Daily Archives

June 9, 2020

ମାସ୍କ କିଣା ଦୁର୍ନୀତିକୁ ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଏତଲା : କ୍ୟାପିଟାଲ ଥାନାରେ ଏତଲା ଦେଲା ଓଡ଼ିଶା ସୂଚନ…

କନକ ବ୍ୟୁରୋ : ମାସ୍କ କିଣାରେ ଦୁର୍ନୀତି ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଥାନାରେ ଏତଲା । କ୍ୟାପିଟାଲ ଥାନାରେ ଏତଲା ଦେଇଛି ଓଡିଶା ସୂଚନା ଅଧିକାରୀ ଅଭିଯାନ । ମାସ୍କ, ସାନିଟାଇଜରରେ ଦୁର୍ନୀତି ହୋଇଛି । ହେମନ୍ତ ଶର୍ମା, ଓ ତୃତୀୟ ମହଲାର ସମସ୍ତେ ଏଥିରେ ସଂପୃକ୍ତ ଥିବା ଅଭିଯୋଗ…

କରୋନାର ସଂକ୍ରମଣ ଭିତରେ ମହାନଦୀକୁ ନେଇ ଆସିଲା ବଡ ଖବର: ପ୍ରାୟ ଅଢେଇ ମାସର ଲକଡାଉନ କଟକଣା ଫଳରେ ୫୦% ପ୍ରଦୂଷଣ ମୁକ୍ତ;…

କନକ ବ୍ୟୁରୋ: କରୋନାର ସଂକ୍ରମଣ ଭିତରେ ମହାନଦୀକୁ ନେଇ ଆସିଲା ବଡ ଖବର । ପ୍ରାୟ ଅଢେଇ ମାସର ଲକଡାଉନ କଟକଣା ଫଳରେ ୫୦ପ୍ରତିଶତ ପ୍ରଦୂଷଣ ମୁକ୍ତ ହୋଇଛି ମହାନଦୀ । ସ୍ୱଚ୍ଛ ପାଣିରେ ଭିତରେ ଦେଖାଯାଉଛି ପଥରଖଣ୍ଡ । ତାଲାବନ୍ଦ ଯୋଗୁଁ ଜୀବନ୍ତ ଓ ନିର୍ମଳ ହେଉଛି ମହାନଦୀ ଜଳ । ତାଲାବନ୍ଦ ଭିତରେ…

ରାସ୍ତାକୁ ଓହ୍ଲାଇଲେ ବିଜେବି କଲେଜ ଛାତ୍ରଛାତ୍ରୀ; ପରୀକ୍ଷା ବାତିଲ କରିବାକୁ ଦାବି; କରୋନା ସଂକ୍ରମଣ ବଢିଚାଲିଥିବା…

କନକ ବ୍ୟୁରୋ: ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପରେ ଧାରଣାକୁ ଓହ୍ଲାଇଲେ ବିଜେବି ମହାବିଦ୍ୟାଳୟ ଛାତ୍ରଛାତ୍ରୀ । ପରୀକ୍ଷା ବାତିଲ କର ନଚେତ ବିକଳ୍ୱ ବ୍ୟବସ୍ଥା ଆପଣାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ବର୍ତମାନ ସ୍ଥିତିରେ ଏହି ଦୁଇ ମାସ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଜୁଲାଇ ଦ୍ୱିତୀୟ…

ଗାଁରେ ନାହିଁ ନଳକୂଅ….ପାଣି ପାଇଁ ଭରସା ନଈ: ପିଇବା ପାଣି ପାଇଁ ଖରସ୍ରୋତା ନଦୀ ଉପରେ ନିର୍ଭର କରୁଛନ୍ତି…

କନକ ବ୍ୟୁରୋ: ଯାଜପୁର ଜିଲା ବିଂଝାରପୁର ବ୍ଲକ ବାଙ୍ଗରା ନୂଆକୂଳ ଜେନା ସାହିରେ ଜଳକଷ୍ଟ ସମସ୍ୟା ଦେଖାଦେଇଛି । ଗାଁରେ ଥିବା ସରକାରୀ ନଳକୂଅ ଦୀର୍ଘବର୍ଷ ଧରି  ଅଚଳ ହୋଇପଡିଛି । ପାଖ ଗାଁରୁ ଆସିଥିବା ପାଇପ ପାଣି ସମୁଦ୍ରକୁ ଶଙ୍ଖେ ହୋଇଛି । ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଭୋଗୁ ଥିବାରୁ…

ବରିଷ୍ଠ ଡାକ୍ତର ସନାତନ ରଥଙ୍କ ହୃଦଘାତରେ ପରଲୋକ । ଏସସିବି ନ୍ୟୁରୋ ସର୍ଜନ ବିଭାଗର ଥିଲେ ମୁଖ୍ୟ । ୮୭ ବର୍ଷ ବୟସରେ…

କନକ ବ୍ୟୁରୋ: ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର ସନାତନ ରଥଙ୍କ ହୃଦଘାତରେ କଟକରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ରାଜ୍ୟରେ ଜଣେ ଜଣାଶୁଣା ଡାକ୍ତରଭାବେ ସେ ପ୍ରସିଦ୍ଧ ଲାଭ କରିଥିଲେ । କଟକ ନ୍ୟୁରୋ ସର୍ଜରୀ ବିଭାଗର ସେ ମୁଖ୍ୟ ଭାବେ ବି କାର୍ଯ୍ୟ…

ପ୍ରବାସୀ ଶ୍ରମିକଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ସମସ୍ତ ଶ୍ରମିକଙ୍କ ପଂଜୀକରଣ କରି ୧୫ ଦିନ ଭିତରେ ପହଞ୍ଚାଅ…

କନକ ବ୍ୟୁରୋ: ପ୍ରବାସୀ ଶ୍ରମିକଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସମସ୍ତ ପ୍ରବାସୀ ଶ୍ରମିକଙ୍କ ନାମ ପଂଜୀକରଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଆଜିଠୁ ୧୫ ଦିନ ଭିତରେ ପ୍ରବାସୀଙ୍କୁ ଘରେ ପହଚାଂଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୪ ଘଂଟା ମଧ୍ୟରେ ଶ୍ରମିକଙ୍କୁ ଟ୍ରେନ ଦେବାକୁ…