Daily Archives

June 16, 2020

ରଥଯାତ୍ରାକୁ ନେଇ ଦୋଛକିରେ ସରକାର ! ଯାତ୍ରା ହେଲେ ସଂକ୍ରମଣର ଭୟ, ଏପଟେ ନହେଲେ କୋଟିକୋଟିଙ୍କ ଭାବାବେଗ ଉପରେ ଆଘାତ ।…

କନକ ବ୍ୟୁରୋ: ଦିନ ପାଖଉଛି, ଦ୍ୱନ୍ଦ୍ୱ ବଢୁଛି । ରଥଯାତ୍ରାକୁ ନେଇ ପରିସ୍ଥିତି କିଛି ଏହି ଭଳି । ଆସନ୍ତା ୧୮ ତାରିଖ ଦିନ ସୁପ୍ରିମକୋର୍ଟ ଏନେଇ ଶୁଣାଣି କରିପାରନ୍ତି । କିନ୍ତୁ ଏପଟେ ରଥଯାତ୍ରାକୁ ରହିଲା ଆଉ ମାତ୍ର ୬ ଦିନ । ଓଡିଶା ସରକାର ହାଇକୋର୍ଟରେ କହିଥିଲେ, ରଥଯାତ୍ରାର ଅଳ୍ପଦିନ…

କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ? ବଲିଉଡ ଜଗତର ପରଦା ପଛର କାହାଣୀକୁ ନେଇ ଚର୍ଚ୍ଚା, କଳାକାର କହିଲେ ବଲିଉଡରେ ଚାଲିଛି…

କନକ ବ୍ୟୁରୋ: ରାଜନୀତି ଭଳି ବଲିଉଡକୁ ମଧ୍ୟ ପରିବାରବାଦ କବଳିତ କରିିଛି । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ମାୟାନଗରରୀ ଭେଦଭାବ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ପାତର ଅନ୍ତରକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି, କ୍ରିଷ୍ଣା ବେଉରା ଭଳି…

ଦେଶରେ କିଭଳି ଅଛି କୋଭିଡ୍ ସ୍ଥିତି ? ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ, ମହାମାରୀ ମୁକାବିଲା ପାଇଁ ଦଶ…

କନକ ବ୍ୟୁରୋ : ଦେଶର କରୋନା ସ୍ଥିତି ନେଇ ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ସ୍ଥିତି ସୁଧୁରୁଥିବାର ମିଳୁଛି ସଙ୍କେତ । ବିଗତ ସପ୍ତାହରେ ସରକାରଙ୍କର ଉଦ୍ୟମ ଯୋଗୁଁ…

ସୀମାରେ ଭାରତ-ଚୀନ୍ ମୁହାଁମୁହିଁ ହେଉଥିଲେ ମଧ୍ୟ କାହିଁକି ହୁଏ ନାହିଁ ଫାୟରିଂ? ୧୯୯୩ ମସିହାର ଚୁକ୍ତିରେ ଏମିତି କଣ…

ଗଲୱାନ ଘାଟିରେ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଚୀନ୍ ସେନାର ଆକ୍ରମଣରେ ଭାରତର ଦୁଇ ଯବାନ ଓ ଜଣେ ଅଫିସର ସହିଦ ହୋଇଛନ୍ତି । ସେହିଭଳି ଡ୍ରାଗନବାହିନୀର ମଧ୍ୟ ୫ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା କିଛି ଗଣମାଧ୍ୟମ ରିପୋର୍ଟରେ ସାମ୍ନାକୁ ଆସିଛି । ବିଳମ୍ବିତ ରାତ୍ରିରେ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧୨୦ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨ ହଜାର ୯୭୪କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୧୨୦ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଯାଜପୁରରୁ ୧୯, କଟକରୁ ୧୫, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୧୧, ନୂଆପଡ଼ାରୁ ୯, ସୁନ୍ଦରଗଡ଼ରୁ ୭, କନ୍ଧମାଳରୁ ୬, ବଲାଙ୍ଗୀର ଓ ନୟାଗଡ଼ରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।…

ମହାମାରୀ, ମାସ୍କ ଜରୁରୀ । ଘଡିସନ୍ଧି ମୁହୂର୍ତ୍ତରେ ସତର୍କ ନହେଲେ ବୃଥା ହେବ ସବୁ ପରିଶ୍ରମ । ୨୧ ରାଜ୍ୟର…

କନକ ବ୍ୟୁରୋ: ମହାମାରୀ ମୁକାବିଲା ମୋଦିଙ୍କ ସମ୍ବୋଧନ । କରୋନା ସହ ଆଉ କିଛି ଦିନ ଲଢେଇ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ । ଅନ୍ୟ ଦେଶ ତୁଳନାରେ ଭାରତରେ ଭୟଙ୍କର ରୂପ ନେଇ ନାହିଁ କରୋନା ଭାଇରସ । ସେମିତି ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ମୃତ୍ୟୁ ହାର ମଧ୍ୟ କମ । କରୋନାରେ…