Daily Archives

July 31, 2020

ପେଶାରୁ ନିଶା କେବଳ ସେବା ହିଁ ସେବା : ଜଗତସିଂହପୁରର ଆଇନଜୀବୀଙ୍କ ଅଜବ ନିଶା । ଲୋକଙ୍କ ସେବାରେ ଲାଗିବ ଜୀବନ ଯାକର…

କନକ ବ୍ୟୁରୋ: ଜୀବନ ସାରା କଷ୍ଟ ଅର୍ଜିତ ଧନ ସମ୍ପତ୍ତିକୁ ବାପା-ମାଆ ପିଲାଙ୍କ ପାଇଁ ସାଇତି ରଖିଥାନ୍ତି । ବାପା-ମାଙ୍କର ସମ୍ପତ୍ତିରେ ମଧ୍ୟ ପିଲାମାନେ ଅଧିକାର ସାବ୍ୟସ୍ତ କରିଥାନ୍ତି । କିନ୍ତୁ ଜଗତସିଂହପୁରର ଜଣେ ଆଇନଜୀବୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜଗତସିଂହପୁର…

ସମାଜସେବୀ ଆଦିତ୍ୟ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଆଦିତ୍ୟଙ୍କ ଘରେ ବିଦ୍ୟାଶ୍ରୀଙ୍କୁ କ୍ରାଇମବ୍ରାଞ୍ଚର…

କନକ ବ୍ୟୁରୋ: ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚର ଛାନଭିନ ଜାରି ରହିଛି । ଆଜି ଘଟଣା ନେଇ ପରିବାର ଲୋକଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଂଚ ଟିମ । ମୃତ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ଘରେ କ୍ରାଇମବ୍ରାଂଚ ଟିମ୍ ପହଂଚି ବିଦ୍ୟାଶ୍ରୀଙ୍କୁ ପଚରାଉଚରା କରୁଛି । ଗତକାଲି ଲିଙ୍ଗରାଜ…

ଆସିପାରେ ଓଡ଼ିଶାର ଅନଲକ-୩.୦ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ । ସାଢେ ୬ଟାରେ ଅନଲକ୍-୩.୦ର ରୂପ…

କନକ ବ୍ୟୁରୋ: ସଂଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ । ଆଜି ସଂଧ୍ୟା ସାଢେ ୬ଟାରେ ଅନଲକ୍-୩.୦ର ରୂପ ରେଖ ସ୍ପଷ୍ଟ କରିପାରନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇ ସାରିଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି ।…

ଜୀବନ ନେଇଗଲା ନାଲିପାଣି ନିଶା: କରୋନା କଟକଣାରେ ମଦ ନମିଳିବାରୁ ପିଇ ଦେଲେ ସାନିଟାଇଜର; ଆନ୍ଧ୍ରପ୍ରଦେଶରେ ସାଇଟାଇଜର…

କନକ ବ୍ୟୁରୋ: ଗତ ଦୁଇ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଆଲକହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ପିଇ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛି ପୁଲିସ। କୁରିଚେଡୁ ସହରରେ ଏହି ଦଃଖଦ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ…

ରାଜ୍ୟରେ ଦିନକୁ ହେବ ୨୦ ହଜାର ପରୀକ୍ଷଣ : ଆଇଏଲଏସ ନିର୍ଦ୍ଦେଶକ କହିଲେ, ଗଂଜାମ , ଖୋର୍ଧା , କଟକ ଓ ଯାଜପୁରରେ ସ୍ଥିତି…

କନକ ବ୍ୟୁରୋ  : ରାଜ୍ୟରେ ପରୀକ୍ଷଣ ବଢିବା ନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ଦୈନିକ ୧୨ ହଜାର ବଦଳରେ ଆଗକୁ ଦୈନିକ ୨୦ ହଜାର ନମୂନା ପରୀକ୍ଷଣ କରାଯିବ । ୮ ହଜାର ଆର୍ଟିଫିସିଆଲ୍ ଏବଂ ବାକି ଆଂଟିଜେନ୍ ଓ ଟ୍ରୁନେଟ୍ ପରୀକ୍ଷା ହେବ । ବର୍ତମାନ ଆଂଟିଜେନ୍ କିଟ୍ ର ଅଭାବ…

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓପିଡି ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ : ଷ୍ଟାର୍ଫ ନର୍ସ ଓ ସୁରକ୍ଷା କର୍ମୀ…

କନକ ବ୍ୟୁରୋ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓପିଡି ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ । ମେଡିକାଲର ଷ୍ଟାର୍ଫ ନର୍ସ ଓ ସୁରକ୍ଷା କର୍ମୀ ପଜିଟିଭ ଆସିବା ପରେ ଓପିଡିକୁ ବନ୍ଦ କରିଦିଆଯାଇଛି । କେବେଳ ଜରୁରୀ କାଳୀନ ବିଭାଗରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯିବ । ଜେନେରାଲ,…