Daily Archives

June 16, 2020

ବଢିଲା ଘରୋଇ ବସ୍ ଭଡା: ଡିଲକ୍ସ ଓ ଏସି ଡିଲକ୍ସ ବସରେ ୬ପଇସା ଓ ଅର୍ଡିନାରୀ ଏବଂ ଏକ୍ସପ୍ରେସରେ ବଢିଲା ୩ପଇସା

କନକ ବ୍ୟୁରୋ: ବାରମ୍ବାର ତୈଳଦର ବୃଦ୍ଧି ଯୋଗୁଁ ଅଟୋମେଟିକ ମେକାନିଜମ ସିଷ୍ଟମ ଅନୁସାରେ ରାଜ୍ୟରେ ଘରୋଇ ବସଭଡା ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ଘରୋଇ ବସ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଶେଷଥର ପାଇଁ ମାର୍ଚ ୨୧ ତାରିଖରେ ବସ ଭଡା କମିଥିଲା । ଏହି ଲକଡାଉନ ସମୟରେ ତେଲ ଦର…

ସଂକ୍ରମଣ ରୋକିବାକୁ ପ୍ରଶାସନର ବଡ ପଦକ୍ଷେପ: ଖୋର୍ଦ୍ଧା ସବଡିଭିଜନରେ ଲାଗୁ ହେଲା ୧୬ ଘଂଟିଆ ସଟଡାଉନ; ସକାଳ ୬ରୁ ଦିନ…

କନକ ବ୍ୟୁରୋ: କରୋନା ସଂକ୍ରମଣ ରୋକିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ ପଦକ୍ଷେପ । ଦୈନିକ ଲାଗୁ ହେଲା ୧୬ ଘଂଟିଆ ସଟଡାଉନ୍ । ଆଜିଠାରୁ ଆସନ୍ତା ୩୦ ତାରିଖ ଯାଏଁ ପ୍ରତ୍ୟେକ ଦିନ ୨ଟାରୁ ସକାଳ ୬ଟା ଯାଏଁ ଦୋକାନ ବଜାର ସଟଡାଉନ୍ ରହିବ । ଏହି କଟକଣାରୁ କେବଳ ଔଷଧ ଦୋକାନ, ପେଟ୍ରୋଲ…

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରେ କରୋନା ଲକ୍ଷଣ: ଡାକ୍ତରଖାନାରେ ଭର୍ତି ପରେ ସତ୍ୟେନ୍ଦ୍ର ଜୈନଙ୍କ ହେଲା କୋଭିଡ…

କନକ ବ୍ୟୁରୋ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ଠାରେ କୋଭିଡ ଲକ୍ଷଣ । ଜ୍ୱର ଓ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତି କରାଯାଇଛି । ଏହାସହ ତାଙ୍କର କରୋନା ପରୀକ୍ଷା ମଧ୍ୟ ହୋଇଛି । ଏବେ ରିପୋର୍ଟକୁ…

ଭାତରେ ବିଷ ଦେଲା ବାପା : ଆର୍ଥିକ ଅଭାବରୁ ସ୍ତ୍ରୀ ସହ ୪ ଛୁଆଁକୁ ଦେଲା ଜହର, ମାଲକାନଗିରିର ମାଥିଲିରୁ ଆସିଲା ଅଭାବନୀୟ…

କନକ ବ୍ୟୁରୋ : ଭାତରେ ବାପା ଦେଲା ବିଷ । ଏଭଳି ଅଭାବନୀୟ ଚିତ୍ର ଆସିଛି ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ କାଳିଆ ନାୟକଗୁଡା ଗାଁର । ଘଟଣାରେ ୫ ଜଣ ଅସୁସ୍ଥ ହୋଇପଡିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ପରିବାରର ମା ସହିତ ୨ ଝିଅ ଓ ୨ ପୁଅ । ଖବର ଅନୁସାରେ, ଗାଁର ନରସିଂହ ମାଝିଙ୍କ ସ୍ତ୍ରୀ…

କରୋନା ମାଡ ମଧ୍ୟରେ ବଜାରକୁ ଆସିଗଲା ମୋଦି-ରାହୁଲ ମାସ୍କ । ଭୋପାଳ ବ୍ୟବସାୟୀଙ୍କ ପାଖରୁ ମାସ୍କ କିଣିବାକୁ ଗ୍ରାହକଙ୍କ…

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ଯେଉଁ କେତୋଟି ସତର୍କତା ପାଳନ କରିବାକୁ କୁହାଯାଇଛି , ତା ମଧ୍ୟରୁ ମାସ୍କ ପିନ୍ଧିବା ଗୋଟିଏ । ଏବେ ପ୍ରତ୍ୟକ ଲୋକ ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧୁଛନ୍ତି । ଏପରି ସମୟରେ ଚାହିଦାକୁ ଦେଖି ବଜାରକୁ ଆସିଗଲା ମୋଦି-ରାହୁଲ ମାସ୍କ ।…

ଆଜି ଆଉ ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୧୫ ଜିଲ୍ଲାରୁ ୧୦୮ ନୂଆ ପଜିଟିଭ ଠାବ; ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ…

କରୋନା ବ୍ୟୁରୋ : ରାଜ୍ୟରେ ଆଜି ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଂଟାରେ ରାଜ୍ୟରେ ୧୦୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୯୫ ଜଣ କ୍ୱାରେଂଟିନ୍ ଏବଂ ୧୩ ଜଣ ସ୍ଥାନୀୟ ଅଂଚଳରୁ ରହିଛନ୍ତି । ୧୦୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରିରୁ ସର୍ବାଧିକ…