Daily Archives

June 18, 2020

ରଥଯାତ୍ରା ଇତିହାସ । ଏକାଧିକ ଥର ଶ୍ରୀକ୍ଷେତ୍ର ବାହାରେ ହୋଇଛି ଶ୍ରୀଜିଉଙ୍କ ରଥଯାତ୍ରା ।

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଆସିଛି ‘ସୁପ୍ରିମ୍’ ଫୈସଲା । ଚଳିତବର୍ଷ ରଥଯାତ୍ରା ହେବ ନାହିଁ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତେବେ ଆସନ୍ତୁ ଜାଣିବା ପୂର୍ବରୁ ପୁରୀ ବାହାରେ କେବେ କେବେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ରଥଯାତ୍ରା । ୧୬୧୧ ମସିହାରେ…

ରଥଯାତ୍ରା ବନ୍ଦ ନେଇ ‘ସୁପ୍ରିମ୍’ ଫୈସଲା ପରେ ଗଜପତିଙ୍କ ବୟାନ । କହିଲେ, ଏହା ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେବ…

କନକ ବ୍ୟୁରୋ: ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । କହିଛନ୍ତି କି, ରଥ ଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେବ । କିନ୍ତୁ ସର୍ବୋଚ୍ଚ ଅଦାଲତଙ୍କ…

୪୫୨ ବର୍ଷର ଇତିହାସରେ ୩୨ ଥର ବନ୍ଦ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଶ୍ରୀମନ୍ଦିର ଉପରେ ବିଦେଶୀ ଆକ୍ରମଣ ଯୋଗୁଁ…

କନକ ବ୍ୟୁରୋ : କେତେବର୍ଷରେ କେତେ ଥର ବନ୍ଦ ହୋଇଛି ରଥଯାତ୍ରା ? ଆସନ୍ତୁ ଜାଣିବା ରଥଯାତ୍ରା ବନ୍ଦର ଇତିହାସ । ୪୫୨ ବର୍ଷର ଇତିହାସରେ ୩୨ ଥର ବନ୍ଦ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । ୧୫୬୮ରୁ ୧୫୭୭ ଖ୍ରୀଷ୍ଟାବ୍ଦ ଯାଏଁ ବନ୍ଦ ଥିଲା ପୁରୀରେ ରଥଯାତ୍ରା । କଳାପାହାଡ ଆକ୍ରମଣ ଯୋଗୁଁ ଚିଲିକା…

ଚୀନ୍ ପ୍ରଡ଼କ୍ଟକୁ ନା’ : ଚୀନ୍ ବିରୋଧରେ ବାହାରିଲେ ଭାରତୀୟ ବ୍ୟବସାୟୀ , ଚାଇନା ରେଶମରେ ପ୍ରସ୍ତୁତ ଶାଢୀକୁ ଲଗାଇଲେ…

ଭାରତ ଏବଂ ଚୀନ୍ ସୀମା ମଧ୍ୟଭାଗ ଲଦାଖରେ ହୋଇଥିବା ହିଂସାସଂଘର୍ଷର୍ରେ ଦେଶର ୨୦ ଯବାନ୍ ସହିଦ୍ ହୋଇଗଲେ । ବର୍ତ୍ତମାନ ଏହି ଘଟଣା ପରେ ଦେଶରେ ଚୀନ୍ ବିରୁଦ୍ଧରେ ଲୋକଙ୍କ କ୍ରୋଧ ଦେଖିବାକୁ ମିଳୁଛି । ସଡକରୁ ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ଚାରିଆଡେ “ବୟକଟ୍ ଚାଇନା ପ୍ରଡକ୍ଟ” ର ବହ୍ନି ଜଳୁଛି ।…

ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ସଂଧ୍ୟା ୭ଟା ୪୫ରେ ବସିବାକୁ ଥିବା ବୈଠକରେ ସାମିଲ ହେବେ…

କନକ ବ୍ୟୁରୋ : ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ । ସଂଧ୍ୟା ୭ଟା ୪୫ରେ ଜରୁରୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସାମିଲ ହେବେ ଆଡଭୋକେଟ ଜେନେରାଲ, ଶ୍ରୀ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ।ସେହିପରି ଆଇନ ବିଭାଗର ପ୍ରମୁଖ…

ଘରୋଇ କଂପାନୀ ପାଇଁ ୪୧ କୋଇଲା ଖଣିର ନିଲାମି ଆରମ୍ଭ କଲେ ପ୍ରଧାନମନ୍ତ୍ରୀ : କହିଲେ କରୋନା ସଂକଟକୁ ଅବସରରେ ପରିଣତ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଘରୋଇ କଂପାନୀ ପାଇଁ ୪୧ଟି କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କେବଳ ଘରୋଇ କଂପାନୀ ପାଇଁ କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ । ବରଂ…