Daily Archives

June 18, 2020

୨୮୭ବର୍ଷ ପରେ ପୁରୀରେ ହେବ ନାହିଁ ରଥଯାତ୍ରା । ସୁପ୍ରିମକୋର୍ଟ କହିଲେ, ଲୋକଙ୍କ ସୁରକ୍ଷା ପାଇଁ ନିଆଗଲା ନିଷ୍ପତ୍ତି,…

କନକ ବ୍ୟୁରୋ : ୨୮୭ ବର୍ଷ ପରେ ଚଳିତବର୍ଷ ମହାପ୍ରଭୁଙ୍କ ସବୁଠୁ ବଡ ପର୍ବ ରଥଯାତ୍ରା ହେବ ନାହିଁ । ରଥଯାତ୍ରା ଆୟୋଜନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଓଡିଶା ବିକାଶ ପରିଷଦର ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରଥଯାତ୍ରା ବନ୍ଦ ରଖିବାକୁ ରାୟ ଦେଇଛନ୍ତି…

ସହିଦଙ୍କୁ ସଲାମ… ଭୁବନେଶ୍ୱରରେ ପହଞ୍ଚିଲା ୨ ବୀର ଓଡିଆ ଯବାନଙ୍କ ପାର୍ଥୀବ ଶରୀର । ଜନ୍ମମାଟିରେ ହେବ ଶେଷକୃତ୍ୟ…

କନକ ବ୍ୟୁରୋ: ଓଡିଶାରେ ପହଞ୍ଚିଲା ସହିଦ ଯବାନଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ୨ ଓଡିଆ ସହିଦଙ୍କ ମରଶରୀର । ୨ ବୀର ଓଡିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ମରଶରୀର ବିମାନ ବନ୍ଦରରେ ପହଞ୍ଚିଲା । ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ମାଟିରେ…

ଶ୍ରମିକ ଟ୍ରେନରେ ଶେଷ ଯାତ୍ରା । ଆଜି ଜନ୍ମ, କାଲି ମୃତ୍ୟୁ । ପ୍ରବାସୀଙ୍କ ଭିଡ ଭିତରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା…

କନକ ବ୍ୟୁରୋ : ଶ୍ରମିକ ଟ୍ରେନରେ ମାଆ ସହ ନବଜାତକର ଶେଷ ଯାତ୍ରା । ଛାତିକୁ ପଥର କରି ମୃତ ଶିଶୁକୁ କୋଳରେ ଧରି ୨୦ ଘଂଟା ଶ୍ରମିକ ଟ୍ରେନରେ ଯାତ୍ରା କଲା ମାଆ । ଉତ୍ତରପ୍ରଦେଶରୁ ଛତିଶଗଡ ଫେରୁଥିବା ବେଳେ ନୂଆପଡାରୁ ଜଣାପଡିଲା ଶ୍ରମିକ ଟ୍ରେନରେ ଦିନକର ଶିଶୁର ମୃତ୍ୟୁ ଖବର । ପୁଲିସ ପାଖରେ ସବୁ…

୨୮୭ ବର୍ଷ ପରେ ବନ୍ଦ ହେବାକୁ ଯାଉଛି ରଥଯାତ୍ରା । ଜଗନ୍ନାଥ ସଂସ୍କୃତି ଗବେଷକ କହିଲେ, ୧୭୩୩ରେ ୩ ବର୍ଷ ବନ୍ଦ ଥିଲା…

କନକ ବ୍ୟୁରୋ : ୨୮୭ ବର୍ଷ ପରେ ବନ୍ଦ ହେବାକୁ ଯାଉଛି ରଥଯାତ୍ରା । ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ ଅନୁସାରେ ୧୭୩୬ ମସିହାରୁ ମହାପ୍ରଭୁ ସିଂହାସନକୁ ଫେରିବା ପରଠାରୁ କେବେ ରଥଯାତ୍ରା ବନ୍ଦ ହୋଇନାହିଁ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ସୁରେନ୍ଦ୍ରନାଥ ଦାସ । ହଇଜା ସମୟରେ ବି…

ବାପା ଝିଅଙ୍କୁ ୨ ମାସ ଦୂର କରିଦେଇଥିଲା ଲକଡ଼ାଉନ୍ … ବାପାଙ୍କ ଘର ବାହୁଡ଼ାରେ କୁନିଝିଅର ପ୍ରତିକ୍ରିୟା ଦେଖି…

ଭିତରୁ ଅଜସ୍ର ପ୍ରେମ , ବାହାରୁ ଆକଟର ମୁଖା ଲଗାଇଥିବା ମଣିଷଟିର ନାଁ ହେଉଛି ବାପା । ମା’ଗର୍ଭରେ ୧୦ ମାସର ଯନ୍ତ୍ରଣା ସହେ ହେଲେ ବାପା’ ପୁରା ଜୀବନ ସନ୍ତାନର ଅଳିଅର୍ଦ୍ଦଳୀକୁ ସହେ । କୁହନ୍ତି ମା’ପୁଅର ସଂପର୍କ ଏବଂ ବାପଝିଅର ସଂପର୍କ ଅନ୍ଧବାଡ଼ି ଭଳି ହୋଇଥାଏ । ଯାହାର ଅନେକ ଉଦାହରଣ ଆପଣ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୯୭ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩ ହଜାର ୧୪୪କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୯୭ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; କଟକରୁ ୧୭, ଖୋର୍ଦ୍ଧାରୁ ୧୬, ଗଞ୍ଜାମରୁ ୧୬, କନ୍ଧମାଳରୁ ୧୪, ମୟୂରଭଞ୍ଜରୁ ୯, ଯାଜପୁରରୁ ୭, ପୁରୀରୁ ୫, ନୟାଗଡ଼ରୁ ୪, କେନ୍ଦ୍ର୍ରାପଡ଼ାରୁ ୩ ଏବଂ ବରଗଡ଼ ଓ କେନ୍ଦୁଝରରୁ ୨ ଜଣ…