Daily Archives

June 27, 2020

ପୁଣି କରୋନା ନେଲା ଆଉ ୧ ଜୀବନ । ଗଂଜାମରେ ଜଣେ ୬୮ ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ । ମୃତକ ଜଣକ ବିଭିନ୍ନ ରୋଗରେ ପୀଡିତ…

କନକ ବ୍ୟୁରୋ: ରାଜ୍ୟରେ କରୋନାର କାୟ ଦିନକୁ ଦିନ ବଢିବାରେ ଲାଗିଛି । ଦିନ ପ୍ରତିଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଚାଲିଛି । ଆଜି ୧୪ ଜିଲ୍ଲାରୁ ୧୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ଜଣେ କରୋନା…

ଆଜି ଆଉ ୧୪ ଜିଲ୍ଲାରୁ ୧୭୦ ପଜିଟିଭ: ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧ କେନ୍ଦ୍ରରୁ ୧୪୩ ଚିହ୍ନଟ ବାକି ୨୭ ଜଣ…

କନକ ବ୍ୟୁରୋ: ରାଜ୍ୟରେ ଆଜି ପୁଣି ୧୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ…

ବଢୁଛି ‘କରୋନା’ କାୟା: ଗତ ୨୪ ଘଂଟା ଭିତରେ ସର୍ବାଧିକ ୧୮ ହଜାର ୫୫୨ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮୪ ମୃତ; ଦେଶରେ ମୋଟ…

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ନୂଆ ରେକର୍ଡ ଛୁଇଁଛି । ୫ ଲକ୍ଷ ପାର କରିଛି ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଆଜି ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ୯୫୩ରେ ପହଂଚିଛି ।…

ଗାଁ ଲୋକଙ୍କୁ ସହର ମନା । ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ନଆସିବା ପାଇଁ ଅନୁରୋଧ କଲେ ଗଞ୍ଜାମ ଜିଲ୍ଲାପାଳ । ଆବଶ୍ୟକତା…

କନକ ବ୍ୟୁରୋ : ଗାଁ ଲୋକଙ୍କୁ ସହର ମନା । ଗଂଜାମ ଜିଲ୍ଲାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେଣୁ ବ୍ରହ୍ମପୁର ସହରକୁ ୪ ଦିନିଆ ସଟ ଡାଉନ ଘୋଷଣା କରାଯାଇଛି । ଆଜି ଠାରୁ ଆସନ୍ତା ମଙ୍ଗଳବାର ଯାଏଁ ଏହି ସଟ ଡାଉନ୍ ରହିବ । ସଟ ଡାଉନ୍ ନିୟମ ମାନିବା ସହ ଗ୍ରାମାଂଚଳର…

ସଟଡାଉନ ହେବ ଶୁଣି ବଜାର ମୁହାଁ ପାରଳାଖେମୁଣ୍ଡି ବାସୀ: ୩ ଦିନିଆ କଟକଣା ଆଗରୁ ଜରୁରୀ ସାମଗ୍ରୀ କିଣିବାକୁ ଦୋକାନରେ…

କନକ ବ୍ୟୁରୋ: ସଟ୍ ଡାଉନ ହେବ ଶୁଣି ବଜାର ମୁହାଁ ପାରଳାଖେମୁଣ୍ଡି ବାସୀ । ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ  ପାରଳାଖେମୁଣ୍ଡି ସମେତ ୩ ବ୍ଲକରେ ୩ ଦିନିଆ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ସଟଡାଉନ୍ ଘୋଷଣା ପରେ ଜରୁରୀ ସାମଗ୍ରୀ କିଣିବା ପାଇଁ ବଜାରକୁ…

ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ । ସୁପ୍ରିମକୋର୍ଟ କହିଲେ ବିକଳ୍ପ ମୂଲ୍ୟାୟନରେ ଦିଆଯିବ ମାର୍କ ।…

କନକ ବ୍ୟୁରୋ : ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ବନ୍ଦ । ବିକଳ୍ପ ମୂଲ୍ୟାୟନ ଅନୁସାରେ ପରୀକ୍ଷା ହୋଇନଥିବା ବିଷୟ ଗୁଡିକର ମାର୍କ ଦିଆଯିବ । ଆସନ୍ତା ଜୁଲାଇ ୧୫ ସୁଦ୍ଧା ଉଭୟ ଆସିଏସଇ ଓ ସିବିଏସଇ ପିଲାଙ୍କ ଫଳ ପ୍ରକାଶ ପାଇବ । ଜୁଲାଇ ୧ରୁ ୧୫ ତାରିଖରେ ହେବାକୁ ଥିବା ପରୀକ୍ଷା ବାତିଲ…