Monthly Archives

August 2020

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ । ୮୪ ବର୍ଷ ବୟସରେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଶେଷ ନିଶ୍ୱାସ…

କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ । ୮୪ ବର୍ଷ ବୟସରେ ଆଖି ବୁଜିଲେ ପ୍ରଣବ । ଏନେଇ ସୂଚନା ଦେଇଛନ୍ତି ପ୍ରଣବଙ୍କ ପୁଅ ଅଭିଜିତ । ଦୀର୍ଘ ଦିନ ହେବ ଗୁରୁତର ଅସୁସ୍ଥ ଥିଲେ ପ୍ରଣବ । ଏପରିକି ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସିତ କରାଯାଉଥିଲା । ଦିଲ୍ଲୀର…

ମୁଖ୍ୟମନ୍ତ୍ରୀ ବୁଲିଲେ ବନ୍ୟାଞ୍ଚଳ । ଆକାଶ ମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଦେଖିଲେ ବନ୍ୟାସ୍ଥିତି । ବନ୍ୟାଞ୍ଚଳ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ବନ୍ୟାର ଭୟାବହତା ଦେଖିଛନ୍ତି । ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । Undertook an aerial survey of flood…

ବର୍ଷାରୁ ଓଡିଶାକୁ ତ୍ରାହି ନାହିଁ ! ଆଜିଠୁ ଆସନ୍ତା ୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ବର୍ଷିବ: ଆଜି…

କନକ ବ୍ୟୁରୋ: ଘରେ ପାଣି ବାହାରେ ପାଣି । ଗତ ଲଘୁଚାପ ଜନିତ ବର୍ଷା ଯୋଗୁଁ ନଦୀରେ ବନ୍ୟା ଆସିବାରୁ ଲୋକେ ପାଣି ଘେରରେ ରହିଛନ୍ତି । ତଥାପି ଓଡିଶାକୁ ବର୍ଷାରୁ ନିସ୍ତାର ନାହିଁ । କାରଣ ଆଜିଠୁ ଆସନ୍ତା ୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ବର୍ଷିବ । ପାଣି ପାଗ ବିଭାଗର ଆକଳନ…

କରୋନାକୁ ନେଇ ଆସିଲା ଭଲ ଖବର । ଖୁବଶୀଘ୍ର ଭୁବନେଶ୍ୱର ସମ୍ ହସ୍ପିଟାଲରେ ହେବ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ମାନବ…

କନକ ବ୍ୟୁରୋ: ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକସିନ ଟୀକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ । ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଜାରି ରହିଛି ବୋଲି କହିଛନ୍ତି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ତଥା…

ଯାଜପୁର ଜିଲ୍ଲାରେ କଲବଲ କରୁଛି ବନ୍ୟା । ବରୀରେ ପାଣି କମିଛି ହେଲେ ଦୁର୍ଦ୍ଦଶା ବଢିଛି । ଘର-ବାହାରେ ଚାରିଆଡେ ପାଣି…

କନକ ବ୍ୟୁରୋ: ଯାଜପୁରରେ ବନ୍ୟା ସ୍ଥିତି ସଂଗୀନ । ବରୀ ଅଂଚଳରେ ସାମାନ୍ୟ ପାଣି କମିଛି ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ବରୀ ବନ୍ୟାଂଚଳରେ ଘରକୁ ଯିବା ପାଇଁ ବାପା କାନ୍ଧରେ ଝିଅକୁ ବସାଇ ନେଉଥିବା ଦୃଶ୍ୟ କଏଦ ହୋଇଛି । ଏପରିକି ଗାଁ ଦାଣ୍ଡରେ ବନ୍ୟା ପାଣି ଚାଲୁଥିବାରୁ ଛାତ ଉପରେ ମଣିଷ,…

ମାଲକାନଗିରିରୁ ସାମ୍ନାକୁ ଆସିଲା ସବୁଜ ଜହର କାରବାରରେ ପୁଲିସ ଲିଙ୍କ । ଗଂଜେଇ ମାଫିଆଙ୍କ ଗାଡି ପାର୍ କରାଇ ଦେବା ପାଇଁ…

କନକ ବ୍ୟୁରୋ: ପୁଲିସକୁ ବାନ୍ଧିଲା ପୁଲିସ । ମାଲକାନଗିରିରୁ ସାମ୍ନାକୁ ଆସିଛି ସବୁଜ ଜହର କାରବାରରେ ପୁଲିସ ଲିଙ୍କ । ଗଂଜେଇ ମାଫିଆଙ୍କ ଗାଡି ପାର୍ କରାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ପୁଲିସ ଅଧିକାରୀଙ୍କୁ ଗିରଫ କରିଛି ପୁଲିସ । ଛଅଦିନ ତଳେ ଏଏସଆଇ, ହୋମଗାର୍ଡ  ଓ…