Daily Archives

June 27, 2020

ଓଡ଼ିଶାରେ ହାତୀ-ମଣିଷ ସଂଘର୍ଷ ‌ଶୀର୍ଷରେ । ସରକାରଙ୍କୁ ଘାରିଲାଣି ହାତୀ ସୁରକ୍ଷା ଚିନ୍ତା । ତୃଣମୂଳସ୍ତରରୁ କାର୍ଯ୍ୟ…

କନକ ବ୍ୟୁରୋ : ଓଡ଼ିଶାରେ ହାତୀ-ମଣିଷ ସଂଘର୍ଷ ‌ଶୀର୍ଷରେ ପହଞ୍ଚିଛି। ପ୍ରତି ସପ୍ତାହରେ କେଉଁଠି ନା କେଉଁଠି ହାତୀଙ୍କ ମୃତ୍ୟୁ ହେଉଛି। ମଣିଷ ବି ହାତୀ ଆକ୍ରୋଶର ଶିକାର ହେଉଛି। ସ୍ଥିତି ଏମିତି ହେଲାଣି ଯେ ଗତ ୨୫ଦିନ ମଧ୍ୟରେ ବିଭିନ୍ନ କାରଣ ପାଇଁ ରାଜ୍ୟରେ ୫ରୁ ଅଧିକ ହାତୀଙ୍କ ମୃତ୍ୟୁ…

କରୋନାରେ ଜୀବନ ହାରିଲେ ମୁମ୍ବାଇର ପ୍ରସିଦ୍ଧ ‘ବିସ୍‌ଲାରି ପାଣିପୁରି’ ବିକ୍ରେତା । ମୃତ୍ୟୁ ପରେ ୨.୫ ଲକ୍ଷ ଟଙ୍କା ଆଦାୟ…

କନକ ବ୍ୟୁରୋ : କରୋନାରେ ଜୀବନ ହାରିଲେ ମୁମ୍ବାଇର ପ୍ରସିଦ୍ଧ ‘ବିସ୍‌ଲାରି ପାଣିପୁରି’ ବିକ୍ରେତା । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତ ପ୍ରାଣ ହରାଇବା ପରେ ସ୍ଥାନୀୟ ଲୋକ ଟଙ୍କା ଆଦାୟ କରି ତାଙ୍କ ପରିବାର ଲୋକଙ୍କୁ ୨.୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଭାଗବତୀ ଯାଦବ…

ଆଜିଠୁ ବ୍ରହ୍ମପୁରରେ ୪ ଦିନିଆ ସଟଡାଉନ୍: ମଙ୍ଗଳବାର ଯାଏଁ ସଟଡାଉନ ରହିବ ବ୍ରହ୍ମପୁର ସହର; ପଜିଟିଭ ସଂଖ୍ୟା ବୃଦ୍ଧିକୁ…

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ରୋକିବା ଲାଗି ଆଜିଠୁ ବ୍ରହ୍ମପୁର ମହାନଗର ୪ଦିନ ପାଇଁ ସଟଡାଉନ୍ ହେବ। ଗୁରୁବାର ରାତି ୯ଟା ବେଳେ ତରବରିଆ ଭାବେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା। ପ୍ରଶାସନର ଦୂରଦୃଷ୍ଟିର ଅଭାବ ଯୋଗୁଁ ବ୍ରହ୍ମପୁର ସହରରେ ଗତକାଲି ସୃଷ୍ଟି ହୋଇଥିଲା ଅଭାବନୀୟ…

ନୃଶଂସ ବାପା : ମା’ ପାଖକୁ ଯିବାକୁ ଅଝଟ କଲା ବୋଲି ଝିଅକୁ ହତ୍ୟା କଲା ବାପା

କନକ ବ୍ୟୁରୋ : ରାତି‌ରେ ମା’ ପାଖକୁ ଯିବା ପାଇଁ କାନ୍ଦିବାରୁ ୪ ବର୍ଷର ଶିଶୁକନ୍ୟାକୁ ହତ୍ୟା କରିଛି ତାର ବାପା । ଏଭଳି ଅମାନୁଷିକ ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ରାଙ୍କି ଗ୍ରାମ ମୁଣ୍ଡାସାହିରେ । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ବାପା ସୋନୁ ମୁଣ୍ଡାକୁ ଗିରଫ କରିଛି । ବାପାର ବିଧା ଓ…

ଖୋଲିଲା ହୀରାକୁଦ ବନ୍ଧର ୧୨ଟି ଗେଟ୍: ଆଜି ମୁଣ୍ଡଳି ପହଞ୍ଚିବ ହୀରାକୁଦ ପାଣି

କନକ ବ୍ୟୁରୋ: ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ଶୁକ୍ରବାର ରାତି ୯ଟା ପରେ ହୀରାକୁଦ ବନ୍ଧର ଆଉ ୨ଟି ଗେଟ୍ ଖୋଲାଯାଇଛି। ଫଳରେ ମୋଟ ୧୨ ଗେଟ୍ ଦେଇ ୧ ଲକ୍ଷ ୮୫ ହଜାର ୧୬୦ କ୍ୟୁସେକ୍ ଜଳ ମହାନଦୀକୁ ନିଷ୍କାସିତ ହେଉଛି। ଏହାପୂର୍ବରୁ ଶୁକ୍ରବାର ରାତି ୯ଟା ପର୍ୟ୍ୟନ୍ତ ବାମ ସ୍ପିଲ୍ୱେର ୬ ଓ…

ବିପର୍ଯ୍ୟୟର ଆଉ ଏକ ଭୟଙ୍କର ଦିଗ । ଦୈନିକ ହାରାହାରି ୧୮ ଜଣଙ୍କର ମୃତ୍ୟୁ । ବୁଡି, ବଜ୍ରପାତ, ସାପକାମୁଡା ମୃତ୍ୟୁ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଲୋକପ୍ରତିନିଧି ଓ ରାଜ୍ୟ ସରକାରଙ୍କ ଅଧିକାରୀ ନିଜ ନିଜ ଜିଲ୍ଲା ଓ ରାଜ୍ୟ ସଂପର୍କରେ ଅନେକ ପ୍ରସ୍ତାବ ସାମ୍ନାରେ ରଖିଲେ। ଅସନ୍ତୋଷ ବି…