Daily Archives

June 9, 2020

କାଲି ଠାରୁ ୧୩ ତାରିଖ ଯାଏଁ ଭିଜିବ ଓଡ଼ିଶା : ରାଜ୍ୟର ଅଧିକାଂଶ ସ୍ଥାନରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା

କନକ ବ୍ୟୁରୋ : କାଲି ଠାରୁ ୧୩ ତାରିଖ ଯାଏଁ ଭିଜିବ ଓଡ଼ିଶା । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ହେବ । ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦…

ରାଜ୍ୟରେ ଦ୍ରୁତଗତିରେ ବଢୁଛି କରୋନା ସଂକ୍ରମଣ । ପ୍ରଥମ ୧ହଜାର ଆକ୍ରାନ୍ତଙ୍କ ପାଇଁ ଲାଗିଲା ୬୪ଦିନ । ଦ୍ୱିତୀୟ ହଜାରେ…

କନକ ବ୍ୟୁରୋ : ହୁ ହୁ ବଢ଼ୁଛି ସଂକ୍ରମଣ । ରାଜ୍ୟରେ ଦ୍ରୁତଗତିରେ ବଢୁଛି କରୋନା ସଂକ୍ରମଣ । ରାଜ୍ୟରେ ପ୍ରଥମ ଆକ୍ରାନ୍ତରୁ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପହଂଚିବା ପାଇଁ ୬୪ ଦିନ ଲାଗିଥିଲା । ସେହିପରି ଦ୍ୱିତୀୟ ହଜାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପାଇଁ ୧୨ ଦିନ ସମୟ ଲାଗିଲା । ତେବେ…

ଆଉ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ । କଟକରୁ ସର୍ବାଧିକ ୨୪ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା…

କନକ ବ୍ୟୁରୋ : ସୁସ୍ଥ ହେଲେ ଆଉ ୧୪୦ ଆକ୍ରାନ୍ତ । ରାଜ୍ୟରେ ଆଜି ଆଉ ୧୪୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । । କଟକରୁ ସର୍ବାଧିକ ୨୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଂଜାମରୁ ୨୨ଜଣ, ନୂଆପଡାରୁ ୨୧ଜଣ, ଯାଜପୁରରୁ ୧୧ଜଣ, ଖୋର୍ଦ୍ଧା ଓ ଜଗତସିଂହପୁରରୁ ୧୧ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।…

ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ସାବିତ୍ରୀ ରଥ । କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ।…

କନକ ବ୍ୟୁରୋ : ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ସାବିତ୍ରୀ ରଥ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁଶ୍ରୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଏ ନେଇ ଆଜି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହା…

ରାଜଧାନୀକୁ ଫେରିଲା କରୋନା । ରାଜ୍ୟରେ ୧୪୬ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ୧୯ଜଣ ଚିହ୍ନଟ,…

କନକ ବ୍ୟୁରୋ : ରାଜଧାନୀକୁ ଫେରିଲା କରୋନା । ରାଜ୍ୟରେ ଚିହ୍ନଟ ହୋଇଥିବା ୧୪୬ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ସର୍ବାଧିକ ୧୯ଜଣ ରହିଛନ୍ତି । ତେବେ ବଡ କଥା ହେଉଛି ଭୁବନେଶ୍ୱରରେ ୪ଜଣଙ୍କୁ ଚିହ୍ନଟ କରାଯାଇଛି । ବିଏମସି ଅଂଚଳର ୪ଜଣ ଆକ୍ରାନ୍ତ ହୋମ କ୍ୱାରେଂଟିନରେ ଥିଲେ । …

ତାଲାବନ୍ଦ ଭିତରେ ମାତିଛନ୍ତି ଲୁଟେରା । ଖୋର୍ଦ୍ଧା ବାଲିପାଟଣାରେ ବୃଦ୍ଧାଙ୍କୁ କରାଯାଉଛି ଟାର୍ଗେଟ । ୩ମାସରେ ଘଟିଲା…

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠରେ ଲୁଟେରାଙ୍କ ଆତଙ୍କ । ଗତ ଅଢେଇ ମାସ ଭିତରେ ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଂଚଳରେ ତିନିଟି ଲୁଟ ଘଟଣା ଲୋକଙ୍କୁ ଭୟଭୀତ କରିଛି । ଫଳରେ ଗହଣା ପିନ୍ଧି ରାସ୍ତାରେ କିମ୍ବା ଦାଣ୍ଡ ଦୁଆରେ ବାହାରିବାକୁ ମହିଳାମାନେ ସୁରକ୍ଷତି ମଣୁ ନାହାନ୍ତି ।…