Daily Archives

August 1, 2020

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ଆଶ୍ରମରେ କ୍ରାଇମବ୍ରାଂଚ ଟିମ: ଅନ୍ତେବାସୀଙ୍କୁ କରିବ ପଚରା ଉଚରା, ଗତକାଲି ପତ୍ନୀ…

କନକ ବ୍ୟୁରୋ: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଉପରେ ପରଦା ହଟାଇବାକୁ ତନାଘନା ଚଲାଇଛି କ୍ରାଇମବ୍ରାଂଚ ଟିମ୍ । ଆଜି ଆଦିତ୍ୟ ଦାଶ ଚଳାଉଥିବା ଆଶ୍ରମରେ ପହଂଚିଛନ୍ତି ତଦନ୍ତକାରୀ ଦଳ । ଆଶ୍ରମରେ ରହୁଥିବା ଅନ୍ତେବାସୀଙ୍କୁ କ୍ରାଇମବ୍ରାଂଚ ଅଧିକାରୀମାନେ ପଚରା ଉଚରା କରିବେ । ତଦନ୍ତ ଭାର…

ପ୍ରେତାମ୍ନା କହୁଛି ହତ୍ୟାକାରୀ କିଏ ? ମହିଳାଙ୍କ ଦେହରେ ସବାର ହେଲା ମୃତ ପରୀର ପ୍ରେତ । ଦେଲା ହତ୍ୟାକାରୀର ଠିକଣା ।…

କନକ ବ୍ୟୁରୋ : ମହିଳାଙ୍କ ଦେହରେ ସବାର ହୋଇଛି ମୃତ ଶିଶୁର ପ୍ରେତ । ଏକବିଂଶ ଶତାବ୍ଦିରେ ଭୂତପ୍ରେତ ଯେ କାହା ଦେହରେ ସବାର ହୋଇପାରେ ଏଭଳି ଅନ୍ଧବିଶ୍ୱାସ ବି ରହିଛି । କନକ ନ୍ୟୁଜ୍ ଏଭଳି ଅନ୍ଧବିଶ୍ୱାସକୁ ଆଦୌ ସମର୍ଥନ କରେନାହିଁ । କିନ୍ତୁ ନୟାଗଡ ଯଦୁପୁରରେ ଏହି ମହିଳାଙ୍କ ଦେହରେ ଏକ ସାଢେ…

ଜୟପୁରରୁ ସାଢ଼େ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ : ଜୟପୁରରୁ ସାଢ଼େ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲାରୁ ସାଢ଼େ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଜଣାଯାଇଛି । ଏହି ମାମଲାରେ ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଫେରାର୍ ହୋଇ ଯାଇଥିବାର ଖବର ମିଳିଛି ।…

୭୨ ଘଂଟିଆ ସଟଡାଉନ ରାୟଗଡ । ସଂକ୍ରମଣକୁ ରୋକିବାକୁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ

କନକ ବ୍ୟୁରୋ : ରାୟଗଡା ଜିଲ୍ଲା ୭୨ ଘଂଟା ଯାଏ ସଟଡାଉନ । ଆସନ୍ତାକାଲିଠୁ ମଙ୍ଗଳବାର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛି ଜିଲ୍ଳା ପ୍ରଶାସନ । ଜିଲ୍ଲା ଚିକିତ୍ସାଳୟ ବି ୪୮ ଘଂଟା ଯାଏ ବନ୍ଦ ରହିବ । କେବେଳ ଜରୁରୀକାଳୀନ ସେବା ଓ କାଜୁଆଲଟି ଖୋଲା ରହିବ । କରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ…

ଗଂଜାମରେ ଅପରାହ୍ନ ୪ରୁ ସକାଳ ୫ଟା ଯାଏଁ ଜାରି ରହିବ ନାଇଟ କର୍ଫ୍ୟୁ: ସକାଳ ୫ରୁ ଦିନ ଅପରାହ୍ନ ୪ଟା ଯାଏଁ ଦୋକାନ ବଜାର…

କନକ ବ୍ୟୁରୋ:  ଅଗଷ୍ଟ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଆସିବା ପରେ ଗଂଜାମ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଗଂଜାମ ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି ରହିବ । ତେବେ ନାଇଟ କର୍ଫ୍ୟୁର ସମୟ ଏବେ ପରିବର୍ତନ ହେବ । ଅପରାହ୍ନ ୪ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ କଟକଣା…

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଗଂଜାମରେ ଜାରି ରହିବ ଲକଡାଉନ । ଶନିବାର ଓ ରବିବାର ହେବ ସଟଡାଉନ, ସଠିକ ଢଙ୍ଗରେ ମାସ୍କ…

୫ ସୂତ୍ର ପାଳନ କରି ଦୋକାନ ଖୋଲନ୍ତୁ ଦୋକାନୀ ।  କନକ ବ୍ୟୁରୋ : ଗଂଜାମରେ ୩୧ ପର୍ଯ୍ୟନ୍ତ ଲକଡାଉନ ରହିବା ନେଇ ଘୋଷଣା କଲେ ଜିଲ୍ଲାପାଳ । ଜିଲ୍ଲାରେ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ନିଷ୍ପତ୍ତି ନିଆଯାଇଥିବା ନେଇ ମିଳିଛି ସୂଚନା । ଘରକୁ ଘର ବୁଲି ପ୍ରଶାସନ ପକ୍ଷରୁ ଟ୍ରେସିଂ ଚାଲିଛି ।…