । ଆଗାମୀ ବର୍ଷାର ସୂଚନା ପାଇଁ ଡହଡହ ମୁଣ୍ଡଫଟା ଖରାରେ ସୁଖିଲା ବିଲରେ ଧାନ ତଳି ରୋଉଛନ୍ତି କଟକ ନିଆଳି ବ୍ଲକ…