Daily Archives

June 26, 2020

ଚୀନ୍ ବିରୁଦ୍ଧରେ ଭାରତୀୟ ସେନା ସପକ୍ଷରେ ନାଗରିକ : “ଡ଼ିଜିଟାଲ୍ ଯୁଦ୍ଧ” ମାଧ୍ୟମରେ ଚୀନକୁ ଚୁରମାର୍ କରିବାକୁ ଲକ୍ଷ୍ୟ ।…

ଭାରତ-ଚୀନ୍ ବିବାଦ ଭିତରେ ସୀମାରେ ସଂଘର୍ଷ ଚାଲିଥିଲା ବେଳେ ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ଯୁଦ୍ଧ ଚାଲିଛି । ଆଉ ଏହି ଯୁଦ୍ଧର ଯୋଦ୍ଧା ସାଜିଛନ୍ତି ସାଧାରଣ ନାଗରିକ । ସାରା ଦେଶରେ ଚାଇନିଜ୍ ଆପକୁ ବିରୋଧ କରି ଲୋକମାନେ ନିଜ ଆକ୍ରୋଶ ଜାହିର କରୁଛନ୍ତି । ବର୍ତ୍ତମାନ ଗୁଗଲର ଟ୍ରେଣ୍ଡରେ…

ସୁପ୍ରିମକୋର୍ଟରେ ସିବିଏସଇ ଓ ଆଇସିଏସଇ ପରୀକ୍ଷା ମାମଲା : ଶୁଣାଣି ବେଳେ ପକ୍ଷ ରଖିଲେ ଉଭୟ ବୋର୍ଡ । ଜୁଲାଇ ୧୫ ସୁଦ୍ଧା…

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ସିବିଏସଇ ଓ ଆଇସିଏସଇ ପରୀକ୍ଷା ମାମଲା । ସୁପ୍ରିମକୋର୍ଟରେ ଶୁଣାଣୀ ବେଳେ ପକ୍ଷ ରଖିଛନ୍ତି ଉଭୟ ସିବିଏସଇ ଓ ଆଇସିଏସଇ ବୋର୍ଡ । ଜୁଲାଇ ୧୫ ସୁଦ୍ଧା ବାହାରିବ ରେଜଲ୍ଟ । ଗତକାଲି କରୋନା କଟକଣା ଯୋଗୁଁ ସିବିଏସଇ ଓ ଆଇସିଏସଇ ପକ୍ଷରୁ ଆସନ୍ତା ପହିଲାରୁ ୧୫ ତାରିଖ…

ନାରୀ ଶକ୍ତିର ଅନନ୍ୟ ଉଦାହରଣ ଛାୟାରାଣୀ । ନିଜ ଚାଷ ଜମିରେ ପାୱାର ଟିଲର ଧରି ହଳ କଲେ ଭଦ୍ରକ ଜିଲ୍ଲାର ସଫଳ ମହିଳାଚାଷୀ…

କନକ ବ୍ୟୁରୋ : ନାରୀ କେବେ ଅବଳା ନୁହେଁ କି ଦୁର୍ବଳା ନୁହେଁ । ପୁରୁଷଙ୍କ ସମକକ୍ଷ ନାରୀ ଆଜି ସମାଜରେ ସମ୍ମାନନୀୟ ଓ ଦୃଢ଼ ପ୍ରତିଷ୍ଠିତ । ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର ଆତ୍ମବିଶ୍ୱାସ । ଏହିପରି ନାରୀଶକ୍ତିର ଅନନ୍ୟ ନିଦର୍ଶନ…

ସତରେ ଜୀବନ ଜିଇଁବା ଭାରି କଷ୍ଟ . . . ପାଇଖାନାରେ ବିତୁଛି ଜୀବନ । ଘର ନାହିଁ ପରିବାରରେ କେହି ନାହାନ୍ତି । ପରିଣତ…

କନକ ବ୍ୟୁରୋ : ପରିଣତ ବୟସରେ ଜୀବନ ବିତୁଛି ପାଇଖାନାରେ । ଜୀବନ ପାଲଟି ଯାଇଛି ଅଭିଶାପ । ଘର ବୋଲି ଯାହା ଥିଲା ତାହା ବି ଭାଙ୍ଗି ରୁଜି ଯାଇଛି । ଏପରି ଅବସ୍ଥାରେ ଏବେ ମୁଣ୍ଡ ଗୁଂଜିଛନ୍ତି ପାଇଖାନାରେ । ଏପରି ଦୁସ୍ଥ ଜୀବନ କାଟୁଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କଡାସୋଡା ଗାଁ ର…

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା : ଡିଜିପିଙ୍କ ନିର୍ଦ୍ଦେଶ ପରେ ଆଇଆଇସି ସସପେଣ୍ଡ; ଥାନାରେ ଦୁଷ୍କର୍ମ ଓ…

କନକ ବ୍ୟୁରୋ : ବୀରମିତ୍ରପୁର ଆଇଆଇସି ନିଲମ୍ବିତ । ନାବାଳିକା ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆନନ୍ଦ ଚନ୍ଦ୍ର ମାଝୀଙ୍କ ଯାଗାରେ ନୂତନ ଥାନା ଅଧିକାରୀ ଭାବେ ସ୍ନିଗ୍ଧାରାଣୀ ସୁନା କାର୍ଯ୍ୟରେ ଯୋଗ ଦେଇଛନ୍ତି । ଡିଜିପିଙ୍କ ନିର୍ଦ୍ଦେଶ ପରେ ତାଙ୍କୁ…

ଚୀନକୁ ଭାରତର କଡା ସନ୍ଦେଶ : ଏଲଏସିରେ ଦୀର୍ଘଦିନ ଧରି ଚାଲିବନି ବିବାଦ । ସୀମା ଆଇନ ନ ମାନିଲେ ଫଳ ଭୋଗିବ ଡ୍ରାଗନ ।…

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଚାଲିବନି ସୀମା ବିବାଦ । ଏହାର ଚୀନକୁ ଏହାର ଫଳ ଭୋଗିବାକୁ ପଡିବ । ଲଦାଖ ସୀମାନ୍ତ ଗଲୱାନ ଘାଟି ବିବାଦ ଘଟଣାକୁ ନେଇ ଏବେ ଚୀନକୁ ଏପରି କିଛି କଡାବାଣୀ ଶୁଣେଇ ଦେଇଛି ଭାରତ । ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ବା ଏଲଏସିରେ ଅନ୍ତର୍ଜାତୀୟ…