କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓପିଡି ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ : ଷ୍ଟାର୍ଫ ନର୍ସ ଓ ସୁରକ୍ଷା କର୍ମୀ ପଜିଟିଭ ଆସିବା ପରେ ପଦକ୍ଷେପ; କେବେଳ ଜରୁରୀ କାଳୀନ ବିଭାଗରେ ଗୁରୁତର ରୋଗୀଙ୍କୁ କରାଯିବ ଚିକିତ୍ସା

235

କନକ ବ୍ୟୁରୋ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓପିଡି ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ । ମେଡିକାଲର ଷ୍ଟାର୍ଫ ନର୍ସ ଓ ସୁରକ୍ଷା କର୍ମୀ ପଜିଟିଭ ଆସିବା ପରେ ଓପିଡିକୁ ବନ୍ଦ କରିଦିଆଯାଇଛି । କେବେଳ ଜରୁରୀ କାଳୀନ ବିଭାଗରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯିବ । ଜେନେରାଲ, ପେଡ୍ରିଆଟିକ, ଲେବର ରୁମ ଖୋଲାରହିବ ବୋଲି ମେଡିକାଲ କତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।