Daily Archives

June 25, 2020

ବିଏସ୍‌ଏନ୍‌ଏଲ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । କଥା ହେଲେ ମିଳିବ କ୍ୟାସବ୍ୟାକ୍‌ ।

କନକ ବ୍ୟୁରୋ : ବିଏସ୍‌ଏନ୍‌ଏଲ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର । କମ୍ପାନି ନିଜର ବିଏସ୍‌ଏନ୍‌ଏଲ୍‌ ‘୫ ପେ ୬’ ଅଫରର ଉପଲବ୍ଧତା ବୃଦ୍ଧି କରିଛି । ବର୍ତ୍ତମାନ ଏହି ଅଫରର ଲାଭ ଗ୍ରାହକ ଜୁନ୍‌ ୩୦ ପର୍ଯ୍ୟନ୍ତ ଉଠାଇ ପାରିବେ । ବିଏସ୍‌ଏନ୍‌ଏଲ୍‌ର ଏହି ଅଫର୍‌ରେ ଉପଭୋକ୍ତାମାନଙ୍କୁ ୫…

ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ରାଜ୍ୟର ଆଉ ୧୬୮ କରୋନା ଆକ୍ରାନ୍ତ । ୪୨୯୧ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା…

କନକ ବ୍ୟୁରୋ: ଆଜି ରାଜ୍ୟର ୧୭ଟି ଜିଲ୍ଲାରୁ ୧୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। Another 168…

ପେଟ ପାଇଁ ବାଜିରେ ଲାଗିଛି ଜୀବନ । ନଦୀରେ ବିପଦଜନକ ଜଳଯାତ୍ରା କରୁଛନ୍ତି ଲୋକେ, ତାଲାବନ୍ଦ ଯୋଗୁଁ ଡଙ୍ଗା ଚଳାଚଳ ବନ୍ଦ…

କନକ ବ୍ୟୁରୋ : ଜୀବିକା ମିଳିବ ଜୀବନ ବଂଚିବ । ମୁଲ ଲାଗି ମଜୁରୀ ଆଣିଲେ ପିଲାଛୁଆଙ୍କ ପେଟ ପୁରିବ । ଏଥିପାଇଁ ପ୍ରତିଦିନ ରାଉରକେଲା ସହରକୁ ଯାଇଥାନ୍ତି ସୁନ୍ଦରଗଡ ଜିଲ୍ଲା ନୁଆଗାଁ ବ୍ଲକର ଶହଶହ ଲୋକ । ହେଲେ ଏମାନଙ୍କ ଜୀବନ ଓ ଜୀବିକା ମଝିରେ ବାଧକ ସାଜିଛି ରାଉରକେଲା ସହର ଉପକଣ୍ଠରେ ଥିବା ଦେଓ…

ମୁଣ୍ଡ ଉପରୁ ମମତା ଭରା ପଣତ ଆଉ ବାପାଙ୍କ ସ୍ନେହଭରା ହାତ ହଟିଯିବା ପରେ ଅସହାୟ ୪ ନାବାଳକ । ବାପା-ମାଆ ଛେଉଣ୍ଡ ପରେ…

କନକ ବ୍ୟୁରୋ : ଦେଢ଼ ବର୍ଷ ତଳେ କ୍ୟାନସର ରୋଗ ମାଆକୁ ଛଡେଇ ନେଇଥିଲା । ଆଉ ଏବେ ଆରପାରିକୁ ଚାଲିଗଲେ ବାପା । ସମୟ ସ୍ରୋତରେ ବାପା-ମାଆ ଦୁଇ ଜଣ ଆଖି ବୁଜିଦେବା ପରେ ଅସହାୟ ହୋଇ ପଡ଼ିଛନ୍ତି ୪ ନାବାଳକ । ଆଗକୁ ଲମ୍ବା ଜୀବନ ପଡିଥିବା ବେଳେ କେମିତି ବଂଚିବେ ଏମାନେ, କଣ ଖାଇବେ, କଣ ହେବ ଏମାନଙ୍କ…

ତାଲା ବନ୍ଦ ବେଳେ କେମିତି ଚାଲିଛି ପାଠପଢା ? ସ୍କୁଲ ଯାଉନାହାନ୍ତି ଛାତ୍ରଛାତ୍ରୀ, ହେଲେ ପିଲାଙ୍କ ପାଖରେ ପହଞ୍ଚିଛି…

କନକ ବ୍ୟୁରୋ : ପିଲାଏ ସ୍କୁଲ ଯାଉନାହାନ୍ତି ହେଲେ ସେମାନଙ୍କ ପାଖରେ ସ୍କୁଲ ପହଂଚିଛି । ଲକଡାଉନରେ ପାଠପଢା ସଂପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏପରି ଏକ ଅଭିନବ ଉପାୟ ଆପଣାଇଛି ସୁନ୍ଦରଗଡ ମଙ୍ଗଳ ବିଭାଗ । ଅନେକ ଶିକ୍ଷାନୁଷ୍ଠାନ ଫେସବୁକ, ହ୍ୱାଟ୍ସଆପ୍, ଏବଂ ଅନ୍ୟ ଡିଜିଟାଲ ପ୍ଲାଟଫର୍ମ…

ଚୀନ୍ ବାସିନ୍ଦାଙ୍କୁ ହୋଟେଲ୍ ମନା ! ଶତ୍ରୁକୁ କଡ଼ା ଜବାବ : ଦିଲ୍ଲୀର ୩୦୦୦ ହୋଟେଲ୍ ଏବଂ ଗେଷ୍ଟ୍ ହାଉସରେ ରହିପାରିବେ…

କନକ ବ୍ୟୁରୋ : ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଗଲଓ୍ଵାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଭାରତରେ ଚୀନର ଜିନିଷକୁ ବର୍ଜନ କରିବାର ଦାବି ଜୋର ଧରିଛି । ଏବେ ଚୀନ ଭାରତ ପ୍ରତି କରିଥିବା ହିଂସାତ୍ମକ ବ୍ୟବହାର ପାଇଁ ଚୀନ୍ ନାଗରିକମାନଙ୍କୁ ଦିଲ୍ଲୀର ହୋଟେଲ ଏବଂ…