Daily Archives

June 12, 2020

ମାର୍କେଟ ବିଲ୍ଡିଂ ସିଲ୍ । ରଜ ମାର୍କେଟିଂ ପାଇଁ ଲାଗିଲା ପ୍ରବଳ ଭିଡ଼ , ସାମାଜିକ ଦୂରତା ନମାନିବାରୁ ମାର୍କେଟ…

କନକ ବ୍ୟୁରୋ: ରଜ ବଜାରରେ ମାର୍କେଟରେ ଭିଡ଼ ଯୋଗୁଁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସିଲ୍ । ପ୍ରବଳ ଭିଡ଼ ଯୋଗୁଁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ । ଆସନ୍ତାକାଲି ଓ ପରଦନି ସଟଡାଉନ ଥିବାରୁ ଆଜି ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । କରୋନା…

ଲକଡାଉନ ସମୟରେ ରାଜ୍ୟରେ ନିୟମ ଉଲ୍ଲଂଘନକାରୀଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଆଦାୟ : ମାସ୍କ ବ୍ୟବହାର କରିନଥିବାରୁ…

କନକ ବ୍ୟୁରୋ : ଲକଡାଉନ ସମୟରେ ରାଜ୍ୟରେ ନିୟମ ଉଲ୍ଲଂଘନକାରୀଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଆଦାୟ ହୋଇଛି । ମାସ୍କ ବ୍ୟବହାର କରିନଥିବାରୁ କୋଟିଏ ୨୫ ଲକ୍ଷ ୮୪ ହଜାରୂ ୧୮୦ ଟଙ୍କା ଫାଇନ ଆଦାୟ କରାଯାଇଛି । ସେହିପରି ସାମାଜିକ ଦୂରତା ଉଂଲଘନରେ ୧୧ ଲକ୍ଷ ୭୪ ହଜାର ୩୫୦ ଟଙ୍କା ଓ ସାପ୍ତାହିକ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧୨୦ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨ ହଜାର ୪୭୪କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୧୨୦ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଂଜାମରୁ ୩୦ ଜଣ, ଖୋର୍ଦ୍ଧାରୁ ୧୯ ଜଣ, ବାଲେଶ୍ୱରରୁ ୧୪ ଜଣ, ବଲାଙ୍ଗୀରରୁ ୧୨ ଜଣ ଓ ଢେଙ୍କାନାଳରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୟାଗଡ ଓ ସୁନ୍ଦରଗଡରୁ ୭ ଜଣ…

ଅନଲାଇନରେ ହେବ ବିପିୟୁଟି ପରୀକ୍ଷା : ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନଲାଇନରେ ହେବ ଇଞ୍ଜିନୟରିଂ କଲେଜର…

ଅନଲାଇନରେ ହେବ ବିପିୟୁଟି ପରୀକ୍ଷା । ଅନଲାଇନରେ ଇଂଜିନିୟରିଂ କଲେଜର ଅଷ୍ଟମ ସେମିଷ୍ଟାର ପରୀକ୍ଷା ହେବ । ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନଲାଇନରେ ଏହି ପରୀକ୍ଷା ହେବ । ଯିଏ ଅନଲାଇନରେ ପରୀକ୍ଷା ଦେବେନାହିଁ ,ସେମାନେ କଲେଜ ଖୋଲିବା ପରେ ଅଫ ଲାଇନରେ ପରୀକ୍ଷା ଦେଇପାରିବେ ।…

ପାରାଦୀପ ମହାନଦୀ ମୁହାଣରେ ବୁଡିଗଲା ମାଛଧରା ଡଙ୍ଗା : ୨ ଜଣଙ୍କ ମୃତ୍ୟୁ, ମହାନଦୀ ମୁହାଣରେ ମାଛ ମାରିବାକୁ ଯାଇଥିବା…

କନକ ବ୍ୟୁରୋ : ପାରାଦୀପ ନେହରୁ ଡାକବଙ୍ଗଳା ନିକଟ ମହାନଦୀ ମୁହାଣରେ ବୁଡିଗଲା ମାଛଧରା ଡଙ୍ଗା । ଡଙ୍ଗାବୁଡିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମହାନଦୀରେ ମୁହାଣରେ ମାଛ ମାରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡି ବୁଡି…

ଦିନକ ପରେ ରଜ : କିଣାବିକା ପାଇଁ ବଜାରରେ ଲୋକଙ୍କ ପ୍ରବଳ ଗହଳି । କରୋନା କଟକଣାକୁ ନାହିଁ ଖାତିର । ସାମାଜିକ ଦୂରତାକୁ…

କନକ ବ୍ୟୁରୋ :  ଦିନକରେ ପରେ ରଜ । ଆସନ୍ତାକାଲି ଓ ପରଦନି ସଟଡାଉନ ଥିବାରୁ ଆଜି ବଜାରରେ ଲୋକଙ୍କ ପ୍ରବଳ ଭିଡ  ଜମିଛି । କରୋନା କଟକଣା ନମାନି ଲୋକ ବଜାରରେ ଗହଳି ଜମାଇଛନ୍ତି । ସମାଜିକ ଦୂରତାକୁ କେହି ମାନୁନଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ମାର୍କେଟ ବିଲଣ୍ଡିଂରୁ ଆସିଛି ଏଭଳି ଦୃଶ୍ୟ…