Daily Archives

June 6, 2020

ମାଟି ତଳୁ ମିଳିଲା ଶହ ଶହ ଆଧାର କାର୍ଡ: ଡାକ କର୍ମଚାରୀଙ୍କ ଘର ପଛପଟୁ ମିଳିବା ପରେ ବଢିଲା ସନ୍ଦେହ; ଲୋକଙ୍କୁ ନଦେଇ ଘର…

କନକ ବ୍ୟୁରୋ: ଆଧାର କାର୍ଡକୁ ବିଭିନ୍ନ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ କରିଛନ୍ତି ସରକାର । ହେଲେ ସେହି ସରକାରୀ ଜରୁରୀ ନଥି ମିଳୁଛି ମାଟିତଳୁ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଂଚଳରେ । ବ୍ଲକର ଯୋଗେଇ ପୋଷ୍ଟ ଅଫିସରେ କାର୍ଯ୍ୟରତ ବାଂଛାନିଧି…

ଆଇଏଏସ ହେମନ୍ତ ଶର୍ମା କରୋନା ପରଚେଜ କମିଟିରୁ ବାଦ ପଡିବା ପରେ ଜୋରଧରିଲା ରାଜନୀତି: ବିଜେପି ସାଧାରଣ ସଂପାଦକ କହିଲେ,…

କନକ ବ୍ୟୁରୋ: କରୋନା ପରଚେଜ କମିଟିରୁ  ହେମନ୍ତ ଶର୍ମାଙ୍କୁ ବାଦ ଦେବା ସହ କରୋନା ମୁକାବିଲା ସଂପର୍କିତ ୯ ଜଣିଆ କମିଟିକୁ ଭାଙ୍ଗିଦେଇଛନ୍ତି । ସରକାରଙ୍କର ଏହି ପଦକ୍ଷେପକୁ ନେଇ ଏବେ ପ୍ରଶ୍ନ କରିଛନ୍ତି ବିରୋଧୀ । ବିଜେପି ସାଧାରଣ ସଂପାଦପ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,କୋଭିଡ କିଟ…

ମାନବିକତାର ମହାମୃତ୍ୟୁ…ହିମାଚଳ ପ୍ରଦେଶରେ କେରଳ କାଣ୍ଡର ପୁନରାବୃତ୍ତି: ପାଶବିତାର ସୀମା ଚପିଲା…

କନକ ବ୍ୟୁରୋ: କରୋନା ସଂକଟ ଭିତରେ ମାନବିକତାର ମହାମୃତ୍ୟୁ । ହାତୀ ପରେ ଏବେ ଗର୍ଭବତୀ ଗାଈ ଖାଇଲା ବିସ୍ଫୋରକ ଖାଦ୍ୟ । କିଛି ଦିନ ତଳେ କେରଳର ମାଲାପୁରମରେ ଏକ ଗର୍ଭବତୀ ହାତୀ ବିସ୍ଫୋରକ ଭରା ସପୁରୀ ଖାଇ ମୃତ୍ୟୁ ହେବା ଖବର ଲୋକଙ୍କ ମନରୁ ନ ଲିଭୁଣୁ ଏବେ ପୁଣି ହିମାଚଳ ପ୍ରଦେଶରେ ଘଟିଛି ସମାନ…

କରୋନା ସଂକଟ କାଳରେ ବି ଉଠାଇ ପାରିବେ ଟଙ୍କା: ପିଏଫ ଖାତାରୁ ଟଙ୍କା ଉଠାଇବା ପାଇଁ ଅନଲାଇନରେ କରନ୍ତୁ…

କନକ ବ୍ୟୁରୋ: କରୋନା ମହାମାରୀ କରାଣରୁ ଯଦି ଆପଣ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ତେବେ ଆପଣ ବି ଆପଣଙ୍କ ଇପିଏଫ ଖାତାରୁ ଟଙ୍କା ଉଠାଇପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଅଫିସର ଚକ୍କର କାଟିବାକୁ ପଡିବନି ବରଂ ଘରେ ବସି ହିଁ ଆପଣ ଅନଲାଇନ ଜରିଆରେ ଏହି ଟଙ୍କା ଉଠାଇପାରିବେ । ଶ୍ରମ…

କରୋନା କାଳରେ ପ୍ରବାସୀଙ୍କ ଦୁଃଖ: ଘର ପରିବାରକୁ ଭେଟିବା ପାଇଁ ଚେନ୍ନାଇରୁ ଫେରିଲେ; ହେଲେ ଗାଁରେ ପୁରାଇଦେଲେନି ଲୋକେ,…

କନକ ବ୍ୟୁରୋ: କରୋନା କାଳରେ ପ୍ରବାସୀଙ୍କ ଦୁଃଖ । ଘର ପରିବାରକୁ ଭେଟିବା ପାଇଁ ଚେନ୍ନାଇରୁ ଫେରିଲେ । ହଲେ ଗାଁରେ ପୁରାଇଦେଲେନି ଗ୍ରାମବାସୀ । ଶେଷରେ ଦୁଇ ଦିନ ହେଲା ଜଙ୍ଗଲରେ ଅଖିିଆ ଅପିଆ ପଡିରହିଛନ୍ତି ପ୍ରବାସୀ ଶ୍ରମିକ । ଏଭଳି ଚିନ୍ତାଜନକ ଖବର ଆସିଛି ଭଂଜନଗର ସାନକୋଦଣ୍ଡା ପଂଚାୟତର…

ଆଜି ପୃଥିବୀର ନିକଟ ଦେଇ ଯିବ ମହାକାଶୀୟ ଏକ ବିଶାଳ ପଥର ଖଣ୍ଡ: ଦ୍ରୁତ ବେଗରେ ମାଡି ଆସୁଥିବା କହିଲା ଆମେରିକା ମହାକାଶ…

କନକ ବ୍ୟୁରୋ: ମହାକାଶରେ ପୃଥିବୀ ଆଡକୁ ମାଡି ଆସୁଛି ଏକ ବିଶାଳ ପଥର ଖଣ୍ଡ । ମହାକାଶ ବିଜ୍ଞାନରେ ଏପରି ପଥର ଖଣ୍ଡକୁ ଆଷ୍ଟ୍ରଏଡ୍ ବୋଲି କୁହାଯାଇଥାଏ । ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାର ନିଅର ଆର୍ଥ ଅବଜେକ୍ଟ ଷ୍ଟଡି ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଏହାର ଗତିବିଧି ସ୍ପଷ୍ଟ…