Daily Archives

June 30, 2020

ଓଡ଼ିଶା ପାଇଁ ଖୁସି ଖବର । ଏକାଥରେ ସୁସ୍ଥ ହେଲେ ୨୪୩ ଆକ୍ରାନ୍ତ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୫ ହଜାର ୧୮୯କୁ…

କନକ ବ୍ୟୁରୋ: କରୋନା ଲଢ଼େଇ ବେଳେ ରାଜ୍ୟବାସୀଙ୍କ ପାଇଁ ଭଲ ଖବର । ଦିନକରେ ଏଯାବତ୍ ରେକର୍ଡସ୍ତରୀୟ ହେଲେ ସୁସ୍ଥ । ଆଜି କରୋନାରୁ ଏକାଥରେ ସୁସ୍ଥ ହେଲେ ୨୪୩ ଅକ୍ରାନ୍ତ । ଯାହାକି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି କରିଛି । ତେବେ ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଗଜପତିରୁ ୫୯, ଗଞ୍ଜାମରୁ ୪୧,…

୮୦ କୋଟି ଲୋକଙ୍କ ପାଇଁ ମୋଦିଙ୍କ ବଡ ଘୋଷଣା: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ନଭେମ୍ବର ଶେଷ ଯାଏଁ ମାଗଣା ରାସନ:…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆସନ୍ତା ନଭେମ୍ବର ଯାଏଁ ମିଳିବ ମାଗଣା ରାସନ । ଗରିବ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି ମାସ ୫କେଜି ଚାଉଳ କିମ୍ବା ଅଟା ଓ ୧ କେଜି ଡାଲି ଯୋଗାଇ ଦିଆଯିବ । ଦେଶରେ ମହାମାରୀ ବ୍ୟାପିବା ପରଠାରୁ ୩ମାସ ହେଲା ସରକାର ମାଗଣା ରାସନ ଯୋଗାଇ…

ଅନଲକ-୧ରୁ ଅବହେଳା ଆରମ୍ଭ ? ଅନଲକ ୨.୦ ପୂର୍ବରୁ ସତର୍କ କରାଇଲେ ପ୍ରଧାନମନ୍ତ୍ରୀ । କହିଲେ ନିୟମ ମାନୁ ନାହାନ୍ତି ଲୋକେ…

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ଦେଶରେ ଲାଗୁ ହେବ ଅନଲକ-୨ । ଜୀବନ ସହ ଜୀବୀକାକୁ ଗୁରୁତ୍ୱ ଦେବା ପାଇଁ ଅନଲକ ଦେଶରେ ଅନଲକ ବ୍ୟବସ୍ଥା କରାଯାଇଛି । ଅନଲକ-୧ ପରେ କାଲିଠାରୁ ଅନଲକ ୨.୦ ଆରମ୍ଭ ହେଉଛି । ତେବେ ଏହା ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶର…

ସଂକ୍ରମଣ ରୋକିବାକୁ ମୋଦିଙ୍କ ପରାମର୍ଶ: କହିଲେ, ଗାଁ ପ୍ରଧାନ ହୁଅନ୍ତୁ ଅବା ଦେଶର ପ୍ରଧାନମନ୍ତ୍ରୀ, ଆଇନ୍ ଆଖିରେ…

କନକ ବ୍ୟୁରୋ: ଆଜି ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନ ୪ଟାରେ ଦେଶବାସୀଙ୍କୁ କରୋନା ମୁକାବିଲା ନେଇ ଲୋକଙ୍କୁ ସତର୍କତା କରାଇବା ସହ କିଛି ଗୁରୁତ୍ୱପୂର୍ଣ୍ଣ ଯୋଜନା ଉପରେ ଆଲୋଚନା କରିଛନ୍ତି ମୋଦି । ଆଜି ଅନଲକ-୧ ଶେଷ ହେବାକୁ…

ରାଜ୍ୟରେ କେମିତି ରହିବ ଅନଲକ-୨ର ରୂପରେଖ: ସାଢେ ୫ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ; କୋହଳ ହେବ କି ରାତ୍ରିକାଳୀନ…

କନକ ବ୍ୟୁରୋ: ଆଜି ଶେଷ ହେଉଛି ଅନଲକ-୧ ଅବଧି । କରୋନା ପାଇଁ ଲକଡାଉନ୍ ଉଠାଇ କେନ୍ଦ୍ର ସରକାର ଅନଲକ୍ ପ୍ରକ୍ରିୟା ଜାରି ରଖିଛନ୍ତି । ସାରା ଦେଶରେ ଅନଲକ-ଦ୍ୱିତୀୟ ପର୍ଯ୍ୟାୟ କିଭଳି ପାଳନ ହେବ ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇସାରିଛି । ରାଜ୍ୟରେ କେମିତି ରହିବ…

ଆଜି ଅପରାହ୍ନ ୪ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ: କରୋନା ସଂକ୍ରମଣ ବଢୁଥିବା ବେଳେ କଣ କହିବେ ମୋଦି?…

କନକ ବ୍ୟୁରୋ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନ ୪ଟା ସମୟରେ ଦେଶବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ପିଏମଓ ପକ୍ଷରୁ ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି । ଆଜି ଅନଲକ-୧ ଶେଷ ହେବାକୁ ଯାଉଛି । ଜୁଲାଇ…