Daily Archives

June 26, 2020

ଗୁଣ୍ଡିଚା ମନ୍ଦିରରୁ ଧରାପଡିଲେ ଅଣସେବାୟତ । ମଙ୍ଗଳଆଳତୀ ସମୟରେ ଦୁଇ ଜଣ ଅଣସେବାୟତ ଠାକୁରଙ୍କ ଦର୍ଶନ କରୁଥିବା ବେଳେ…

କନକ ବ୍ୟୁରୋ : ଗୁଣ୍ଡିଚା ମନ୍ଦିରରୁ ଧରାପଡିଲେ ଅଣସେବାୟତ । ମଙ୍ଗଳଆଳତୀ ସମୟରେ ଦୁଇ ଜଣ ଅଣସେବାୟତ ସେବାୟତ ବେଶରେ ପ୍ରବେଶ କରି ଠାକୁରଙ୍କ ଦର୍ଶନ କରୁଥିଲେ । ଏହି ସମୟରେ ସେବାୟତଙ୍କ ହାତରେ ଏମାନେ ଧରାପଡିଛନ୍ତି । ଏହି ଦୁଇ ଅଣସେବାୟତଙ୍କୁ ଧରିବା ପରେ କୁମ୍ଭାରପଡା ଥାନା ପୋଲିସ ହାତରେ…

ଆସାମରେ ପ୍ରକୃତିର ତାଣ୍ଡବ : ଆସାମର ୧୧ଟି ଜିଲ୍ଲାରେ ବନ୍ୟା ଯୋଗୁଁ ଦୁଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ; ଉଦ୍ଧାର…

କନକ ବ୍ୟୁରୋ : ଆସାମରେ ପ୍ରକୃତିର ତାଣ୍ଡବ । ଲଗାତର ତିନି ଦିନ ଧରି ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଛି ଜଳପ୍ରଳୟ । ଉତର ଭାରତ ତଥା ହିମାଳୟ ପାଦ ଦେଶରେ ପ୍ରବଳ ବର୍ଷା ପରେ ଫୁଲି ଉଠିଛି ବ୍ରହ୍ମପୁତ୍ର । ଫଳରେ ଗୌହାଟିରେ ବଢିବାରେ ଲାଗିଛି ଜଳସ୍ତର । ସେପଟେ ମୌସୁମୀ ବର୍ଷାକୁ ନେଇ ଆସାମ,…

ଖବରକାଗଜରୁ ପ୍ରସ୍ତୁତ ହେଲା “ପେପର୍ ଟ୍ରେନ୍” : ୧୨ ବର୍ଷ ବୟସ ବାଳକର ସୃଜନଶୀଳତା ଦେଖି ବାଃ ବାଃ କଲା ରେଳ ମନ୍ତ୍ରାଳୟ

ତାଲାବନ୍ଦ ଯୋଗୁଁ ଘରେ ବନ୍ଦ ହୋଇଯାଇଛି ଜୀବନ । କରୋନା କଟକଣାର ନିୟମ ପାଳି ଏବେ କାଁ ଭାଁ ଲୋକ ବାହାରକୁ ବାହାରୁଛନ୍ତି । ପିଲାମାନଙ୍କ ସ୍କୁଲ,କଲେଜ୍ ସବୁଠି ଝୁଲୁଛି ତାଲା । ଏହି ସମୟରେ ଘରେ ବସି ବସି ଲୋକଙ୍କ ଭିତରୁ ସୃଜନଶୀଳତାର ଅନେକ ଦୃଷ୍ଟାନ୍ତ ସାମ୍ନାକୁ ଆସୁଛି । ଏବେ ସୋସିଆଲ୍…

ରାଜ୍ୟରେ ୨୧ ଜିଲ୍ଲାରୁ ଆଉ ୨୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ୧୯୮ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ…

କନକ ବ୍ୟୁରୋ : ଆଜି ୨୧ ଜିଲ୍ଲାରୁ ୨୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।  ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦କୁ ବୃଦ୍ଧି ପାଇଛି ।  ଏମାନଙ୍କ ଭିତରୁ ୨୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି । ୨୧୮ ପଜିଟିଭିଙ୍କ ମଧ୍ୟରେ ୭ ଜଣ…

ଦ୍ରୁତ ବେଗରେ ଦେଶରେ ବଢୁଛି କରୋନା ସଂକ୍ରମଣ : ୨୪ ଘଣ୍ଟାରେ ସର୍ବାଧିକ ୧୭,୨୯୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୦୭…

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ୨୪ ଘଣ୍ଟାରେ ମଧ୍ୟରେ ରେକର୍ଡ ୧୭ ହଜାର ୨୯୬ ଆକ୍ରାନ୍ତ ଚିହ୍ନଟ, ୪୦୭ ଜଣ ପ୍ରାଣ ହରାଇଛନ୍ତି । ଏହାସହ ମୃତ୍ୟୁସଂଖ୍ୟା ୧୫ ହଜାର ଅତିକ୍ରମ କରିଛି । ବର୍ତମାନ ଦେଶରେ ଆକ୍ରନ୍ତାଙ୍କ ସଂଖ୍ୟା ୪ ଲକ୍ଷ ୯୦ ହଜାର ୪୦୧ ହୋଇଥିବାବେଳେ…

ଜନ୍ମବେଦୀରେ ଶ୍ରୀଜିଉ: ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି; ୪ ଘଂଟା ଧରି ହେବ ଶ୍ରୀଜୀଉଙ୍କ ଶ୍ରୀମୁଖ ଶିଙ୍ଗାର ଓ…

କନକ ବ୍ୟୁରୋ : ଆଜି ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି । ମଧ୍ୟାହ୍ନଧୁପ ସରିବା ପରେ ପଛ ଭୋଗମଣ୍ଡପରେ କରାଯିବ ଏହି ଗୁପ୍ତ ନୀତି । ଏଥିପାଇଁ ଆବଶ୍ୟକ ସାମଗ୍ରୀକୁ ଦତ୍ତ ମହାପାତ୍ର ସେବାୟତଙ୍କୁ ଯୋଗାଇଦିଆଯାଇଛି । ଏମାନେ ୪ ଘଂଟା ଧରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶିଙ୍ଗାର ଓ ବନକଲାଗି ନୀତି…