Daily Archives

July 7, 2020

ପୁଣି କରୋନା କଲା ନୂଆ ରେକର୍ଡ: ଗୋଟିଏ ଦିନରେ ୫୭୧ ଚିହ୍ନଟ, ୧୦ହଜାର ଟପିଲା ସଂକ୍ରମଣ ସଂଖ୍ୟା; ୯ରୁ ୧୩ ଯାଏ ଗଞ୍ଜାମର…

କନକ ବ୍ୟୁରୋ: ରାଜ୍ୟରେ ୧୦ ହଜାର ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି । ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୫୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୨୭୩ ଜଣ କେବଳ ଗଂଜାମ ଜିଲ୍ଲାର । ସର୍ବାଧିକ ଆକ୍ରାନ୍ତ ସହ…

ସମାଜସେବୀ ଆଦିତ୍ୟଦାସଙ୍କ ମୃତ୍ୟୁକୁ ନେଇ ଚାଂଚଲ୍ୟ: ରେଳଟ୍ରାକରେ ମିଳିଲା ଖୁସିର ସୂତ୍ର ବାଂଟୁଥିବା ମଣିଷର ମୃତଦେହ;…

କନକ ବ୍ୟୁରୋ: ଆଜି ରେଳଧାରଣାରୁ ଭୁବନେଶ୍ୱରର ଜଣାଶୁଣା ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନୁମାନ କରାଯାଉଛି ଯେ, ଟ୍ରେନ୍ ଆଗକୁ ଡେଇଁ ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି । ତେବେ ଖୁସିର ସୁତ୍ର ଖୋଜୁଥିବା ମଣିଷ ଟିଏ ଆତ୍ମହତ୍ୟା କେମିତି କରିବ ତାକୁ ନେଇ ପ୍ରଶ୍ନ…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆଜି ଏକାଥରେ ସୁସ୍ଥ ହେଲେ ୨୧୭ କରୋନା ଆକ୍ରାନ୍ତ । ଗଂଜାମରୁ ସର୍ବାଧିକ ୯୬ ସଂକ୍ରମିତ…

କନକ ବ୍ୟୁରୋ: ଓଡିଶାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଏକାବେଳେ ସୁସ୍ଥ ହେଲେ ୨୧୭ ଜଣ କରୋନା ଆକ୍ରାନ୍ତ । ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୯୬ ଜଣ ଆକ୍ରାନ୍ତ କୋଭିଡ ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଖୋର୍ଧା ଜିଲ୍ଲାରୁ ୧୮, ବାଲେଶ୍ୱରରୁ ୧୬, ମୟୂରଭଂଜରୁ ୧୫,…

ଆସନ୍ତା ୯ରୁ ୧୩ ଯାଏଁ ବ୍ରହ୍ମପୁର ମହାନଗର ନିଗମ ସଟଡାଉନ୍: ଜିଲ୍ଲାର ସବୁ ସହରାଂଚଳ ଓ ୫ଟି ବ୍ଲକ ହେଡକ୍ୱାଟର ବି…

କନକ ବ୍ୟୁରୋ: ଆସନ୍ତା ୯ରୁ ୧୩ ତାରିଖ ଯାଏ ବ୍ରହ୍ମପୁର ମହାନଗର ସଟଡାଉନ । ଜିଲ୍ଲାର ସବୁ ସହରାଂଚଳ ଓ ୫ଟି ବ୍ଲକ ହେଡକ୍ୱାଟର ମଧ୍ୟ ସଟଡାଉନ ରହିବ । ତେବେ ଏହି ସମୟ ଭିତରେ ଲୋକଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବା ନେଇ ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ । ଏଥିପାଇଁ ୨ ଶହ ଟିମ ମଧ୍ୟ ଗଠନ…

ଆନ୍ଧ୍ର-ଓଡିଶା ସୀମାରେ ବ୍ୟାକ ଫୁଟରେ ମାଓବାଦୀ: ସେଫ ଜୋନ ସନ୍ଧାନରେ ଲାଲ ସଙ୍ଗଠନ; ଯବାନଙ୍କ କଡା ପହରା ଯୋଗୁଁ…

କନକ ବ୍ୟୁରୋ: ଆନ୍ଧ୍ର-ଓଡିଶାରେ ମାଓ ଦୁର୍ଗ ଭୁଷୁଡିବାରେ ଲାଗିଛି । ତେବେ ଏହାର ଠିକ ବିପରିତ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଓ ନାୟାଗଡ ଆଦି ଅଂଚଳ ରେ ମାଓ ଗତି ବିଧି ବୃଦ୍ଧୀ ପାଇବାରେ ଲାଗିଛି । ନୂଆ ନୂଆ ସଙ୍ଗଠନ ଗଠନ କରାଯାଇ ଦଳକୁ ମଜବୁତ କରିବାର ନୂଆ ରଣନୀତି ପ୍ରସ୍ତୁତ କରିଛି ମାଓ…

୨୫ ଶହ ଟଙ୍କା ଦେଲେ ପଜିଟିଭ୍ ଆକ୍ରାନ୍ତଙ୍କୁ ମିଳୁଛି ନେଗେଟିଭ ରିପୋର୍ଟ ! ସଂକଟ ଭିତରେ ବି ଚାଲିଛି କଳା କାରବାର: ଖବର…

କନକ ବ୍ୟୁରୋ: ଯଦି ଆପଣ କରୋନା ମହାମାରୀରୁ ତୁରନ୍ତ ପିଛା ଛଡାଇବାକୁ ଚାହୁଁଛନ୍ତି ତେବେ ଏ ହାତରେ ୨୫ ଶହ ଟଙ୍କା ଦିଅନ୍ତୁ ଆଉ ଆର ହାତରେ ନେଇଯାଆନ୍ତୁ ନେଗେଟିଭ ରିପୋର୍ଟ । କଥାଟା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ ହେଲେ ଏହା ନିରାଟ୍ ସତ୍ୟ । ମାତ୍ର ୨୫ ଶହ ଟଙ୍କା ଦେଲେ…