Daily Archives

June 16, 2020

ବୈଜ୍ଞାନିକଙ୍କୁ ଗଣିତ ପଢାଇଲେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ । ବିଜ୍ଞାନର ପରିଭାଷା, ଉଦ୍ଦେଶ୍ୟ, ପ୍ରଭେଦ ଭଳି…

କନକ ବ୍ୟୁରୋ: ବୈଜ୍ଞାନକିଙ୍କ କ୍ଲାସ ନେଲେ ଶଙ୍କରାଚାର୍ଯ୍ୟ । ବୈଜ୍ଞାନିକଙ୍କୁ ବୈଦିକ ଗଣିତ ପଢାଇଲେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ଇସ୍ରୋ ଓ ଡିଆରଡିଓ ବୈଜ୍ଞାନିକଙ୍କୁ ପଢାଇଲେ ବୈଦିକ ଗଣିତ । ୫ଦିନ ଧରି ଚାଲିବାକୁ ଥିବା ଏହି ଭିଡିଓ କନଫରେସିଂରେ ଇସ୍ରୋ,…

ବଢ଼ିବାରେ ଲାଗିଛି ସୀମା ଉତ୍ତେଜନା । ଲୁହା ଛଡ଼ ଏବଂ ପଥରରେ ଚୀନ ସେନାର ଆକ୍ରମଣ । ୫ ଚୀନ ସୈନିକ ମୃତ , ୨ ଭାରତୀୟ ଯବାନ…

କନକ ବ୍ୟୁରୋ : ବଢ଼ିବାରେ ଲାଗିଛି ଭାରତ-ଚୀନ ସୀମା ଉତ୍ତେଜନା । ଲୁହା ଛଡ଼ ଏବଂ ପଥରରେ ଚୀନ ସେନାର ଆକ୍ରମଣ । ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଚୀନ ପକ୍ଷର ୫ ସୈନିକ ମୃତ୍ୟୁବରଣ କରିଥିବା ଚୀନ ଗଣମାଧ୍ୟମ ପ୍ରକାଶ କରିଛି…

ଭୁବନେଶ୍ୱରରେ ପୁଣି ୫ ନୂଆ ପଜିଟିଭ୍ । ୩ ଆକ୍ରାନ୍ତ ଘରୋଇ ସଂଗରୋଧ ଏବଂ ୨ ପଜିଟିଭ୍ ସ୍ଥାନୀୟ ଅଞ୍ଚଳର । ଟ୍ୱିଟ୍ କରି…

କନକ ବ୍ୟୁରୋ: ଭୁବନେଶ୍ୱରରୁ ପୁଣି ୫ ପଜିଟିଭ ଚିହ୍ନଟ । ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଙ୍ଗରୋଧରୁ ୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ । ୨୪ ଘଣ୍ଟାରେ ଭୁବନେଶ୍ୱରରୁ…

ଅବସାଦଗ୍ରସ୍ତତା କ’ଣ? ଜାଣନ୍ତୁ ଏହାର ଲକ୍ଷଣ, ଚିକିତ୍ସା ଏବଂ କାହିଁକି ଆସେ ଆତ୍ମହତ୍ୟାର ଚିନ୍ତାଧାରା

ମଣିଷ ଅବସାରଗ୍ରସ୍ତ କାହିଁକି ହୁଏ? ଅବସାରଗ୍ରସ୍ତର କାରଣ କଣ? ଚିକିତ୍ସା ଦ୍ୱାରା ଏହାର ହୋଇପାରିବ କି ସମାଧାନ ! କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସମସ୍ତଙ୍କ ମନରେ ଏବେ କେବଳ ଗୋଟିଏ ପ୍ରଶ୍ନ । ମାତ୍ର ୩୪ ବର୍ଷ ବୟସରେ…

ଋଣ ଟଙ୍କା ସୁଝିବା ଲାଗି ନିଜର ହତ୍ୟା ପାଇଁ ସୁପାରୀ ଦେଲେ ବେପାରୀ । ଜାଣନ୍ତୁ କେଉଁଠି ଘଟିଛି ଏପରି ଘଟଣା !

କନକ ବ୍ୟୁରୋ : ଆର୍ଥିକ ସଂକଟ ମଣିଷକୁ ଅନେକ କିଛି କରିବାକୁ ବାଧ୍ୟ କରିଦିଏ । ପାଖରେ ଟଙ୍କା ନଥିଲେ ମଣିଷକୁ ଅବସାଦ ବେଳେ ବେଳେ ଗ୍ରାସ କରିଦିଏ । ପରିସ୍ଥିତିରେ ପଡି ମଣିଷ ବହୁତ କିଛି ଚିନ୍ତା କରେ, କେବଳ ଯେ, ଚିନ୍ତା କରେ ତାହା ନୁହେଁ ବରଂ ଅନେକ କିଛି କରିବସେ ।ଟଙ୍କା ଅଭାବରୁ ଜଣେ…

ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ: LAC ଗଲୱାନ ଘାଟିରେ ଉତ୍ତେଜନା; ଜଣେ ଅଫିସରଙ୍କ ସମେତ ୨ ଯବାନ ସହିଦ

କନକ ବ୍ୟୁରୋ: ଭାରତ ଚୀନ ସୀମାରେ ଉତ୍ତେଜନା । ଜଣେ ଭାରତୀୟ ସେନା ଅଧିକାରୀଙ୍କ ସହ ୨ ଜବାନ ସହିତ । ଭାରତ ଓ ଚୀନ୍ ମଧ୍ୟରେ ଲଦାଖ ସୀମାରେ ସୃ୍ଷ୍ଟି ହୋଇଛି ଏପରି ବିବାଦୀୟ ସ୍ଥିତି । ଗତକାଲି ବିଳମ୍ବିତ ରାତ୍ରିରେ ଗଲୱାନ ଘାଟି ଅଂଚଳରେ ଉଭୟ ଦେଶର ସେନା ମୁହାଁମୁହିଁ ହେବା ପରେ ଏପରି ଘଟଣା…