Daily Archives

August 1, 2020

ଆଉ ୧୦ ମୁଣ୍ଡ ନେଲା କରୋନା । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭କୁ ବୃଦ୍ଧି । ଅଗଷ୍ଟ ଆରମ୍ଭରୁ ରାଜ୍ୟରେ କରୋନା…

ଆଜି ରାଜ୍ୟରେ ୧୬୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୦ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୫…

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଲେ ଭଉଣୀ । ଟ୍ୱିଟ କରି ତୁରନ୍ତ…

କନକ ବ୍ୟୁରୋ : ମୋଦିଙ୍କୁ ଟ୍ୱିଟ କଲେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ । ସୁଶାନ୍ତ ମୃତ୍ୟୁ ମାମଲାର ତୁରନ୍ତ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ସୁଶାନ୍ତଙ୍କ ଭଉଣୀ ସ୍ୱେତା ସିଂ । ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ଭରସା ଅଛି…

ସାମ୍ବାଦିକ ଓ ପୋଲିସକୁ ମାଡମାରି ଡାକ୍ତର ଗିରଫ: କେନ୍ଦ୍ରାପଡା ଦୁର୍ଗା ନର୍ସିଂହୋମର ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ…

କନକ ବ୍ୟୁରୋ: ସାମ୍ବାଦିକ ଓ ପୋଲିସକୁ ଆକ୍ରମଣ ଅଭିଯୋଗରେ ଡାକ୍ତର ଗିରଫ । ଅଭିଯୋଗ ଅନୁସାରେ ଖବର ସଂଗ୍ରହ କରିବାକୁ ଯାଇଥିବା ଏକ ୱେବ ଚ୍ୟାନେଲର ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ କେନ୍ଦ୍ରାପଡା ଦୁର୍ଗା ନର୍ସିଂହୋମର ଡାକ୍ତର । ଆକ୍ରମଣର ଶିକାର ସାମ୍ବାଦିକ ଥାନାରେ ଅଭିଯୋଗ କରିବା ପରେ ଟାଉନ…

ମାଟ୍ରିକ ରେଜଲ୍ଟ ଶୁଣିବାକୁ ନାହାନ୍ତି ରୁଦ୍ର । ଫଳ ଆସିବା ପୂର୍ବରୁ କୁମ୍ଭୀର ଆଁରେ ଚାଲିଗଲା ଜୀବନ । ସାଇତା ହୋଇଛି…

କନକ ବ୍ୟୁରୋ : ଭଲ ନମ୍ବର ରଖି ମାଟ୍ରିକ ପାସ୍ କରିଛନ୍ତି ରୁଦ୍ର । ହେଲେ ପରୀକ୍ଷା ଫଳ ଦେଖିବାକୁ ଏ ଦୁନିଆରେ ନାହାନ୍ତି ପୁଅ । ଖୁସି ହେବା ବଦଳରେ ଘରେ କାନ୍ଦବୋବାଳି ପଡ଼ିଛି ।  ବାଳ ମୁକୁଳା କରି ଛୋଟ ପିଲାଙ୍କ ପରି ଧୂଳିବାଲିରେ କାନ୍ଦି କାନ୍ଦି ଗଡ଼ିଯାଉଛି ମା’ । ବାୟାଣୀ ପରି ପୁଅ କାହିଁ…

ରାଜ୍ୟରେ ମାଡି ଚାଲିଛି ମହାମାରୀ । ୨୯ ଜିଲ୍ଲାରୁ ଆଜି ଆଉ ୧୬୦୨ ପଜିଟିଭ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୯୯୩ ବାକି ୬୦୯…

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ମହାମାରୀ । ଆଜି  ପୁଣି ରାଜ୍ୟର ୨୯ଟି ଜିଲ୍ଲାରୁ ୧୬୦୨  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୯୯୩ ଜଣ କ୍ୱାରେଂଟନ ସେଂଟରୁ ଚିହ୍ନଟ ହୋଇଥିବା ବେଳେ ବାକି ୬୦୯ ଜଣ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଅଂଚଳର ।…

ଦେଶରେ ଉପର ମୁହାଁ କରୋନା ମିଟର: ପୁଣି ୨୪ ଘଂଟାରେ ୫୭ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ, ୭୬୪ ମୃତ; କରୋନା…

କନକ ବ୍ୟୁରୋ: ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତକାଲି ୨୪ଘଣ୍ଟାରେ ୫୫,୦୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ଜୁଲାଇ ୩୧ ତାରିଖ…