Daily Archives

July 31, 2020

ପରୀକ୍ଷା ମୂଳକ ଭାବେ ମାଲବାହୀ ଟ୍ରେନ ଗଡିଲା ବେଳେ ଉତେଜନା : ପାରାଦୀପ-ହରିଦାସପୁର ରେଳ ଲାଇନରେ ଯାତ୍ରୀବାହି ଟ୍ରେନ…

କନକ ବ୍ୟୁରୋ : ପାରାଦୀପ-ହରିଦାଶପୁର ରେଳ ଉଦଘାଟନ ଆଗରୁ ତେଜିଲା ବିରୋଧ । ମାଲବାହୀ ବଦଳରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଦାବିରେ ରେଳ ଟ୍ରାକରେ ପ୍ରତିବାଦରେ ବସିଲେ ଲୋକେ । ନୂଆ ଗାଁ ଷ୍ଟେସନରେ ଏପରି ବିରୋଧ ଦେଖିବାକୁ ମିଳିଛି । ଆଜି ପାରାଦୀପ ବନ୍ଦରରୁ ପରୀକ୍ଷାମୂଳକ ଭାବେ ଏକ ମାଲବାହୀ…

ଓଡିଶାର ମରୁଡି ପ୍ରଭାବିତ ଅଂଚଳରୁ ଆସିଲା ଅଭାବନୀୟ ଚିତ୍ର : କୂଅରୁ ପାଣି ନେଇ ଜମିରେ ପକାଉଛି ଚାଷୀ ; ଯେକୌଣସି ଉପୟରେ…

କନକ ବ୍ୟୁରୋ : ଶ୍ରାବଣରେ ମୌସୁମୀର ଦେଖାନାହିଁ । ଚାଷ ଜମି ଫାଟି ଆଁ କଲାଣି ।  ବର୍ଷା ଅଭାବରୁ ଚାଷ କାମ ବି ଆଗେଇପାରୁନି ।  ଫଳରେ ଚାଷୀ ଏବେ  ବର୍ଷାକୁ ଚାତକ ଭଳି ଚାହିଁରହିଛି ।  କମ ବର୍ଷା ଯୋଗୁଁ ରାଜ୍ୟର ୧୧ଟି ଜିଲ୍ଲାରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରୁ ଜମି ଫାଟି…

ଆସିଲାନି ଆମ୍ବୁଲାନ୍ସ । ପିପିଇ କିଟ୍ ପିନ୍ଧି ହସ୍ପିଟାଲରେ ପହଞ୍ଚିଲେ କରୋନା ଆକ୍ରାନ୍ତ । ସାରା ବିଶ୍ୱ ଆଗରେ ସୃଷ୍ଟି…

କନକ ବ୍ୟୁରୋ : ସଚେତନ କରୋନା ସଂକ୍ରମିତ । ଆସିଲାନି ଆମ୍ବୁଲାନ୍ସ, ପିପିଇ କିଟ୍ ପିନ୍ଧି ହସ୍ପିଟାଲରେ ପହଞ୍ଚିଲେ କରୋନା ରୋଗୀ । ଆମ୍ବୁଲାନ୍ସ ନଆସୁ, ମୁଁ ନିଜେ ହସ୍ପିଟାଲ ଯିବି । ମୋ ପାଇଁ ଯେମିତି ଆଉ କେହି ସଂକ୍ରମିତ ନହୁଅନ୍ତୁ । ଆମେ ସମସ୍ତେ ସଚେତନ ହେଲେ କରୋନା ହାରିବ । ଇଏ ଥିଲା…

ପେଟ୍ରୋଲ୍ ପମ୍ପରେ ତେଲ ଭରୁ ଭରୁ ଅଚାନକ୍ ଜଳିଉଠିଲା ବାଇକ୍ । କେହି କିଛି ବୁଝିବା ପୂର୍ବରୁ ଜଳି ପୋଡି ପାଉଁଶ ହୋଇଗଲା…

କନକ ବ୍ୟୁରୋ: ପେଟ୍ରୋଲ ପମ୍ପରେ ତେଲ ଭରିବା ସମୟରେ ଆପଣ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍ । ଆପଣଙ୍କର ଏହି ଗୋଟିଏ ଭୁଲ୍ ପାଇଁ ଚାଲିଯାଇପାରେ ଜୀବନ । କାହିଁକି ନା ଆଜି ଆମେ ଆପଣଙ୍କୁ ଯେଉଁ ଛାତିଥରା ଦୃଶ୍ୟ ଦେଖାଇବୁ ତାକୁୁ ଦେଖିଲା ପରେ ଆପଣଙ୍କ ପାଦ ତଳୁ…

କରୋନା ନେଲା ଆଉ ୮ ଜୀବନ । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୭୭ରେ ପହଞ୍ଚିଲା ।

କନକ ବ୍ୟୁରୋ : କରୋନା ନେଲା ଆଉ ୮ ଜୀବନ । ରାଜ୍ୟରେ ବଢ଼ି ବଢ଼ି ଚାଲିଛି କରୋନା କୋପ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ସେହି ଗତିରେ ବୃଦ୍ଧି ପାଉଛି । ରାଜ୍ୟରେ ଆଜି ନୂଆ ୮ କରୋନା ମୃତକଙ୍କୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଲା…

ଖୋଲିଲା ଭୁବନେଶ୍ୱରର ୪ ନମ୍ବର ମାର୍କେଟ : ୧୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ହୋଇଥିଲା ସିଲ୍; ନିୟମ ମାନିବାକୁ…

କନକ ବ୍ୟୁରୋ : ଭୁବନେଶ୍ୱରର ୟୁନିଟ-୪ ମାର୍କେଟ ୧୪ ଦିନ ବନ୍ଦ ରହିବା ପରେ ଆଜି ଖୋଲିଛି ।  ଏହି ମାର୍କେଟରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ  ବିଏମସି ଏହି ମାର୍କେଟକୁ ବନ୍ଦ କରିଦେଇଥିଲା ।  ଏହାପରେ ମାଛ ବ୍ୟବସାୟୀଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା ।  ଏଥିର ଆଉ ଜଣେ ପଜିଟିଭ…